Home Coronavirus Outbreak ଦେଶରେ ପୁଣି କମିଲା ସଂକ୍ରମଣ ଏବଂ ଦୈନିକ ମୃତ୍ୟୁ ସଂଖ୍ୟା : କରୋନା ନେଲା ୩,...

ଦେଶରେ ପୁଣି କମିଲା ସଂକ୍ରମଣ ଏବଂ ଦୈନିକ ମୃତ୍ୟୁ ସଂଖ୍ୟା : କରୋନା ନେଲା ୩, ୧୨୮ ଜୀବନ ୧, ୫୨, ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ

73

ନୂଆଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ଦେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୧, ୫୨, ୭୩୪ ନୂତନ COVID୧୯ ମାମଲା ୨, ୩୮, ୦୨୨ ସୁସ୍ଥ ଏବଂ ୩, ୧୨୮ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨, ୮୦, ୪୭, ୫୩୪

ଗତକାଲି ଡିସଚାର୍ଜ ହୋଇଛନ୍ତି – ୨, ୩୮, ୦୨୨

ସମୁଦାୟ ଡିସଚାର୍ଜ: ୨, ୫୬, ୯୨, ୩୪୨

ମୋଟ ମୃତ୍ୟୁ ସଂଖ୍ୟା: ୩, ୨୯, ୧୦୦

ସକ୍ରିୟ ମାମଲା: ୨୦, ୨୬, ୦୯୨

ଗତକାଲି ଟୀକାକରଣ: ୧୦, ୧୮, ୦୭୬

ମୋଟ ଟୀକାକରଣ: ୨୧, ୩୧, ୫୪, ୧୨୯

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୦, ୨୬, ୦୯୨ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୩, ୧୨୮ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩, ୨୯, ୧୦୦ ହୋଇଛି।

ଏଥି ସହିତ କରୋନାରୁ ୨, ୫୬, ୯୨, ୩୪୨ ଲୋକ ଆରୋଗ୍ୟ ହୋଇଛନ୍ତି।

ଭାରତରେ ଆରୋଗ୍ୟ ହାର (୯୧.୨୫%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସୋମବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୦, ୨୬, ୦୯୨ ଯାହା ସମୁଦାୟ ସଂକ୍ରମଣର (୭.୫୮%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୯୧.୨୫%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨, ୫୬, ୯୨, ୩୪୨ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧.୧୭%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୩୦ ମଇ ୨୦୨୧ ପର୍ଯ୍ୟନ୍ତ ୩୪, ୪୮, ୬୬, ୮୮୩ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୧୬, ୮୩, ୧୩୫ ପରୀକ୍ଷା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.