Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୩୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୨,୭୫୪କୁ ବୃଦ୍ଧି

ରାଜ୍ୟରେ ଆଜି କରୋନା ନେଲା ୩୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୨,୭୫୪କୁ ବୃଦ୍ଧି

68

ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୭୫୪ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାରୁ ୫ ଜଣ ,
କଟକ ଜିଲ୍ଲାରୁ ୩ ଜଣ ,
ଦେବଗଡ଼ ଜିଲ୍ଲାରୁ ୨ ଜଣ ,
ଗଜପତି ଜିଲ୍ଲାରୁ ୨ ଜଣ ,
ଗଞ୍ଜାମ ଜିଲ୍ଲାରୁ ୨ ଜଣ ,
ଝାରସୁଗୁଡା ଜିଲ୍ଲାରୁ ୨ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୩ ଜଣ ,
କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ,
ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ,
ନୟାଗଡ଼ ଜିଲ୍ଲାରୁ ୧ ଜଣ ,
ନୂଆପଡ଼ା ଜିଲ୍ଲାରୁ ୧ ଜଣ ,
ସୋନପୁର ଜିଲ୍ଲାରୁ ୩ ଜଣ ଏବଂ
ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ,
ମୋଟରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ୮,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ପଜିଟିଭ୍ କେସ୍ : ୮୩୧୩

କ୍ୱାରେଣ୍ଟିନ ସେଣ୍ଟରରୁ: ୪୬୫୫

ସ୍ଥାନୀୟ ସମ୍ପର୍କରୁ: ୩୬୫୮

ଜିଲ୍ଲା ୱାରୀ ପଜିଟିଭ୍ ମାମଲା:

୧ – ଅନୁଗୁଳ: ୫୦୫

୨ – ବାଲେଶ୍ୱର: ୪୫୨

୩ – ବରଗଡ: ୨୭୯

୪ – ଭଦ୍ରକ: ୧୧୭

୫ – ବଲାଙ୍ଗୀର: ୧୧୯

୬ – ବୌଦ୍ଧ: ୨୦୯

୭ – କଟକ: ୫୯୩

୮ – ଦେବଗଡ଼: ୫୫

୯ – ଢେଙ୍କାନାଳ: ୪୦୭

୧୦ – ଗଜପତି: ୮୫

୧୧ – ଗଞ୍ଜାମ: ୧୨୯

୧୨ – ଜଗତସିଂହପୁର: ୨୮୦

୧୩ – ଯାଜପୁର: ୩୫୪

୧୪ – ଝାରସୁଗୁଡ଼ା: ୧୧୧

୧୫ – କଳାହାଣ୍ଡି: ୧୬୨

୧୬ – କନ୍ଧମାଳ: ୯୦

୧୭ – କେନ୍ଦ୍ରାପଡା: ୩୩୧

୧୮ – କେନ୍ଦୁଝର: ୧୮୦

୧୯ – ଖୋର୍ଦ୍ଧା: ୯୭୪

୨୦ – କୋରାପୁଟ: ୧୯୮

୨୧ – ମାଲକାନଗିରି: ୧୦୩

୨୨ – ମୟୂରଭଞ୍ଜ: ୫୩୨

୨୩ – ନବରଙ୍ଗପୁର: ୨୦୫

୨୪ – ନୟାଗଡ଼: ୨୮୩

୨୫ – ନୁଆପଡା: ୫୩

୨୬ – ପୁରୀ: ୪୦୫

୨୭ – ରାୟଗଡ଼ା: ୧୪୮

୨୮ – ସମ୍ବଲପୁର: ୨୦୪

୨୯ – ସୋନପୁର: ୧୨୩

୩୦ – ସୁନ୍ଦରଗଡ: ୪୬୫

୩୧ – ରାଜ୍ୟ ପୁଲ୍: ୧୬୨

ଗତକାଲି ସୁସ୍ଥ ହୋଇଥିଲେ: ୧୧୮୮୧

ସଂଗୃହିତ ପରୀକ୍ଷଣ: ୧୧୭୭୩୦୭୨

ସକରାତ୍ମକ: ୭୬୪୯୯୭

ପୁନରୁଦ୍ଧାର: ୬୭୦୫୨୭

ସକ୍ରିୟ ମାମଲା: ୯୧୬୬୩

ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୩୩, ୦୬୫ [+୫୦୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫, ୮୭୨ [+୫୦୦] ଜଣ ସକ୍ରୀୟ ଅଛନ୍ତି ଏବଂ ୨୭, ୦୮୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦୯ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୨୪, ୪୬୨ [+୪୫୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୪୨୯ [+୪୫୨] ଜଣ ସକ୍ରୀୟ ଅଛନ୍ତି ଏବଂ ୨୦, ୯୨୩ ଜଣ ସୁସ୍ଥ ହୋଇଥିବା ବେଳେ ୧୦୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୨୭, ୫୪୬ [+୨୭୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୭୨୭ [+୨୭୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୩, ୭୭୧ ଜଣ ସୁସ୍ଥ ହୋଇଥିବା ବେଳେ ୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୧୬, ୪୯୧ [+୧୧୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୭୭୪ [+୧୧୭] ଜଣ ସକ୍ରୀୟ ଅଛନ୍ତି ଏବଂ ୧୩, ୬୮୦ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୧, ୫୨୬ [+୧୧୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୪୦୫ [+୧୧୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୦, ୦୬୧ ଜଣ ସୁସ୍ଥ ହୋଇଥିବା ବେଳେ ୬୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୦, ୦୩୨ [+୨୦୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୪୨୯ [+୨୦୯] ଜଣ ସକ୍ରୀୟ ଅଛନ୍ତି ଏବଂ ୬, ୫୬୧ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୬୧, ୫୧୧ [+୫୯୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮, ୭୧୮ [+୫୯୦] ଜଣ ସକ୍ରୀୟ ଅଛନ୍ତି ଏବଂ ୫୨, ୬୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧୬୧ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୫, ୧୮୧ [+୫୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୭ [+୫୩] ଜଣ ସକ୍ରୀୟ ଅଛନ୍ତି ଏବଂ ୪, ୫୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୨, ୮୮୨ [+୪୦୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୬୧୮ [+୪୦୭] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୨୨୮ ଜଣ ସୁସ୍ଥ ହୋଇଥିବା ବେଳେ ୩୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୮, ୨୧୬ [+୮୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୪ [+୮୩] ଜଣ ସକ୍ରୀୟ ଅଛନ୍ତି ଏବଂ ୭, ୫୪୪ ଜଣ ସୁସ୍ଥ ହୋଇଥିବା ବେଳେ ୫୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୧, ୫୩୦ [+୧୨୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୨୯୭ [+୧୨୭] ଜଣ ସକ୍ରୀୟ ଅଛନ୍ତି ଏବଂ ୨୯, ୯୪୨ ଜଣ ସୁସ୍ଥ ହୋଇଥିବା ବେଳେ ୨୮୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୧୭, ୧୯୭ [+୨୮୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୩୮୦ [+୨୮୦] ଜଣ ସକ୍ରୀୟ ଅଛନ୍ତି ଏବଂ ୧୪, ୭୭୩ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୨୬, ୩୪୪ [+୩୫୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୨୪୪ [+୩୫୪] ଜଣ ସକ୍ରୀୟ ଅଛନ୍ତି ଏବଂ ୨୩, ୦୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡା ଜିଲ୍ଲାରେ ୨୨, ୨୨୯ [+୧୧୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୩୪୧ [+୧୦୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୦, ୮୩୭ ଜଣ ସୁସ୍ଥ ହୋଇଥିବା ବେଳେ ୫୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୧, ୮୦୬ [+୧୬୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୭୭୭ [+୧୫୯] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୯୧୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୯, ୧୮୬ [+୯୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୮ [+୯୦] ଜଣ ସକ୍ରୀୟ ଅଛନ୍ତି ଏବଂ ୮, ୧୯୭ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୧୫, ୩୪୪ [+୩୩୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୮୫୮ [+୩୨୮] ଜଣ ସକ୍ରୀୟ ଅଛନ୍ତି ଏବଂ ୧୩, ୪୩୭ ଜଣ ସୁସ୍ଥ ହୋଇଥିବା ବେଳେ ୪୮ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୫, ୯୧୦ [+୧୮୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୩୨ [+୧୮୦] ଜଣ ସକ୍ରୀୟ ଅଛନ୍ତି ଏବଂ ୧୫, ୦୧୯ ଜଣ ସୁସ୍ଥ ହୋଇଥିବା ବେଳେ ୫୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୧୪, ୭୧୩ [+୯୭୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨, ୯୧୯ [+୯୭୧] ଜଣ ସକ୍ରୀୟ ଅଛନ୍ତି ଏବଂ ୧, ୦୧, ୩୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪୬୮ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୫, ୦୦୦ [+୧୯୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୩୬୯ [+୧୯୮] ଜଣ ସକ୍ରୀୟ ଅଛନ୍ତି ଏବଂ ୧୨, ୫୯୦ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୮, ୨୨୭ [+୧୦୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୫୦ [+୧୦୩] ଜଣ ସକ୍ରୀୟ ଅଛନ୍ତି ଏବଂ ୭, ୨୪୩ ଜଣ ସୁସ୍ଥ ହୋଇଥିବା ବେଳେ ୩୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୂରଭଞ୍ଜ ଜିଲ୍ଲାରେ ୨୮, ୧୧୯ [+୫୩୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୮୯୩ [+୫୩୨] ଜଣ ସକ୍ରୀୟ ଅଛନ୍ତି ଏବଂ ୨୪, ୧୩୦ ଜଣ ସୁସ୍ଥ ହୋଇଥିବା ବେଳେ ୯୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୧୯, ୭୭୭ [+୨୦୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୫୬୮ [+୨୦୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୧୭୨ ଜଣ ସୁସ୍ଥ ହୋଇଥିବା ବେଳେ ୩୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧୫, ୭୭୭ [+୨୮୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୫୦୪ [+୨୮୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧୩, ୨୨୦ ଜଣ ସୁସ୍ଥ ହୋଇଥିବା ବେଳେ ୫୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୨୧, ୯୯୦ [+୫୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୦ [+୫୨] ଜଣ ସକ୍ରୀୟ ଅଛନ୍ତି ଏବଂ ୨୧, ୪୪୪ ଜଣ ସୁସ୍ଥ ହୋଇଥିବା ବେଳେ ୫୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୩୧, ୮୧୨ [+୪୦୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୮୬୭ [+୪୦୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୭, ୭୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୫୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୫, ୬୭୩ [+୧୪୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୪୭୯ [+୧୪୮] ଜଣ ସକ୍ରୀୟ ଅଛନ୍ତି ଏବଂ ୧୪, ୦୮୭ ଜଣ ସୁସ୍ଥ ହୋଇଥିବା ବେଳେ ୧୦୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨୭, ୬୦୮ [+୨୦୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୪୯୭ [+୨୦୪] ଜଣ ସକ୍ରୀୟ ଅଛନ୍ତି ଏବଂ ୨୫, ୦୨୨ ଜଣ ସୁସ୍ଥ ହୋଇଥିବା ବେଳେ ୮୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୧, ୧୫୮ [+୧୨୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୩୫୩ [+୧୨୦] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୭୭୪ ଜଣ ସୁସ୍ଥ ହୋଇଥିବା ବେଳେ ୩୧ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୫୪, ୫୮୯ [+୪୬୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫, ୬୨୨ [+୪୬୩] ଜଣ ସକ୍ରୀୟ ଅଛନ୍ତି ଏବଂ ୪୮, ୬୯୬ ଜଣ ସୁସ୍ଥ ହୋଇଥିବା ବେଳେ ୨୬୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଷ୍ଟେଟ୍ ପୁଲ ୨୦, ୦୯୬ [+୧୬୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୨୪୨ [+୧୬୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୮୫୪ ଜଣ ସୁସ୍ଥ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.