Home Coronavirus Outbreak ତେଲେଙ୍ଗାନା ଲକଡାଉନ୍ ଅବଧି ୧୦ ଦିନ ବୃଦ୍ଧି

ତେଲେଙ୍ଗାନା ଲକଡାଉନ୍ ଅବଧି ୧୦ ଦିନ ବୃଦ୍ଧି

150

ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ତେଲେଙ୍ଗାନା ସରକାର COVID ଲକଡାଉନ୍ କୁ ଆହୁରି ୧୦ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅବଶ୍ୟ, ଲକଡାଉନ୍ କୋହଳ ସମୟକୁ ମଧ୍ୟାହିନ ୧ ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ଲୋକଙ୍କୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସେମାନଙ୍କ ଘରେ ପହଞ୍ଚିବାକୁ ଅନୁମତି ଦିଆଯିବ।

ପୂର୍ବରୁ ଏହା ସକାଳ ୧୦ ଟା ପର୍ଯ୍ୟନ୍ତ ଥିଲା। ତେଲେଙ୍ଗାନାରେ ଲକଡାଉନ୍ ଅବଧି ଆଜି ସମାପ୍ତ ହେଉଥିଲା। କିନ୍ତୁ ଏହା ଆସନ୍ତା ୯ ଜୁନ୍‌ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.