Home Coronavirus Outbreak ଭଲ ଖବର : ଆଜି ରାଜ୍ୟରୁ ୧୧,୮୮୧ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ...

ଭଲ ଖବର : ଆଜି ରାଜ୍ୟରୁ ୧୧,୮୮୧ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

126

ଭୁବନେଶ୍ୱର ୩୦-୫ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୧୮୮୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୧୬୯୦ – ଖୋର୍ଦ୍ଧା ଜିଲ୍ଲାରୁ,

୧୧୫୪ – ଅନୁଗୁଳ ଜିଲ୍ଲାରୁ,

୧୦୬୬ – କଟକ ଜିଲ୍ଲାରୁ,

୭୧୩ – ସୁନ୍ଦରଗଡ଼ ଜିଲ୍ଲାରୁ,

୬୪୭ – ଯାଜପୁର ଜିଲ୍ଲାରୁ,

୬୩୩ – ମୟୂରଭଞ୍ଜ ଜିଲ୍ଲାରୁ,

୫୧୦ – ବାଲେଶ୍ୱର ଜିଲ୍ଲାରୁ,

୪୮୨ – କଳାହାଣ୍ଡି ଜିଲ୍ଲାରୁ,

୪୭୧ – ପୁରୀ ଜିଲ୍ଲାରୁ,

୩୫୪ – ନବରଙ୍ଗପୁର ଜିଲ୍ଲାରୁ,

୩୨୧ – ଜଗତସିଂହପୁର ଜିଲ୍ଲାରୁ,

୩୦୦ – ବରଗଡ ଜିଲ୍ଲାରୁ,

୨୯୭ – ବଲାଙ୍ଗୀର ଜିଲ୍ଲାରୁ,

୨୯୨ – ସମ୍ବଲପୁର ଜିଲ୍ଲାରୁ,

୨୮୫ – କେନ୍ଦ୍ରାପଡା ଜିଲ୍ଲାରୁ,

୨୫୩ – ନୟାଗଡ଼ ଜିଲ୍ଲାରୁ,

୨୧୬ – କେନ୍ଦୁଝର

୨୧୪ – କୋରାପୁଟ ଜିଲ୍ଲାରୁ,

୨୧୧ – ଝାରସୁଗୁଡା ଜିଲ୍ଲାରୁ,

୧୯୦ – ରାୟଗଡ଼ା ଜିଲ୍ଲାରୁ,

୧୭୭ – ଭଦ୍ରକ ଜିଲ୍ଲାରୁ,

୧୭୬ – ଗଞ୍ଜାମ ଜିଲ୍ଲାରୁ,

୧୫୮ – ସୋନପୁର ଜିଲ୍ଲାରୁ,

୧୨୪ – ବୌଦ୍ଧ ଜିଲ୍ଲାରୁ,

୧୨୦ – ଢେଙ୍କାନାଳ ଜିଲ୍ଲାରୁ,

୧୧୧ – କନ୍ଧମାଳ ଜିଲ୍ଲାରୁ,

୧୦୮ – ମାଲକାନଗିରି ଜିଲ୍ଲାରୁ,

୧୦୧ – ଗଜପତି ଜିଲ୍ଲାରୁ,

୯୮ – ଦେବଗଡ଼ ଜିଲ୍ଲାରୁ,

୮୫ – ନୁଆପଡା ଜିଲ୍ଲାରୁ,

୩୨୪ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୬୭୦୫୨୭ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.