Bureau
ପୁଣି ସୁସ୍ଥ ହେଲେ ୩୧୫୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) ପୁଣି ସୁସ୍ଥ ହୋଇଛନ୍ତି ୩୧୫୮ କରୋନା ଆକ୍ରାନ୍ତ। ତେବେ
୫୧୧ ଜଣ ଖୋର୍ଦ୍ଦା ଜିଲ୍ଲାରୁ
୩୮୪ ଜଣ କଟକ ଜିଲ୍ଲାରୁ
୩୩୨ ଜଣ ଯାଜପୁର ଜିଲ୍ଲାରୁ
୧୭୪ ଜଣ ବାଲେଶ୍ୱର ଜିଲ୍ଲାରୁ,
୧୬୮ ଜଣ...
ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି
ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ତିରଥ ସିଂ ରାୱତଙ୍କ ଇସ୍ତଫା ପରେ ବର୍ତ୍ତମାନ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ବିଜେପି ବିଧାୟକଦଳ...
ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ
ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ ହେବ। ଯଦି କୌଣସି ବିଶେଷ ପରିସ୍ଥିତି ନ ଉପୁଜେ, ତେବେ ଅଧିବେଶନ ୧୩ ଅଗଷ୍ଟ ପର୍ଯ୍ୟନ୍ତ...
ତିରଥ ସିଂ ରାୱତଙ୍କ ପାଇଁ କ’ଣ ଥିଲା ପ୍ରତିବନ୍ଧକ, ୪ ମାସ ମଧ୍ୟରେ କାହିଁକି...
ନୂଆଦିଲ୍ଲୀ ୦୩ ଜୁଲାଇ (ଓଡିଆ ପୁଅ) ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଗତ କିଛି ଦିନ ଧରି ଚାଲିଥିବା ରାଜନୈତିକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।...
ଦେଶରେ ପାଞ୍ଚଲକ୍ଷ ତଳକୁ ଖସିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା – ଗତ ୨୪ ଘଣ୍ଟା...
ନୂଆଦିଲ୍ଲୀ ୦୩ ଜୁଲାଇ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୪୧୧୧ ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ଭାରତର ସକ୍ରିୟ ମାମଲା ୪, ୯୫, ୫୩୩ କୁ ହ୍ରାସ...
ରାଜ୍ୟରେ ଆଜି କମିଲା ସଂକ୍ରମଣ: ରାଜ୍ୟରେ ୨,୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା ନେଲା...
ଭୁବନେଶ୍ୱର ୦୩-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୨,୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୨୯୧୭
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୬୭୭
-...
ଆଜି ରାଜ୍ୟରେ କରୋନା ନେଲା ୪୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୪,୧୫୪...
ଭୁବନେଶ୍ୱର ୦୩-୦୭ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୪,୧୫୪ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାର ଜଣେ
ବରଗଡ...
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଦେଲେ ଇସ୍ତଫା
ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି। ଏହି...
ଆଜି ପାଇଁ ଏହି ୧୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ – ପ୍ରବଳ ବର୍ଷିବ
ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବାଲେଶ୍ୱର ଜିଲ୍ଲା ଏହି ୧୦ ଟି ଜିଲ୍ଲାକୁ ୟେଲୋ...
୦୩ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ।...
ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା
ନୂଆଦିଲ୍ଲୀ ୦୨ ଜୁଲାଇ (ଓଡିଆ ପୁଅ) ଏମଏସଏମଇ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆଜି ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି...
୭୫୦୦ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କଲା ଯୁବ କଂଗ୍ରେସ : ନଚେତ ରାଜ୍ୟ...
ଭୁବନେଶ୍ୱର ୨.୭ (ଓଡ଼ିଆ ପୁଅ) - ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଓ ଓପେଫା ତରଫରୁ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ବର୍ତମାନ ସମଗ୍ର ଦେଶ, ରାଜ୍ୟର ଜନସାଧାରଣ କରୋନା...
ଅଭିନ୍ନ ଓଡ଼ିଶା ନିବେଦିତ “ଗ୍ଲୋବାଲ ଅନ୍ତାକ୍ଷରୀ ” ଗ୍ରାଣ୍ଡ ଫିନାଲେ
ଭୁବନେଶ୍ୱର ୨-୭ (ଓଡ଼ିଆ ପୁଅ) ଚଳିତ ଜୁନ ମାସ ୨୭ ତାରିଖ ଅର୍ଥାତ ଗତ ରବିବାର ଭାରତୀୟ ସମୟ ସନ୍ଧ୍ୟା ୭ଟା ରେ ଅଭିନ୍ନ ଓଡ଼ିଶା ଦ୍ୱାରା ଆୟୋଜିତ ହେଇଥିଲା ଏକ ଅନନ୍ୟ...
ପେଟ୍ରୋଲ, ଡିଜେଲ ଶହେ ଟପିଲା, ସିଲିଣ୍ଡର ହଜାରେ କେବେ ଟପିବ? କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସ ନେତା...
ଭୁବନେଶ୍ୱର ୨.୭ (ଓଡ଼ିଆ ପୁଅ) - ଗତ ୨୦୧୪ ରେ କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ଭା.ଜ.ପା ସରକାର ଆସିବା ପରଠାରୁ ଗତ ସାତବର୍ଷର ଶାସନ ଭିତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା...
ଆଜି ପାଇଁ ଏହି ୨୩ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ – ପ୍ରବଳ ବର୍ଷିବ
ଭୁବନେଶ୍ୱର ୨-୭ (ଓଡ଼ିଆ ପୁଅ) ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ,...
ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କୁ ଯଥାଶୀଘ୍ର ପୁନଃ ନିଯୁକ୍ତି ପାଇଁ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘର...
ସମ୍ବଲପୁର, ୦୨/୦୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମଲପୁର ଜିଲ୍ଲାର ୧୦୫ ସରକାରୀ ବିଦ୍ୟାଳୟ ରେ ୧୦୫ କଣ କମ୍ପ୍ୟୁଟର ଶିକ୍ଷକ ତଥା ରାଜ୍ୟରେ ୪୦୦୦ କମ୍ପ୍ୟୁଟର ଶିକ୍ଷକ ଛଟେଇ ହୋଇ ଘରେ ବସିଛନ୍ତି।...
ଏହି ସବୁ ଜିଲ୍ଲାରେ ବଳବତ୍ତର ରହିବ ସପ୍ତାହାନ୍ତ ସଟଡାଉନ୍
ଭୁବନେଶ୍ୱର ୨-୭ (ଓଡ଼ିଆ ପୁଅ) କରୋନା କଟକଣାକପ ନେଇ ରାଜ୍ୟ ସରକାର ରାଜ୍ୟର ସମସ୍ତ ଦିଲ୍ଲାକୁ ଦୁଇଟି କ୍ୟାଟେଗୋରୀରେ ବିଭକ୍ତ କରିଛନ୍ତି। କ୍ୟାଟେଗୋରୀ ଏ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ବି...
ବଦଳି ଯିବ ସୌମ୍ୟଙ୍କ ସ୍ୱର !
ଶାସକ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ଖବରକାଗଜ ସମ୍ବାଦର ସଂପାଦକୀୟ ପୃଷ୍ଟାରେ ଓଡିଶା ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। କରୋନା ମହାମାରୀରେ ସରକାରଙ୍କ...
ଭାରତରେ ପରିବର୍ଦ୍ଧିତ ୫ଜି ବ୍ୟବହାରକୁ ଆଗେଇନେବାକୁ ଜିଓ ପ୍ଲାଟଫର୍ମ୍ସ ପକ୍ଷରୁ ଏନ୍ଏକ୍ସପି ଓ ସ୍ପାଇରେଂଟ୍...
ଭୁବନେଶ୍ୱର ୨-୭ (ଓଡ଼ିଆ ପୁଅ): ଦେଶରେ ପରିବର୍ଦ୍ଧିତ ୫ଜି ବ୍ୟବହାର ପାଇଁ ଜିଓ ପ୍ଲାଟଫର୍ମ୍ସ ପ୍ରୟାସ ଆରମ୍ଭ କରିଛି। ସେଥିପାଇଁ କମ୍ପାନୀ ତ୍ୱରିତ ୫ଜି ବ୍ୟବହାରିକ ପରୀକ୍ଷଣ ପାଇଁ ଏନଏକ୍ସପି ସେମିକଣ୍ଡକ୍ଟରସ୍ ଏବଂ...
୪ ଲକ୍ଷ ପାର କଲା ମୃତ୍ୟୁ ସଂଖ୍ୟା – ଗତ ୨୪ ଘଣ୍ଟା ମଧ୍ୟରେ...
ନୂଆଦିଲ୍ଲୀ ୦୨ ଜୁଲାଇ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୬, ୬୧୭ ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ଭାରତର ସକ୍ରିୟ ମାମଲା ୫, ୦୯, ୬୩୭ କୁ...




















