Home Coronavirus Outbreak ରାଜ୍ୟରେ ଆଜି କମିଲା ସଂକ୍ରମଣ: ରାଜ୍ୟରେ ୨,୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୪୫...

ରାଜ୍ୟରେ ଆଜି କମିଲା ସଂକ୍ରମଣ: ରାଜ୍ୟରେ ୨,୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୪୫ ଜୀବନ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

108

ଭୁବନେଶ୍ୱର ୦୩-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୨,୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୨୯୧୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୬୭୭
– ସ୍ଥାନୀୟ ଅଞ୍ଚଳରୁ୧୨୪୦
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୮୬
୨- ବାଲେଶ୍ୱର ଜିଲ୍ଲାରୁ – ୨୩୭
୩- ବରଗଡ଼ ଜିଲ୍ଲାରୁ – ୨୨
୪- ଭଦ୍ରକ ଜିଲ୍ଲାରୁ – ୧୬୩
୫- ବଲାଙ୍ଗୀର ଜିଲ୍ଲାରୁ – ୭
୬- ବୌଦ୍ଦ ଜିଲ୍ଲାରୁ – ୧୯
୭- କଟକ ଜିଲ୍ଲାରୁ – ୪୨୨
୮- ଦେବଗଡ଼ ଜିଲ୍ଲାରୁ – ୫
୯- ଢେଙ୍କାନାଳ ଜିଲ୍ଲାରୁ – ୭୭
୧୦- ଗଜପତି ଜିଲ୍ଲାରୁ – ୬
୧୧- ଗଞ୍ଜାମ ଜିଲ୍ଲାରୁ – ୨୧
୧୨- ଜଗତସିଂହପୁର ଜିଲ୍ଲାରୁ – ୧୧୯
୧୩- ଯାଜପୁର ଜିଲ୍ଲାରୁ – ୨୧୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୮
୧୫- କଳାହାଣ୍ଡି ଜିଲ୍ଲାରୁ – ୨୧
୧୬- କନ୍ଧମାଳ ଜିଲ୍ଲାରୁ – ୧୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୯
୧୮- କେନ୍ଦୁଝର ଜିଲ୍ଲାରୁ – ୭୫
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୫୪୯
୨୦- କୋରାପୁଟ ଜିଲ୍ଲାରୁ – ୫୫
୨୧- ମାଲକାନଗିରି : ୫୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୬୫
୨୩- ନବରଙ୍ଗପୁର ଜିଲ୍ଲାରେ: ୧୯
୨୪- ନୟାଗଡ଼ ଜିଲ୍ଲାରୁ – ୯୬
୨୫- ନୂଆପଡ଼ା ଜିଲ୍ଲାରୁ – ୮
୨୬- ପୁରୀ ଜିଲ୍ଲାରୁ – ୧୩୨
୨୭- ରାୟଗଡ଼ା ଜିଲ୍ଲାରୁ – ୫୩
୨୮- ସମ୍ବଲପୁର ଜିଲ୍ଲାରୁ – ୨୨
୨୯- ସୋନପୁର ଜିଲ୍ଲାରୁ – ୧୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୪୮
୩୧- ଷ୍ଟେଟ୍‌ ପୁଲରୁ: ୧୦୧
ଗତକାଲି ସୁସ୍ଥ ହୋଇଥିଲେ : ୩୨୬୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୧୩୯୭୯୬୪୯
– ମୋଟ ଆକ୍ରାନ୍ତ ୯୧୯୦୨୬
– ମୋଟ ସୁସ୍ଥ ହୋଲେଣି ୮୮୪୨୬୨
ସକ୍ରୀୟ ଆକ୍ରାନ୍ତ : ୩୦୫୫୭

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୪,୧୫୪ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାର ଜଣେ
ବରଗଡ ଜିଲ୍ଲାର ୫ ଜଣ,
ଖୋର୍ଦ୍ଧା ଜିଲ୍ଲାର ୯ ଜଣ (ଭୁବନେଶ୍ୱରର ୫ ଜଣ),
କଟକ ଜିଲ୍ଲାର ୫ ଜଣ,
ଢେଙ୍କାନାଳ ଜିଲ୍ଲାର ୪ ଜଣ,
ଗଞ୍ଜାମ ଜିଲ୍ଲାର ଜଣେ,
ଝାରସୁଗୁଡା ଜିଲ୍ଲାର ଜଣେ,
କନ୍ଧମାଳ ଜିଲ୍ଲାର ଜଣେ,
କେନ୍ଦ୍ରାପଡା ଜିଲ୍ଲାର ଜଣେ,
କୋରାପୁଟ ଜିଲ୍ଲାର ୩ ଜଣ,
ମୟୁରଭଞ୍ଜ ଜିଲ୍ଲାର ଜଣେ,
ନୟାଗଡ଼ ଜିଲ୍ଲାର ୨ ଜଣ,
ପୁରୀ ଜିଲ୍ଲାର ୨ ଜଣ,
ସମ୍ବଲପୁର ଜିଲ୍ଲାର ୩ ଜଣ,
ସୁବର୍ଣ୍ଣପୁର ଜିଲ୍ଲାର ୩ ଜଣ,
ସୁନ୍ଦରଗଡ ଜିଲ୍ଲାର ୩ ଜଣ
ମୋଟ ୪୫ ଜଣଙ୍କର ମୃତ୍ୟୁ ହୋଇଛି।

୧- ଅନୁଗୁଳ ଜିଲ୍ଲାର ୬୩ ବର୍ଷ ବୟସ୍କା ମହିଳା।

୨- ବରଗଡ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩- ବରଗଡ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪- ବରଗଡ ଜିଲ୍ଲାର ୪୭ ବର୍ଷ ବୟସ୍କା ମହିଳା।

୫- ବରଗଡ଼ ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬- ବରଗଡ଼ ଜିଲ୍ଲାର ୬୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୭- ଭୁବନେଶ୍ୱରର ୫୩ ବର୍ଷ ବୟସ୍କା ମହିଳା।

୮- ଭୁବନେଶ୍ୱରର ୭୬ ବର୍ଷ ବୟସ୍କା ମହିଳା।

୯- ଭୁବନେଶ୍ୱରର ୮୨ ବର୍ଷ ବୟସ୍କ ପୁରୁଷ।

୧୦- ଭୁବନେଶ୍ୱରର ୪୯ ବର୍ଷ ବୟସ୍କା ମହିଳା।

୧୧- ଭୁବନେଶ୍ୱରର ୩୧ ବର୍ଷ ବୟସ୍କା ମହିଳା।

୧୨- କଟକ ଜିଲ୍ଲାର ୩୬ ବର୍ଷ ବୟସ୍କ ପୁରୁଷ।

୧୩- କଟକ ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ।

୧୪- କଟକ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୧୫- କଟକ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।

୧୬- କଟକ ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।

୧୭- ଢେଙ୍କାନାଳ ଜିଲ୍ଲାର ୮୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।

୧୮- ଢେଙ୍କାନାଳ ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୯- ଢେଙ୍କାନାଳ ଜିଲ୍ଲାର ୫୮ ବର୍ଷ ବୟସ୍କା ମହିଳା।

୨୦- ଢେଙ୍କାନାଳ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୨୧- ଗଞ୍ଜାମ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ।

୨୨- ଝାରସୁଗୁଡା ଜିଲ୍ଲାର ୩୮ ବର୍ଷ ବୟସ୍କା ମହିଳା।

୨୩- କନ୍ଧମାଳ ଜିଲ୍ଲାର ୩୬ ବର୍ଷ ବୟସ୍କ ପୁରୁଷ।

୨୪- କେନ୍ଦ୍ରାପଡା ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୨୫- ଖୋର୍ଦ୍ଧା ଜିଲ୍ଲାର ୪୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୬- ଖୋର୍ଦ୍ଧା ଜିଲ୍ଲାର ୩୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨୭- ଖୋର୍ଦ୍ଧା ଜିଲ୍ଲାର ୭୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨୮- ଖୋର୍ଦ୍ଧା ଜିଲ୍ଲାର ୮୨ ବର୍ଷ ବୟସ୍କା ମହିଳା।

୨୯- କୋରାପୁଟ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩୦- କୋରାପୁଟ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୧- କୋରାପୁଟ ଜିଲ୍ଲାର ୪୩ ବର୍ଷ ବୟସ୍କା ମହିଳା।

୩୨- ମୟୁରଭଞ୍ଜ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୩୩- ନୟାଗଡ଼ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୩୪- ନୟାଗଡ଼ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୫- ପୁରୀ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୩୬- ପୁରୀ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୩୭- ସମ୍ବଲପୁର ଜିଲ୍ଲାର ୪୯ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୮- ସମ୍ବଲପୁର ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୯- ସମ୍ବଲପୁର ଜିଲ୍ଲାର ୩୮ ବର୍ଷ ବୟସ୍କା ମହିଳା।

୪୦- ସୁବର୍ଣ୍ଣପୁର ଜିଲ୍ଲାର ୭୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।

୪୧- ସୁବର୍ଣ୍ଣପୁର ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୪୨- ସୁବର୍ଣ୍ଣପୁର ଜିଲ୍ଲାର ୩୫ ବର୍ଷ ବୟସ୍କା ମହିଳା।

୪୩- ସୁନ୍ଦରଗଡ ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ।

୪୪- ସୁନ୍ଦରଗଡ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।

୪୫- ସୁନ୍ଦରଗଡ ଜିଲ୍ଲାର ୫୪ ବର୍ଷ ବୟସ୍କା ମହିଳା।

ଜିଲ୍ଲାୱାରୀ ତରୋନା ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୦, ୫୧୧ [+୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୫ [+୮୫] ଜଣ ସକ୍ରୀୟ ଅଛନ୍ତି। ୩୯, ୭୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୪, ୨୬୩ [+୨୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୯୩୪ [+୨୩୭] ଜଣ ସକ୍ରୀୟ ଅଛନ୍ତି। ୩୧, ୧୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୨୫୦ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୨ [+୧୭] ଜଣ ସକ୍ରୀୟ ଅଛନ୍ତି। ୨୯, ୭୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୭ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୨, ୯୯୭ [+୧୬୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୬୮ [+୧୬୩] ଜଣ ସକ୍ରୀୟ ଅଛନ୍ତି। ୨୧, ୩୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୨, ୯୩୯ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୦ [+୭] ଜଣ ସକ୍ରୀୟ ଅଛନ୍ତି। ୨୨, ୬୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୨୬୬ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୩ [+୧୯] ଜଣ ସକ୍ରୀୟ ଅଛନ୍ତି। ୧୧, ୯୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୭୮, ୧୫୫ [+୪୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୩୩୧ [+୪୧୭] ଜଣ ସକ୍ରୀୟ ଅଛନ୍ତି। ୭୩, ୫୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୫ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୦୦୬ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨ [+୫] ଜଣ ସକ୍ରୀୟ ଅଛନ୍ତି। ୫, ୯୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୭, ୫୭୯ [+୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୮ [+୭୩] ଜଣ ସକ୍ରୀୟ ଅଛନ୍ତି। ୧୬, ୭୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୨୮୭ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୭ [+୬] ଜଣ ସକ୍ରୀୟ ଅଛନ୍ତି। ୯, ୧୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୧୧୩ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୦ [+୨୦] ଜଣ ସକ୍ରୀୟ ଅଛନ୍ତି। ୩୨, ୬୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୨, ୬୭୧ [+୧୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୯୪ [+୧୧୯] ଜଣ ସକ୍ରୀୟ ଅଛନ୍ତି। ୨୧, ୫୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୭, ୪୯୯ [+୨୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୩୧୮ [+୨୧୮] ଜଣ ସକ୍ରୀୟ ଅଛନ୍ତି। ୩୫, ୧୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୩୩୦ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ [+୭] ଜଣ ସକ୍ରୀୟ ଅଛନ୍ତି। ୨୩, ୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୩, ୮୬୨ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୪ [+୨୧] ଜଣ ସକ୍ରୀୟ ଅଛନ୍ତି। ୨୩, ୪୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୦, ୭୮୮ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୧ [+୧୨] ଜଣ ସକ୍ରୀୟ ଅଛନ୍ତି। ୧୦, ୪୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୦, ୯୦୯ [+୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୯୬୫ [+୭୮] ଜଣ ସକ୍ରୀୟ ଅଛନ୍ତି। ୧୯, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୯, ୧୮୭ [+୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୦ [+୭୫] ଜଣ ସକ୍ରୀୟ ଅଛନ୍ତି। ୧୮, ୫୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୩୭, ୧୧୪ [+୫୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୨୭୯ [+୫୪୦] ଜଣ ସକ୍ରୀୟ ଅଛନ୍ତି। ୧, ୩୧, ୧୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୭୪ [+୯] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୨୫୬ [+୫୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୫ [+୫୨] ଜଣ ସକ୍ରୀୟ ଅଛନ୍ତି। ୧୭, ୪୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୦, ୭୫୯ [+୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୦ [+୫୯] ଜଣ ସକ୍ରୀୟ ଅଛନ୍ତି। ୧୦, ୦୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୬, ୦୪୨ [+୧୬୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୭୭ [+୧୬୪] ଜଣ ସକ୍ରୀୟ ଅଛନ୍ତି। ୩୪, ୨୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୦୯୫ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୯ [+୧୯] ଜଣ ସକ୍ରୀୟ ଅଛନ୍ତି। ୨୨, ୭୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୦, ୬୨୯ [+୯୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୧୦ [+୯୪] ଜଣ ସକ୍ରୀୟ ଅଛନ୍ତି। ୧୯, ୩୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୬୪୪ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୫ [+୮] ଜଣ ସକ୍ରୀୟ ଅଛନ୍ତି। ୨୨, ୫୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୦, ୧୩୦ [+୧୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୫୧ [+୧୩୦] ଜଣ ସକ୍ରୀୟ ଅଛନ୍ତି। ୩୮, ୨୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୧୦୦ [+୫୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୭ [+୫୩] ଜଣ ସକ୍ରୀୟ ଅଛନ୍ତି। ୧୮, ୫୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨୯, ୮୧୮ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୨ [+୧୯] ଜଣ ସକ୍ରୀୟ ଅଛନ୍ତି। ୨୯, ୪୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୭ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୨, ୭୪୮ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୬ [+୯] ଜଣ ସକ୍ରୀୟ ଅଛନ୍ତି। ୧୨, ୫୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୫୯, ୨୬୨ [+୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୫୮୨ [+୪୫] ଜଣ ସକ୍ରୀୟ ଅଛନ୍ତି। ୫୮, ୩୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୬୩ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୩, ୮୧୭ [+୧୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦୩ [+୧୦୧] ଜଣ ସକ୍ରୀୟ ଅଛନ୍ତି। ୨୨, ୯୧୪ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.