Bureau
ଏୟାର ଇଣ୍ଡିଆ ଯାତ୍ରୀ ‘ଡାଟା ଲିକ୍’ ଉପରେ କ୍ଷତିପୂରଣ ମାଗିଲେ
ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ନିକଟରେ ଏୟାର ଇଣ୍ଡିଆର ଜଣେ ଯାତ୍ରୀ ୪୫ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହେବା ପରେ ବିମାନ କମ୍ପାନୀରୁ କ୍ଷତିପୂରଣ ମାଗିଛନ୍ତି, ଯେଉଁଥିରେ ସେ ଏବଂ...
ସଦର ହସ୍ପିଟାଲ ରକ୍ତଭଣ୍ଡାର ଠାରେ “ଅମର ସେବା ଦିବସ” ଅବସରରେ “ସେବା” ପକ୍ଷରୁ ରକ୍ତଦାନ...
ସମ୍ବଲପୁର, ୦୪/୦୭ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି "ଅମର ସେବା ଦିବସ" ପାଳନ ଅବସରରେ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସେବା" ପକ୍ଷରୁ ଏକ...
କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୫୭କରୋନା ପଜିଟିଭ
କେନ୍ଦ୍ରାପଡ଼ା, ୪ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ରବିବାର ୧୫୭ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଆଳି...
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ ଅବମାନନା: କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ କୈଫିୟତ ତଲବ
କେନ୍ଦ୍ରାପଡ଼ା, ୪ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ନିର୍ଦେଶ ଜିଲ୍ଲା ପ୍ରଶାସନ ଅବମାନନା କରିବାରୁ ଆୟୋଗ ପ୍ରଶାସନକୁ କୈଫିୟତ ତଲବ କରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା...
ଢୋଲ ମା ମଙ୍ଗଳା ବିଦ୍ୟାପୀଠରୁ ଚୋରୀ ଘଟଣାରେ ୨ଗିରଫ
କେନ୍ଦ୍ରାପଡ଼ା, ୪ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ନିକିରାଇ ଥାନା ଅନ୍ତର୍ଗତ ଢୋଲ ଗ୍ରାମର ମା ମଙ୍ଗଳା ବିଦ୍ୟାପୀଠରୁ ଚଳିତମାସ ୧ତାରିଖ ବିଳମ୍ବିତ ରାତିରେ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଦ୍ୟାପୀଠର ପ୍ରଧାନ...
୦୫ ଜୁଲାଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...
ଆସନ୍ତା ୧୨ ଘଣ୍ଟା ପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ – ପ୍ରବଳ ବର୍ଷିବ
ଭୁବନେଶ୍ୱର ୪-୭ (ଓଡ଼ିଆ ପୁଅ) ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କନ୍ଧମାଳ, ବୌଦ୍ଦ, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଜିଲ୍ଲା ଏହି ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ...
ଝିଅ ପ୍ରେମ କରୁଥିଲା ବୋଲି ବାପ ମାରି ଦେଲା ପ୍ରେମିକର ବାପ ସମେତ ୪...
ନୂଆଦିଲ୍ଲୀ ଜୁଲାଇ ୦୪ (ଓଡିଆ ପୁଅ) ପଞ୍ଜାବର ଗୁରୁଦାସପୁରର ଜଣେ ବ୍ୟକ୍ତି ରବିବାର ଦିନ ଝିଅର ପ୍ରେମିକର ଘରର ଚାରିଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତର ନାମ ସୁଖଜନ୍ଦର ସିଂ...
କରୋନା ବିରୋଧରେ ପ୍ରଶଂସକମାନଙ୍କୁ ସତର୍କ କରାଇଲେ ଅମିତାଭ ବଚ୍ଚନ, କହିଲେ- ‘ସମସ୍ତ କବାଟ ଓ...
ନୂଆଦିଲ୍ଲୀ, ୦୪ ଜୁଲାଇ (ଓଡିଆ ପୁଅ) ବର୍ତ୍ତମାନ କରୋନା ଭୂତାଣୁର ପ୍ରକୋପ କମ ହୋଇଥାଇପାରେ, କିନ୍ତୁ ଏହାର ବିସ୍ତାର ହେବାର ଆଶଙ୍କା ଜାରି ରହିଛି। ଏଭଳି ପରିସ୍ଥିତିରେ ସରକାର ସମସ୍ତ ଲୋକଙ୍କୁ ସତର୍କତା...
ପୁଣି ସୁସ୍ଥ ହେଲେ ୩୩୫୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୪-୭ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୩,୩୫୮ ଜଣ କରୋନା ଆକ୍ରାନ୍ତ। ତେବେ
୪୮୪ ଜଣ କଟକ ଜିଲ୍ଲାରୁ,
୩୮୬ ଜଣ ଖୋର୍ଦ୍ଦା ଜିଲ୍ଲାରୁ,
୨୯୦ ଜଣ ଯାଜପୁର ଜିଲ୍ଲାରୁ,
୨୭୮ ଜଣ ବାଲେଶ୍ୱର...
ଆଜି ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର – ରାଜ୍ୟର ସବୁ ଜିଲ୍ଲାରେ ୧୦୦...
ନୂଆଦିଲ୍ଲୀ ଜୁଲାଇ ୪ (ଓଡ଼ିଆ ପୁଅ) ଦେଶର ଅନେକ ରାଜ୍ୟ ତଥା ଓଡ଼ିଶାର ସବୁ ଜିଲ୍ଲାରେ ଏବେ ପେଟ୍ରୋଲ ଦର ୧୦୦ ପାର ହୋଇଥିବା ବେଳେ ଡିଜେଲ ଦର ମଧ୍ୟ କେତେକ ଜିଲ୍ଲାରେ...
ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩, ୦୭୧ ନୂଆ କରୋନା ସଂକ୍ରମଣ, ୯୫୫ମୃତ୍ୟୁ
ନୂଆଦିଲ୍ଲୀ ୦୪ ଜୁଲାଇ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩, ୦୭୧ ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ଭାରତର ସକ୍ରିୟ ମାମଲା ୪, ୮୫, ୩୫୦କୁ ହ୍ରାସ...
ରାଜ୍ୟରେ ଆଜି କମିଲା ସଂକ୍ରମଣ: ରାଜ୍ୟରେ ୨,୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା ନେଲା...
ଭୁବନେଶ୍ୱର ୦୪-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୨୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୨୮୭୦
- କ୍ୱାରେଣ୍ଟାଇନ୍...
ଆଜି ରାଜ୍ୟରେ କରୋନା ନେଲା ୪୨ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୪,୧୯୬...
ଭୁବନେଶ୍ୱର ୦୪-୦୭ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୪,୧୯୬ କୁ ବୃଦ୍ଧି ପାଇଛି
ଅନୁଗୁଳ ଜିଲ୍ଲାର ୩...
ଆଜି ପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ – ପ୍ରବଳ ବର୍ଷିବ
ଭୁବନେଶ୍ୱର ୪-୭ (ଓଡ଼ିଆ ପୁଅ) ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଜିଲ୍ଲା ଏହି ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି...
ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା – ବ୍ୟବହାର ସମୟରେ ଡାଟା...
- ଜିଓର ଗ୍ରାହକ ସେବା ସର୍ବପ୍ରଥମ ଓ ‘ଆମେ ଯତ୍ନଶୀଳ’ ଯାତ୍ରାରେ ଏହା ଆଉ ଏକ ପଦକ୍ଷେପ
ଭୁବନେଶ୍ୱର: ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା...
୦୪ ଜୁଲାଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ଘରର କଥାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ...
ଡାକ୍ତରମାନେ ଆଶ୍ଚର୍ଯ୍ୟ : ଶାରୀରିକ ସମ୍ବନ୍ଧ ବେଳେ ବଡ ଦୁର୍ଘଟଣା- ଭାଙ୍ଗିଗଲା ପ୍ରାଇଭେଟ ପାର୍ଟ୍ସ...
ନୂଆଦିଲ୍ଲୀ ୦୩ ଜୁଲାଇ (ଓଡିଆ ପୁଅ) ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବାବେଳେ ପୁରୁଷଙ୍କର ଯୌନାଙ୍ଗ ଭାଙ୍ଗିଯାଇଥିଲା। ତୁରନ୍ତ ରକ୍ତାକ୍ତ ଅବସ୍ଥାରେ ପୁରୁଷଙ୍କୁ ଡାକ୍ତରଖାନାରେ ଭର୍ତ୍ତି...
ମହେନ୍ଦ୍ର ସିଂ ଧୋନି, ପିତା ସଚିନ ତେନ୍ଦୁଲକର ଛତିଶଗଡରେ ଶିକ୍ଷକଙ୍କ ଚାକିରି ପାଇଁ କରିଥିଲେ...
ରାଞ୍ଚି ୩-୭ (ଓଡ଼ିଆ ପୁଅ) ଛତିଶଗଡ଼ରେ ଶିକ୍ଷକ ଚାକିରି ପାଇଁ ଏକ ଅଜବ ଆବେଦନ ଆସିଛି। ମହେନ୍ଦ୍ର ସିଂ ଧୋନି ରାୟଗଡ ଜିଲ୍ଲାର ଶିକ୍ଷକ ପାଇଁ ଆବେଦନ କରିଥିଲେ ଏବଂ ତାଙ୍କ ପିତାଙ୍କ...
ଭବାନୀପାଟଣାରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ସମ୍ବଦୀୟ ପ୍ରସ୍ତୁତି ବୈଠକ ଅନଷ୍ଠିତ
ଭବାନୀପାଟଣା ୩-୭ (ଓଡ଼ିଆ ପୁଅ): ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ର ସଦଭାବନା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ଙ୍କ ଅଧ୍ୟକ୍ଷତା ରେ ପବିତ୍ର ରଥଯାତ୍ରା ଓ ବାହୁଡା...





















