Bureau
ଓଡିଶା ହାଇକୋର୍ଟର ନୂତନ ବିଚାରପତିଙ୍କ ଶପଥ ଗ୍ରହଣ
କଟକ, ୫/୧୧ (ଓଡ଼ିଆ ପୁଅ /ଅଭୟ ଜେନା) ଓଡିଶା ହାଇକୋର୍ଟର ନୂତନ ବିଚାରାପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର। ଆଜି ପୂର୍ବାହ୍ନରେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି...
ଲିଭୁନି କି କମୁନି ବଢ଼ିଚାଲିଛି, ମମିତା ନିଆଁ – ଆଜି ୧୨ ଘଣ୍ଟିଆ ଗଜପତି...
ଗଜପତି ୬।୧୧ (ଓଡ଼ିଆ ପୁଅ) : ଲିଭୁନି କି କମୁନି ବଢ଼ିଚାଲିଛି, ମମିତା ନିଆଁ। କମିବ ବା କେମିତି। ମାମଲାଟା ସେହିପରି। ତେଣୁ ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ପ୍ରତିବାଦରେ...
ଆଜି ଠାରୁ ଆହୁରି ଶସ୍ତା ହେଲା ତୈଳ ଦର – ପେଟ୍ରୋଲ ଏବଂ ଡିଜେଲ...
ଭୁବନେଶ୍ୱର ୬ -୧୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିବାକୁ ଘୋଷଣା କରିଛନ୍ତି ଯାହା ଆଜି ଅର୍ଥାତ୍ ନଭେମ୍ବର ୫...
୦୬ ନଭେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଦିନ ଆନନ୍ଦପୂର୍ବକ କଟିବ। ମିତ୍ରମାନଙ୍କ ପଛରେ ଧନଖର୍ଚ୍ଚ ହୋଇପାରେ ଏବଂ ଲାଭ ମଧ୍ୟ ହେବ। ସରକାରୀ ଏବଂ ଅର୍ଧ ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।...
ଭାରତ ବନାମ ସ୍କଟଲ୍ୟାଣ୍ଡ : ବିରାଟ କୋହଲି ଟସ୍ ଜିତିଲେ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ...
ନୂଆ ଦିଲ୍ଲୀ ୫ -୧୧ (ଓଡ଼ିଆ ପୁଅ) ଭାରତ ବନାମ ସ୍କଟଲ୍ୟାଣ୍ଡ, ଟି -୨୦ ବିଶ୍ୱକପ ୨୦୨୧ : ଦୁବାଇରେ ଭାରତ ଏବଂ ସ୍କଟଲ୍ୟାଣ୍ଡ (IND Vs SCO) ମଧ୍ୟରେ ଖେଳାଯାଉଛି। ଭାରତୀୟ...
୦୫ ନଭେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...
ଗୁଜରାଟ ଦ୍ୱାରକା ନିକଟରେରେ ୫.୦ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ
ନୂଆ ଦିଲ୍ଲୀ ୪-୧୧ (ଓଡ଼ିଆ ପୁଅ) ଆଜି ଗୁଜରାଟର ଦ୍ୱାରକାଠାରୁ ୨୨୩ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି।
ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୪.୫ ମ୍ୟାଗ୍ନିଚ୍ୟୁଡର ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର...
ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଭଦ୍ରକ ଶାଖାର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର ୪ -୧୧ (ଓଡ଼ିଆ ପୁଅ) ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଭଦ୍ରକ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନୂତନ କାର୍ଯ୍ୟକାର୍ତ୍ତା ଚୟନ ସହ ସଂଘର ଆଗାମୀ...
ସୁନ୍ଦରଗଡ଼ ଜିଲ୍ଲା ଖଣି ପ୍ରଭାବିତ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ: ଇଞ୍ଜିନିୟରିଂ ଓ...
ସୁନ୍ଦରଗଡ଼/ରାଉରକେଲା, ୩ ନଭେମ୍ବର ୨୦୨୧ (ଓଡ଼ିଆ ପୁଅ) : ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ, ମେଡିକାଲ, ଆଇନ ଏବଂ ଆର୍କିଟେକ୍ଚର ଆଦି ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବା ଲାଗି ଆବଶ୍ୟକ ପ୍ରବେଶିକା ପରୀକ୍ଷା ପାଇଁ...
ଦୀପାବଳିର ଶୁଭକାମନା ଜଣାଇଲେ କେନ୍ଦ୍ରମନ୍ତ୍ରୀ : ସ୍କୁଲ ପିଲାଙ୍କୁ ବିଦ୍ୟାଦାନ ପାଇଁ “ବିଦ୍ୟାଞ୍ଜଳି”ରେ ଯୋଡ଼ି...
ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପବିତ୍ର ଦୀପାବଳିର ଶୁଭକାମନା ଜଣାଇଲେ କେନ୍ଦ୍ରମନ୍ତ୍ରୀ
- “ବିଦ୍ୟାଞ୍ଜଳି”କୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
- ଏହି ଜନଅଭିଯାନ ପାଇଁ ଲୋକମାନଙ୍କୁ ୱେବସାଇଟ ମାଧ୍ୟମରେ ପରାମର୍ଶ...
କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଓ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ...
- ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ଘୋଷଣା; ଆସନ୍ତାକାଲି ଠାରୁ ହେବ ଲାଗୁ
- ଉତ୍ପାଦ ଶୁଳ୍କ ହ୍ରାସ ସହିତ ଦେଶରେ...
ଡିଆରଡିଓ ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ସ୍ୱଦେଶୀ ଭାବେ ବିକଶିତ ସ୍ମାର୍ଟ ଆଣ୍ଟି-ଏୟାରଫିଲ୍ଡ...
ପ୍ରମୁଖ ବୈଶିଷ୍ଟ୍ୟ:
- ଉପଗ୍ରହ ଦିଗ ନିର୍ଣ୍ଣୟ ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ସେନ୍ସର ଉପରେ ଦୁଇଟି ଭିନ୍ନ ଭିନ୍ନ କନ୍ଫିଗୁରେସନର ସଫଳ ପରୀକ୍ଷଣ
- ଦେଶରେ ଏହି ଶ୍ରେଣୀର ବୋମାର ପ୍ରଥମ ଇଲେକ୍ଟ୍ରୋ ଅପ୍ଟିକାଲ ଅନ୍ୱେଷଣ...
ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
- କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର ୪୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
- ଚଳିତ ବର୍ଷ ଶେଷ...
୦୪ ନଭେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ଘରର କଥାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ...
ବାଲୁକାକଳାରେ ଶୁଭ ଦୀପାବଳି
ପୁରୀ ୩ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦୀପାବଳି ଉପଲକ୍ଷେ ପୁରୀ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିବା ସହିତ ସମସ୍ତ ଙ୍କୁ...
ବଡ଼ ଖବର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ଆଉଟସୋରସିଂ ସଂସ୍ଥା ତଥା ଚୁକ୍ତିଭିତ୍ତିରେ ନିୟୋଜିତ...
ଭୁବନେଶ୍ୱର ୩.୧୧ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ...
ଜଗା ଦର୍ଶନ ପାଇଁ ପୁରୀ ସହର ବାସୀଙ୍କୁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପାଇଁ...
ପୁରୀ ୩ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜଗା ଦର୍ଶନ ପାଇଁ ପୁରୀ ସହର ବାସୀଙ୍କୁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପାଇଁ ତୁରନ୍ତ ଅନୁମତି ଦିଆଯାଉ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ...
କଟକ ବାଦାମ ବାଡ଼ି ଓ ଜଗତପୁର ଥାନା ପୋଲିସ ଦ୍ୱାରା ବେଆଇନ ବାଣ ଜବତ...
କଟକ, ୨/୧୧ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ବାଦାମବାଡ଼ି ଥାନା ପୋଲିସ ବେଆଇନ ବାଣ ବିକ୍ରି ଅଭିଯୋଗରେ ଜଣକୁ ଗିରଫ କରିଥିବା ବେଳେ ସ୍ଥାନୀୟ ପଦ୍ମପୁର ଠାରେ ବେଆଇନ ଭାବେ ମହଜୁଦ...
ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ
ପୁରୀ ୩ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରର ଜମିଜମା ସମସ୍ୟା ସମାଧାନ ପାଇଁ ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଥିଲା। ଶ୍ରୀମନ୍ଦିର ପରିଚାଳନା...
ଶ୍ରୀମନ୍ଦିର ପରିଚାଳନା କମିଟିରେ ବଜେଟ ଗୃହୀତ
ପୁରୀ ୩ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପରିଚାଳନା କମିଟିରେ ଗୃହୀତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ। କୋଭିଡ କଟକଣା ଯୋଗୁଁ ପୂର୍ବରୁ ବିଳମ୍ବିତ ହୋଇଥିବା ବଜେଟ ଆଜି ୧୯୦.୨୬ କୋଟି...


















