Home Top News ଭାରତ ବନାମ ସ୍କଟଲ୍ୟାଣ୍ଡ : ବିରାଟ କୋହଲି ଟସ୍ ଜିତିଲେ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ

ଭାରତ ବନାମ ସ୍କଟଲ୍ୟାଣ୍ଡ : ବିରାଟ କୋହଲି ଟସ୍ ଜିତିଲେ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ

103

ନୂଆ ଦିଲ୍ଲୀ ୫ -୧୧ (ଓଡ଼ିଆ ପୁଅ) ଭାରତ ବନାମ ସ୍କଟଲ୍ୟାଣ୍ଡ, ଟି -୨୦ ବିଶ୍ୱକପ ୨୦୨୧ : ଦୁବାଇରେ ଭାରତ ଏବଂ ସ୍କଟଲ୍ୟାଣ୍ଡ (IND Vs SCO) ମଧ୍ୟରେ ଖେଳାଯାଉଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟସ୍ ଜିତି ସ୍କଟଲ୍ୟାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି।

ଭାରତ (ଏକାଦଶ ):

କେ.ଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (wk), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶମି, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରାହ

ସ୍କଟଲ୍ୟାଣ୍ଡ (ଏକାଦଶ)

ଜର୍ଜ ମୁନ୍ସି, କାଇଲ୍ କୋଏଟର (ଅଧିନାୟକ), ମାଥ୍ୟୁ କ୍ରସ୍ (wk), ରିଚି ବେରଙ୍ଗଟନ୍, କୈଲମ୍ ମ୍ୟାକ୍ଲେଡ, ମାଇକେଲ ଲିସ୍କ, କ୍ରିସ୍ ଗ୍ରୀଭସ୍, ମାର୍କ ୱାଟ୍ଟ, ସଫିଆନ୍ ସରିଫ୍, ଆଲାସଡେର୍ ଇଭାନ୍ସ, ବ୍ରାଡଲେ ହ୍ୱିଲ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.