Home କଟକ କଟକ ବାଦାମ ବାଡ଼ି ଓ ଜଗତପୁର ଥାନା ପୋଲିସ ଦ୍ୱାରା ବେଆଇନ ବାଣ ଜବତ ଜଣେ...

କଟକ ବାଦାମ ବାଡ଼ି ଓ ଜଗତପୁର ଥାନା ପୋଲିସ ଦ୍ୱାରା ବେଆଇନ ବାଣ ଜବତ ଜଣେ ଗିରଫ

67

କଟକ, ୨/୧୧ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ବାଦାମବାଡ଼ି ଥାନା ପୋଲିସ ବେଆଇନ ବାଣ ବିକ୍ରି ଅଭିଯୋଗରେ ଜଣକୁ ଗିରଫ କରିଥିବା ବେଳେ ସ୍ଥାନୀୟ ପଦ୍ମପୁର ଠାରେ ବେଆଇନ ଭାବେ ମହଜୁଦ ରଖି ବିପୁଳ ପରିମାଣ ବାଣ ବିକ୍ରି କରୁଥିବା ବେଳେ ଜଗତପୁର ପୋଲିସ ଚଢ଼ାଉ କରି ସେସବୁକୁ ଜବତ କରିଛି। ପୋଲିସ ଏହି ଘଟଣାରେ ଜଣକୁ ଗିରଫ କରି ତଦନ୍ତ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.