Home Top News ଲିଭୁନି କି କମୁନି ବଢ଼ିଚାଲିଛି, ମମିତା ନିଆଁ – ଆଜି ୧୨ ଘଣ୍ଟିଆ ଗଜପତି ଜିଲ୍ଲା...

ଲିଭୁନି କି କମୁନି ବଢ଼ିଚାଲିଛି, ମମିତା ନିଆଁ – ଆଜି ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ

64

ଗଜପତି ୬।୧୧ (ଓଡ଼ିଆ ପୁଅ) : ଲିଭୁନି କି କମୁନି ବଢ଼ିଚାଲିଛି, ମମିତା ନିଆଁ। କମିବ ବା କେମିତି। ମାମଲାଟା ସେହିପରି। ତେଣୁ ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ। ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପକ୍ଷରୁ ରାସ୍ତା ରୋକ କରାଯାଉଛି ଏବଂ ପିକେଟିଂ କରାଯାଉଛି।

ଏହି ବନ୍ଦର ପ୍ରଭାବ ଜିଲ୍ଲ୍ଲାରେ ଦେଖିବାକୁ ମିଳିଛି। ତେବେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.