Home Authors Posts by Bureau

Bureau

17676 POSTS 0 COMMENTS

ନିର୍ବାଚନ କମିଶନ କରିବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ବୈଠକ : ଆଗକୁ ଘୁଞ୍ଚିବକି ୨୦୨୨...

0
ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ୁତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ଆସନ୍ତା ଦୁଇମାସରେ ନିର୍ବାଚନ ହେବାକୁ ଯାଉଛି। ଏପରି ସମୟରେ ଆସନ୍ତା ବର୍ଷ ଆରମ୍ଭରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ...

ପ୍ରଥମେ ଫେସବୁକରେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ, ପରେ ଏକ କାଫେକୁ ନେଇ...

0
ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ଜବଲପୁରର ଜଣେ ୯ ମ ଶ୍ରେଣୀ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଜଣେ ଯୁବକ ପ୍ରଥମେ ତାଙ୍କୁ ଫେସବୁକରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ ଏବଂ ପରେ...

ଓମିକ୍ରନ ସଂକ୍ରମଣ ଏବଂ ଟୀକାକରଣର ମନ୍ଥର ଗତି କାରଣରୁ ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍‌...

0
ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ବୃଦ୍ଧି, ନୂତନ ଭ୍ୟାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ବିସ୍ତାର ଏବଂ ଟୀକାକରଣର ମନ୍ଥର ଗତି କାରଣରୁ କେନ୍ଦ୍ର ଦଶଟି ରାଜ୍ୟରେ କେନ୍ଦ୍ରୀୟ ଦଳ ନିୟୋଜିତ...

ଓମିକ୍ରନ କ୍ଷେତ୍ରରେ ଟିକା ଯଥେଷ୍ଟ ନୁହେଁ ? ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯...

0
ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) କରୋନା ଭାଇରସ୍ ର ଓକ ନୂତନ ରୂପ ଓମିକ୍ରନ୍। ବହୁତ ଅଧିକ ସଂକ୍ରମଣ ନେଇ ସାରା ବିଶ୍ୱକୁ ଚିନ୍ତାରେ ପକେଇ ଦେଇଛି। ସବୁଠାରୁ ଗମ୍ଭୀର କଥା...

ଶିକ୍ଷା ସୁରଭି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ରାଜ୍ୟସ୍ତରୀୟ କର୍ମଶାଳା

0
କଟକ, ୨୪/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଆଇ.ଆଇ.ଇ.ସି. ଦ୍ବାରା ଶିକ୍ଷା ସୁରଭି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଆଇ.ଆଇ.ଇ.ସି. ଦ୍ବାରା...

ପାରାଚକରେ ଜୀବନବିନ୍ଦୁ ରକ୍ତଦାନ ଶିବିର

0
କେନ୍ଦ୍ରାପଡ଼ା, ୨୪ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ପାରାଚକ ଗ୍ରାମରେ ଶୁକ୍ରବାର ଓଡିଶା ମୋ ପରିବାର ପକ୍ଷରୁ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରତପୁର...

ଡିଏଭି ପବ୍ଲିକ ସ୍କୁଲରେ ପବିତ୍ର ଖ୍ରୀଷ୍ଟମାସ ପର୍ବ ପାଳିତ

0
କେନ୍ଦ୍ରାପଡ଼ା, ୨୪ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସ୍ଥାନୀୟ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ପବିତ୍ର ଖ୍ରୀଷ୍ଟମାସ ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଏକ ଖ୍ରୀଷ୍ଟମାସ ବୃକ୍ଷର ସାଜସଜା କରାଯିବା ସହ...

ସାଂସଦଙ୍କ ଜନ୍ମଦିନରେ ଜିଲ୍ଲା ସଂଖ୍ୟାଲଘୁ ବିକାଶ କମିଟି ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

0
କେନ୍ଦ୍ରାପଡ଼ା, ୨୪ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ୪୧ତମ ଜନ୍ମଦିନ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲା ସଂଖ୍ୟାଲଘୁ ବିକାଶ କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ...

ତ୍ରିସ୍ତରୀୟ ନିର୍ବାଚନର ଜିଲ୍ଲା ପରିଷଦ ସଭ୍ୟପଦ ପାଇଁ ସଂରକ୍ଷଣ ଚିଠା ପ୍ରକାଶ

0
କେନ୍ଦ୍ରାପଡା, ୨୪ା୧୨ (ଓଡ଼ିଆ ପୁଅ) : ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଆଗାମୀ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ପରିଷଦ...

କେନ୍ଦ୍ରାପଡା ଜିଲ୍ଲାରେ ୬ଟି ବ୍ଲକ ସ୍ତରୀୟ ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0
କେନ୍ଦ୍ରାପଡା, ୨୪ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମଗ୍ର ରାଜ୍ୟର ୫୨ଟି ବ୍ଲକ ସ୍ତରୀୟ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭାରମ୍ଭ କରିଛନ୍ତି। ସେଥିରେ କେନ୍ଦ୍ରାପଡା...

ଖ୍ରୀଷ୍ଟମାସ ୨୦୨୧ : ଜାଣନ୍ତୁ ସାନ୍ତା କ୍ଲଜ ସମ୍ବନ୍ଧିତ କାହାଣୀ ଏବଂ ପ୍ରଚଳିତ କଥା...

0
ସାନ୍ତା କ୍ଲଜଙ୍କ ବିଷୟରେ ଅନେକ କଥା ପ୍ରଚଳିତ। କୁହାଯାଉଛି କି ଥରେ ସନ୍ଥ ନିକୋଲସଙ୍କୁ ମାୟରାର ଜଣେ ଏପରି ବ୍ୟକ୍ତିଙ୍କ ବି।ୟରେ ସୂଚନା ମିଳିଲା, ଯିଏ କି ବହୁତ ଧନଶାଳୀ ଥିଲା କିନ୍ତୁ...

ଖ୍ରୀଷ୍ଟମାସ ୨୦୨୧ : ଖ୍ରୀଷ୍ଟମାସ ଟ୍ରି ର ବିନା ଅଧୂରା ଏହି ପର୍ବ :...

0
ପ୍ରତିବର୍ଷ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପର୍ବ ବଡ଼ ଧୂମଧାମରେ ମନାଯାଇଥାଏ। ଖ୍ରୀଷ୍ଟମାସ ଇସାହୀମାନଙ୍କର ପବିତ୍ର ପର୍ବ ଅଟେ ଏବଂ ଖ୍ରୀଷ୍ଟମାସକୁ ବଡ଼ ଦିନ ମଧ୍ୟ କୁହାଯାଇଥାଏ। ଏଥିପାଇଁ ଏହି ଦିନ ପୁରା ଦୁନିଆରେ...

ବଦଳିଲା ପୁଅ : ଖୁସି ଲାଗିଲା

0
ବେକାରୀ ସମସ୍ୟା ବଡ ଚିନ୍ତାଜନକ ବିଷୟ। ରୋଜଗାର ନଥିଲେ ମାନସିକ ଦୁଶ୍ଚିନ୍ତା ବଢୁଛି, ଯାହା ପାଇଁ ଆତ୍ମହତ୍ୟା, ପାରିବାରିକ ବିଶୃଙ୍ଖଳା, ଚୋରି, ଲୁଟ୍ ଓ ବିଭିନ୍ନ ପ୍ରକାରର ହିଂସା ଘଟଣା ମାନ ସବୁ...

୨୫ ଡିସେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ। ସରକାରୀ...

ବାଇକ୍ ଧକ୍କାରେ ଦୁଇ ମୃତ

0
କୋଣାର୍କ ୨୪-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କାକଟପୁର ରାସ୍ତାର ବଢେଇଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ବନ୍ଧୁଙ୍କ ମୃତ୍ୟୁ। ସୂଚନା ମୁତାବକ ଏକ ବାଇକ୍ ରେ କାକଟପୁର ନିଜ ଘରକୁ ଫେରୁଥିବା...

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: କଳାହାଣ୍ଡି ଜିଲ୍ଲା ସାନ୍ଦୁଲ ନଦୀରେ ହେବ ବ୍ୟାରେଜ

0
ଭୁବନେଶ୍ୱର ୨୪-୧୨ (ଓଡ଼ିଆ ପୁଅ) ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, କଳାହାଣ୍ଡି ଜିଲ୍ଲା...

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: ନିୟମିତ ହେବେ ଶିକ୍ଷା ସହାୟକ

0
ଭୁବନେଶ୍ୱର ୨୪-୧୨ (ଓଡ଼ିଆ ପୁଅ) ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥି ମଧ୍ୟରୁ ଗୁରୁତ୍ତ୍ୱପୂର୍ଣ୍ଣ ହେଉଛି ଶିକ୍ଷା ବିଭାଗର ଶିକ୍ଷା ସହାୟକ ମାନଙ୍କର ନିୟମିତ ହେବା ଉପପରେ...

ଝୋଟ ଗୋଦାମରେ ଭୟାନକ ଅଗ୍ନିକାଣ୍ଡ : ଦେଢ଼ କୋଟି ଟଙ୍କାର ଝୋଟ ଜଳିଗଲା 

0
କଟକ, ୨୪/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଥାନା କୁହୁଣ୍ଡା ଗାଁ'ରେ ଥିବା ଏକ ଝୋଟ ଗୋଦାମରେ ଆଜି ମଧ୍ୟାହ୍ନରେ ଅଚାନକ ଅଗ୍ନିକାଣ୍ଡ ଘଟିଛି। ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ'ର...

ଚିତ୍ତରଞ୍ଜନ ପଲ୍ଲେଇ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚର ଖୁଲାସା : ୨ ଗିରଫ, ଜାମିନ୍ ନାମଞ୍ଜୁର

0
ପୁରୀ, ୨୪।୧୨ (ଓଡ଼ିଆ ପୁଅ) ପୁରୀର ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲ୍ଲେଇ ମୃତ୍ୟୁ ମିଷ୍ଟ୍ରୀର ଖୁଲାସା କରିଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରାଯାଇ ଶାଶନ ଦାମଦୋରପୁରର ଜଗନ୍ନାଥ ଷଡ଼ଙ୍ଗୀ ଓ...

ବାଂଲାଦେଶରେ ନଈ ମଝିରେ ଫେରୀରେ ଅଗ୍ନିକାଣ୍ଡ : ୩୨ ମୃତ, ମୃତ୍ୟୁ ସଂଖ୍ୟା ବଢ଼ିବା...

0
ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦୂରରେ ଥିବା ଦକ୍ଷିଣ ଗ୍ରାମାଞ୍ଚଳ ଜାକାକାଟି ନିକଟରେ ସକାଳେ ଏହି ଘଟଣା ଘଟିଛି। ଦକ୍ଷିଣ ବାଂଲାଦେଶରେ ଏକ ପ୍ୟାକ୍ ହୋଇଥିବା...