Home Top News ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: ନିୟମିତ ହେବେ ଶିକ୍ଷା ସହାୟକ

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: ନିୟମିତ ହେବେ ଶିକ୍ଷା ସହାୟକ

58

ଭୁବନେଶ୍ୱର ୨୪-୧୨ (ଓଡ଼ିଆ ପୁଅ) ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥି ମଧ୍ୟରୁ ଗୁରୁତ୍ତ୍ୱପୂର୍ଣ୍ଣ ହେଉଛି ଶିକ୍ଷା ବିଭାଗର ଶିକ୍ଷା ସହାୟକ ମାନଙ୍କର ନିୟମିତ ହେବା ଉପପରେ ସରକାରଙ୍କର ନିଷ୍ପତ୍ତି। ଶିକ୍ଷା ସହାୟକ ମାନଙ୍କ ପାଇଁ ଏହା ଏକ ବଡ଼ ଖବର।

ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ୩୩୨୮ ଜଣ ମଲ୍ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ।

ଚାକିରିର ୬ ବର୍ଷ ପରେ ସେମାନଙ୍କୁ ଶିକ୍ଷା ସହାୟକରୁ ସହାୟକ ଶିକ୍ଷକ ମାନ୍ୟତା ମିଳିବ।

ଏ ନେଇ ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.