Bureau
କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
କଟକ : ୧୩/୩ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ଦ୍ବନ୍ଦ୍ଵ ରେ ନର୍ବାଚିତ ହୋଇଛନ୍ତି। ନରସିଂହପୁର ବ୍ଲକ ୧୯ନମ୍ବର ଜୋନ ର ସଦସ୍ୟ କିଶୋର ଚନ୍ଦ୍ର ମିଶ୍ର...
ଇନ୍ଦୁପୁର ହାଇସ୍କୁୁଲ ପୁରାତନ ଛାତ୍ର ସଂସଦର ଅଭିନବ ପ୍ରୟାସ
କେନ୍ଦ୍ରାପଡ଼ା, ୧୩ା୩ : ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦର ସୈାଜନ୍ୟରେ ଗତ ଫେବୃୟାରୀମାସ ୨ୟ ରବିବାର ଠାରୁ ପ୍ରତ୍ୟେକ ରବିବାର ଆଖପାଖ ବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚଳିତ ୨୦୨୨...
ଦୁର୍ଘଟଣାରେ ସାନଭାଇର ମୃତ୍ୟୁ ହେଲା, ଗୁରୁତର ଅବସ୍ଥାରେ ବଡ଼ ଭାଇ ହସ୍ପିଟାଲରେ, ଚିକତ୍ସାରେ ଅର୍ଥ...
ମାଲକାନଗିରି, ୧୩/୩ (ଓଡ଼ିଆ ପୁଅ) ବିପଦ ଏମିତି ଆସେ କେହି ଜାଣି ପାରନ୍ତି ନାହିଁ। କମ୍ପାନୀ କାମରେ ଯାଇଥିବା ଦୁଇଭାଇଙ୍କର ସଡ଼କ ଦୁର୍ଘଟଣା ଗୁରୁତର ଭାବେ ଆହତ ହେଲେ, ହସ୍ପିଟାଲରେ ଚିକିତ୍ସିତ ସମୟରେ...
ଉତ୍କଳ ଦିବସ ପୂର୍ବରୁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ...
ମାଲକାନଗିରି, ୧୩/୩ (ଓଡ଼ିଆ ପୁଅ) ଆନ୍ଧ୍ର ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡ଼ିଆ ଭାଷା ସସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଭାଷା ଓ...
ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ମହିଳା ସମାରୀ ନିର୍ଦ୍ୱନ୍ଦ୍ୱରେ...
ମାଲକାନଗିରି, ୧୩।୩ (ଓଡ଼ିଆ ପୁଅ) ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା ଭାବେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବିଜେଡି ପ୍ରାର୍ଥୀନୀ ସମାରି ତାଙ୍ଗୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ନିର୍ଦ୍ଧାରିତ ସମୟରେ ୧୫ଜଣ...
ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ)ବୈଠକ...
- ବୈଠକରେ ଭାରତର ସୁରକ୍ଷା ପ୍ରସ୍ତୁତି ଏବଂ ବିଶ୍ବ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନର ସମୀକ୍ଷା
ନୂଆ ଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି...
କେନ୍ଦ୍ରାପଡା କଲେଜ ରସାୟନ ବିଜ୍ଞାନ ବିଭାଗର ଜାତୀୟ ସମ୍ପାନ
କେନ୍ଦ୍ରାପଡ଼ା ୧୩ -୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ଓଡିଶା ରସାୟନ ସମାଜର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା କଲେଜ ସମ୍ମିଳନୀ କକ୍ଷରେ ସାଂପ୍ରତିକ ରସାୟନିକ ଗବେଷଣାର...
ଜିଲା ପରିଷଦ ସଭାପତି ନିର୍ବାଚନ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେଲେ ଗୀତାଞ୍ଜଳି
କେନ୍ଦ୍ରାପଡ଼ା, ୧୩ା୩ (ଓଡ଼ିଆ ପୁଅ) : କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରବିବାର...
ଜଣାଶୁଣା ଅଭିନେତ୍ରୀ ରୂପା ଦତ୍ତା ଗିରଫ, ପକେଟ୍ମାର କରୁଥିଲେ ଅଭିନେତ୍ରୀ, ସିନେମାରେ ନୁହେଁ, ଭିଡ଼...
ନୂଆ ଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ଆଶ୍ଚର୍ଯ୍ୟ ଜନକ! ବଙ୍ଗୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ରୂପା ଦତ୍ତାଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଖବର ଅନୁଯାୟୀ, ପକେଟମାରି ଅଭିଯୋଗରେ...
ପୋଷ୍ଟ ଅଫିସ୍ ରେ ଆପଣଙ୍କର ଜମାଖାତା ଅଛିକି? ଏପ୍ରିଲ୍ ୧ ରୁ ବଦଳୁଛି ନିୟମ,...
ନୂଆ ଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ଡାକଘର ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର। ଏପ୍ରିଲ୍ ୧ ରେ ଡାକଘରର ନିୟମରେ ହେବ ପରିବର୍ତ୍ତନ। କିଛି ଯୋଜନା ଉପରେ ଏହା ସିଧାସଳଖ ପ୍ରଭାବ ପକାଇବ।...
ଶତୃଘ୍ନ ସିହ୍ନା ଏବଂ ବାବୁଲ ସୁପ୍ରିଓଙ୍କୁ ପ୍ରାର୍ଥୀ କରିବ ଟିଏମ୍ସି, ଆସାନସୋଲ ଲୋକସଭା ଏବଂ...
ନୂଆଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ଶତୃଘ୍ନ ସିହ୍ନା ଆସାନସୋଲରୁ ଲୋକସଭା ଉପ-ନିର୍ବାଚନରେ ଟିଏମସି ପ୍ରାର୍ଥୀ ହେବେ। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...
କେନ୍ଦ୍ରାପଡା କଲେଜ ପ୍ରାଣୀ ବିଜ୍ଞାନ ବିଭାଗର ଜାତୀୟ ସମ୍ପାନ ଉଦଘାଟିତ
କେନ୍ଦ୍ରାପଡ଼ା ୧୩ -୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ “ଜଳବାୟୁ ପରିବର୍ତ୍ତନ” ଶୀର୍ଷକ ବିଷୟ ଉପରେ ଏକ ଜାତୀୟ ସମ୍ପାନ ମୁଖ୍ୟ...
କେନ୍ଦ୍ରାପଡା କଲେଜ ଓଡିଆ ସମ୍ମାନ ବିଭାଗର କ୍ଷେତ୍ର ଅଧ୍ୟୟନ
କେନ୍ଦ୍ରାପଡ଼ା ୧୩ -୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ସମ୍ମାନ ବିଭାଗ ଦ୍ୱାରା କ୍ଷେତ୍ର ଅଧ୍ୟୟନ ଗବେଷଣା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗ ମୁଖ୍ୟ ମନୀଷାକାନ୍ତି...
କେନ୍ଦ୍ରୀୟ କର୍ମଚାରୀଙ୍କୁ ହୋଲି ପୂର୍ବରୁ ଉପହାର, ବେତନରେ ୮, ୦୦୦ ପର୍ଯ୍ୟନ୍ତ ବୃଦ୍ଧି, ସରକାରଙ୍କର...
ନୂଆଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) : ସପ୍ତମ ବେତନ ଆୟୋଗଙ୍କର ସୁପାରିଶ କ୍ରମେ ହୋଲି ପୂର୍ବରୁ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଆଉ ଏକ...
କଟକ ସଦର ଓ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
କଟକ, ୧୩/୦୩ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲାର କଟକ ସଦର ଓ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବି ଜେ ଡି ସମର୍ଥିତ ପ୍ରାର୍ଥୀ ମାନେ ବିନା ପ୍ରତିଦ୍ବନ୍ଦୀତାରେ...
ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ପୁଲିସ ଅଧିକାରୀଙ୍କ ସହ ୨ ଜଣ ମାଫିଆ...
ମାଲକାନଗିରି, ୧୩/୩ (ଓଡ଼ିଆ ପୁଅ) ରକ୍ଷକ ହୋଇ ଭକ୍ଷକ ପାଲଟିବା କିମ୍ବା ବାଡ଼ ଯଦି କ୍ଷେତ ଖାଇବ କାହା ଉପରେ ଜନସାଧରଣ ବିଶ୍ୱାସ ରଖିବେ। ଗଞ୍ଜେଇ ଚୋରା ବେପାରୀଙ୍କୁ ସହଯୋଗ କରିବା ଓ...
PayTMର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା କାରଣ କ’ଣ ଜାଣନ୍ତୁ
ନୂଆ ଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) PayTMର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ବିଷୟରେ ଏକ ବଡ ଖବର ଆସିଛି। ସୂଚନା ଅନୁଯାୟୀ, ବିଜୟ ଶେଖର ଶର୍ମାଙ୍କୁ କାର ଧକ୍କା କରିଥିବା ନେଇ...
ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୧୧୬ ନୂଆ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୮,୦୬୯ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୩ -୩ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୮୬
୦-୧୮ ବର୍ଷର : ୨୩
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦
- ସ୍ଥାନୀୟ ଅଞ୍ଚଳରୁ୩୬
୧-...
୧୩ ମାର୍ଚ୍ଚ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସ୍ଥାୟୀ ସମ୍ପତ୍ତିର ମାମଲାରେ ଆଜି କୌଣସି...
























