Home Coronavirus Outbreak ରାଜ୍ୟରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ

76

ଭୁବନେଶ୍ୱର ୧୩ -୩ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୮୬
୦-୧୮ ବର୍ଷର : ୨୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦
– ସ୍ଥାନୀୟ ଅଞ୍ଚଳରୁ୩୬
୧- ବାଲେଶ୍ୱର ଜିଲ୍ଲାରୁ – ୪
୨- ବଲାଙ୍ଗୀର ଜିଲ୍ଲାରୁ – ୬
୩- ବୌଦ୍ଦ ଜିଲ୍ଲାରୁ – ୧
୪- କଟକ ଜିଲ୍ଲାରୁ – ୫
୫- ଗଜପତି ଜିଲ୍ଲାରୁ – ୯
୬- ଗଞ୍ଜାମ ଜିଲ୍ଲାରୁ – ୧
୭- ଜଗତସିଂହପୁର ଜିଲ୍ଲାରୁ – ୧
୮- ଯାଜପୁର ଜିଲ୍ଲାରୁ – ୩
୯- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୦- କନ୍ଧମାଳ ଜିଲ୍ଲାରୁ – ୨
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୨- ଖୋର୍ଦ୍ଧାରୁ : ୨
୧୩- କୋରାପୁଟ ଜିଲ୍ଲାରୁ – ୩
୧୪- ମାଲକାନଗିରି : ୧
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୬
୧୬- ନବରଙ୍ଗପୁର ଜିଲ୍ଲାରେ: ୬
୧୭- ରାୟଗଡ଼ା ଜିଲ୍ଲାରୁ – ୧
୧୮- ସମ୍ବଲପୁର ଜିଲ୍ଲାରୁ – ୧୫
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୪
୨୦- State Pool: ୧
– ନୂଆ ସୁସ୍ଥ ହୋଇଥିଲେ୧୬୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୯୮୭୫୯୨୭
– ମୋଟ ଆକ୍ରାନ୍ତ ୧୨୮୬୬୨୬
– ମୋଟ ସୁସ୍ଛ ହୋଲେଣି ୧୨୭୬୫୬୫
– ସକ୍ରୀୟ ଆକ୍ରାନ୍ତ – ୮୯୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.