Home କଟକ କଟକ ସଦର ଓ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କଟକ ସଦର ଓ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

99

କଟକ, ୧୩/୦୩ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲାର କଟକ ସଦର ଓ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବି ଜେ ଡି ସମର୍ଥିତ ପ୍ରାର୍ଥୀ ମାନେ ବିନା ପ୍ରତିଦ୍ବନ୍ଦୀତାରେ ନିର୍ବାଚିତ ହୋଇଛନ୍ତି। କଟକ ସଦରରେ ବିଷ୍ଣୁପ୍ରିୟା ରାଉତ ଓ ସାଲେପୁରରେ ରାମଚନ୍ଦ୍ର ଭୋଇ ନିର୍ବାଚିତ ହୋଇଥିବା ଜଣାପଡିଛି। ଏଠାରେ ଅନ୍ୟ ଦଳର କୌଣସି ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.