Home Top News ଶତୃଘ୍ନ ସିହ୍ନା ଏବଂ ବାବୁଲ ସୁପ୍ରିଓଙ୍କୁ ପ୍ରାର୍ଥୀ କରିବ ଟିଏମ୍‌ସି, ଆସାନସୋଲ ଲୋକସଭା ଏବଂ ବାଲିଗୁଞ୍ଜ...

ଶତୃଘ୍ନ ସିହ୍ନା ଏବଂ ବାବୁଲ ସୁପ୍ରିଓଙ୍କୁ ପ୍ରାର୍ଥୀ କରିବ ଟିଏମ୍‌ସି, ଆସାନସୋଲ ଲୋକସଭା ଏବଂ ବାଲିଗୁଞ୍ଜ ବିଧାନସଭା ପାଇଁ ଲଢ଼ିବେ ଉପନିର୍ବାଚନ

94

ନୂଆଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ଶତୃଘ୍ନ ସିହ୍ନା ଆସାନସୋଲରୁ ଲୋକସଭା ଉପ-ନିର୍ବାଚନରେ ଟିଏମସି ପ୍ରାର୍ଥୀ ହେବେ। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଘୋଷଣା କରିଛନ୍ତି। ଏଥି ସହିତ ବାଲିଗୁଞ୍ଜ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଟିଏମସି, ବାବୁଲ ସୁପ୍ରିଓଙ୍କୁ ପ୍ରାର୍ଥୀ କରିବ।

ସୂଚନାଯୋଗ୍ୟଯେ, ବାବୁଲ ସୁପ୍ରିଓ ଆସାନସୋଲର ଜଣେ ବିଜେପି ସାଂସଦ ଥିଲେ, କିନ୍ତୁ ପରେ ସେ ଦଳ ସହ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.