Home Authors Posts by Bureau

Bureau

17674 POSTS 0 COMMENTS

ସେଲଫ୍ ଫାଇନାନ୍‌ସିଙ୍ଗ୍ କୋର୍ସ ବନ୍ଦ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ଏ.ଆଇ.ଏସ୍‌.ଏଫ୍‌. ପ୍ରତିନିଧି ଦଳ

0
ଭୁବନେଶ୍ୱର ୨୪ା୦୫ (ଓଡ଼ିଆ ପୁଅ) : ରାଜ୍ୟର ପ୍ରମୁଖ ତିନିଟି ବିଶ୍ୱବିଦ୍ୟାଳୟରେ ସେଲ୍ସ ଫାଇନାନ୍‌ସିଙ୍ଗ୍ କୋର୍ସ ଅର୍ଥାତ୍ ନିଜସ୍ୱ ଦେୟ କୋର୍ସକୁ ବନ୍ଦ କରିବା ନିଷ୍ପତ୍ତି ବିରୁଦ୍ଧରେ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ ଯୁଗ୍ମ ସମ୍ପାଦକ...

ରାଜ୍ୟରେ ଆଜି ୩ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୩ ୦-୧୮ ବର୍ଷର : ୦ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨ - ସ୍ଥାନୀୟ ଅଞ୍ଚଳରୁ୧ ୧- ବାଲେଶ୍ୱର ଜିଲ୍ଲାରୁ...

ଦେଶରେ ଆଜି ବଢ଼ିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ...

0
ନୂଆ ଦିଲ୍ଲୀ ୨୫-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୧୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୯୭୧ କୁ ବୃଦ୍ଧି...

୨୫ ମଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ।...

ପୁରୀ ଶ୍ରୀମନ୍ଦିର ନିକଟରେ ଗୁଳିକାଣ୍ଡ : ଯୁବକ ମୃତ

0
ପୁରୀ ୨୪-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ପୁଣି ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ଶିବ ରାମ ପାତ୍ର। ସେ ତଳୁଛ ସାହିର ବାସିନ୍ଦା। ତେବେ ଶ୍ରୀମନ୍ଦିର ନିକଟ କାକୁଡ଼ି...

ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର

0
ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ସହ ଦେଶକୁ ଆଲୋକିତ କରିବା ପାଇଁ ତ୍ୟାଗ ଦେଇଥିବା ବ୍ରଜରାଜନଗର ଆଜି ଉପେକ୍ଷିତ-ଧର୍ମେନ୍ଦ୍ର ପ୍ରଧାନ - ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା, ବାଗମୁଣ୍ଡା, ପଂଚଗାଁ, କନକ ତୋରା, ବେଲପାହାଡ଼, ବ୍ରଜରାଜନଗର...

ଗୋ ସେବକ ବିଷ୍ଣୁ ମହାରାଜ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ

0
ପୁରୀ, ୨୪/୦୫ (ଓଡ଼ିଆ ପୁଅ) ଆଜାଦି କି ଅମୃତ ମହୋତ୍ସବ ଅବସରରେ ସଂକଳ୍ପରୁ ସିଦ୍ଧି ପ୍ରାପ୍ତ କରିଥିବା କିଛି ସଫଳ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା ଅବସରରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ...

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ପୁରୀ ସରକାରୀ ଗ୍ରସ୍ତ

0
ପୁରୀ ୨୪-୫ (ଓଡ଼ିଆ ପୁଅ) ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୁରୀ ସ୍ପେଶାଲ ସର୍କିଟହାଉସରେ ପୁରୀର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର...

ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ : ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

0
- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରୂପାନ୍ତର ଉପକ୍ରମ (Transformation Initiatives) ଉପରେ ଉପସ୍ଥାପନା - ସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣ - ଜାଗା ମିଶନ, ଡ୍ରିଙ୍କ ପ୍ରମ...

ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ

0
ପୁରୀ ୨୪-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ଯାଏଁ ଚାଲିବ। ଆସନ୍ତା ଜ୍ୟେଷ୍ଠ...

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା

0
ପୁରୀ ୨୪-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ World Schizophrenia Day ଉପଲକ୍ଷେ ପୁରୀ ବାଲିଆପଣ୍ଡା ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏ ବର୍ଷ...

ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ

0
ପୁରୀ ୨୪/୫ (ଓଡ଼ିଆ ପୁଅ) ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା...

ସନ୍ଥପଡ଼ା ପଂଚାୟତର ବିଭିନ୍ନ ସମସ୍ୟା ନେଇ ଜନଶୁଣାଣିରେ ଅଭିଯୋଗ

0
ତାଳଚେର, ୨୩/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପଂଚାୟତ ସମିତି ସଭାଘର ଠାରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ସନ୍ଥପଡ଼ା ଗ୍ରାମ ପଂଚାୟତର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପତ୍ର...

ଗଣିଆରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

0
ନୟାଗଡ଼ ୨୩.୦୫ (ଓଡ଼ିଆ ପୁଅ) - ଆଜି ସକାଳ ୮ଘଟିକା ସମୟରେ ଗଣିଆ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...

ସହରାଞ୍ଚଳର ଭୂମିହୀନଙ୍କୁ ଜମି ଯୋଗାଣ ପାଇଁ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡ଼ା, ୨୩ା୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ ନଷ୍ପତ୍ତି କ୍ରମେ ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ମାନଙ୍କୁ ଖୁବଶୀଘ୍ର ଜମି ଯୋଗାଇ ଦିଆଯିବା ପାଇଁ ପ୍ରଶାସନ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ଶ୍ରୀବଳଦେବଜୀଉାଙ୍କ ଚନ୍ଦନ ପୋଖରୀରୁ ଶ୍ରୀ ବିଷ୍ଣୁ ପ୍ରତିମା ଉଦ୍ଧାର

0
କେନ୍ଦ୍ରାପଡ଼ା, ୨୩ା୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଚନ୍ଦନ ପୋଖରୀରୁ ଶ୍ରୀ ବିଷ୍ଣୁଙ୍କ ପ୍ରତିମା ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଚାଲିଥିବା...

ଜମିବାଡି ବିବାଦରୁ ତଣ୍ଟିଚିପି ମାରିଦେବା ନେଇ ଥାନାରେ ଅଭିଯୋଗ

0
କେନ୍ଦ୍ରାପଡ଼ା, ୨୩ା୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଞ୍ଚଳର ୨ନମ୍ବର ୱାର୍ଡ ଅନ୍ତର୍ଗତ କମାରଖଣ୍ଡି ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହିତ ତଣ୍ଟିଚିପି ତାଙ୍କୁ ମାରି ଦେଇଥିବା ନେଇ...

ରାଜ୍ୟରେ ଆଜି ୮ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୮ ୦-୧୮ ବର୍ଷର : ୧ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫ - ସ୍ଥାନୀୟ ଅଞ୍ଚଳରୁ୩ ୧- ବାଲେଶ୍ୱର...

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ପଞ୍ଚମ ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ...

0
ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ, ବିପର୍ଯ୍ୟୟ ହ୍ରାସ ସଂକ୍ରାନ୍ତ ବୈଶ୍ୱିକ ମଞ୍ଚ ଜିପିଡିଆରଆର୍ ଓ ଇଣ୍ଡୋନେସିଆର ସରକାରଙ୍କ ମିଳିତ ଉଦ୍ୟମ ଏହି ସମ୍ମିଳନୀ ଆୟୋଜିତ ବିପର୍ଯ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଂଚଟି ପ୍ରମୁଖ ବିଷୟ...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭୫ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୮୪୧ କୁ ହ୍ରାସ ପାଇଛି। ସକ୍ରିୟ...