Home Top News ଦେଶରେ ଆଜି ବଢ଼ିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୨,୧୨୪...

ଦେଶରେ ଆଜି ବଢ଼ିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୨,୧୨୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

24

ନୂଆ ଦିଲ୍ଲୀ ୨୫-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୧୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୯୭୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୦୨,୭୧୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୯୭୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୪୨,୧୯୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୩୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୫୦୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୨, ୬୭, ୪୪, ୭୬୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୨୭, ୫୪୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୧୦ ୧୨୯
ଆନ୍ଧ୍ରପ୍ରଦେଶ ୫୮ ୨୩୦୫୧୦୨ ୧୮ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୦୭ ୨୯୬
ଆସାମ ୭୧୬୨୩୬ ୭୯୮୬
ବିହାର ୫୧ ୮୧୮୪୧୯ ୧୨୨୫୬
ଚଣ୍ଡିଗଡ଼ ୮୦ ୯୧୦୭୮ ୧୧୬୫
ଛତିଶଗଡ ୬୨ ୧୧୩୮୩୦୭ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୧୮୪୧ ୧୮୭୬୧୯୬ ୩୯୪ ୨୬୨୦୩
୧୦ ଗୋଆ ୯୯ ୨୪୧୭୬୦ ୧୧ ୩୮୩୨
୧୧ ଗୁଜୁରାଟ ୧୮୬ ୧୨୧୩୮୩୭ ୩୧ ୧୦୯୪୪
୧୨ ହରିୟାଣା ୧୦୬୨ ୯୮୯୫୭୯ ୨୬୪ ୧୦୬୨୧
୧୩ ହିମାଚଳ ପ୍ରଦେଶ ୫୦ ୨୮୦୮୨୮ ୧୦ ୪୧୩୬
୧୪ ଜାମ୍ମୁ କାଶ୍ମୀର ୫୭ ୪୪୯୩୯୮ ୪୭୫୨
୧୫ ଝାଡଖଣ୍ଡ ୧୯ ୪୨୯୯୮୧ ୫୩୧୮
୧୬ କର୍ଣ୍ଣାଟକ ୧୭୧୫ ୩୯୦୮୯୪୯ ୧୨୧ ୪୦୧୦୬
୧୭ କେରଳ ୩୯୫୫ ୬୪୭୭୯୫୨ ୪୨୮ ୬୯୬୩୦ ୧୩
୧୮ ଲଦାଖ ୨୮୦୨୮ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୮୯ ୧୦୩୧୨୫୧ ୧୮ ୧୦୭୩୬
୨୧ ମହାରାଷ୍ଟ୍ର ୨୦୩୯ ୭୭୩୩୪୫୨ ୨୭୬ ୧୪୭୮୫୭
୨୨ ମଣିପୁର ୧୩୫୧୧୦ ୨୧୨୦
୨୩ ମେଘାଳୟ ୯୨୨୨୭ ୧୫୯୩
୨୪ ମିଜୋରାମ ୧୬୮ ୨୨୭୩୩୯ ୧୬ ୬୯୮
୨୫ ନାଗାଲାଣ୍ଡ ୩୪୭୩୫ ୭୬୦
୨୬ ଓଡ଼ିଶା ୧୪୩ ୧୨୭୯୧୧୮ ୯୧୨୬
୨୭ ପୁଡୁଚେରୀ ୨୭ ୧୬୩୮୫୪ ୧୯୬୨
୨୮ ପଞ୍ଜାବ ୧୦୩ ୭୪୨୩୬୩ ୨୨ ୧୭୭୫୨
୨୯ ରାଜସ୍ଥାନ ୪୯୧ ୧୨୭୫୨୫୧ ୮୮ ୯୫୫୪
୩୦ ସିକ୍କିମ୍ ୩୮୭୦୯ ୪୫୨
୩୧ ତାମିଲନାଡୁ ୩୫୪ ୩୪୧୬୬୦୫ ୩୬ ୩୮୦୨୫
୩୨ ତେଲେଙ୍ଗାନା ୩୭୭ ୭୮୮୪୬୦ ୪୫ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୪୮୧ ୪୨୯୬୫୨ ୭୬୯୩
୩୫ ଉତ୍ତରପ୍ରଦେଶ ୮୮୫ ୨୦୫୪୪୮୪ ୧୨୩ ୨୩୫୧୯
୩୬ ପଶ୍ଚିମବଙ୍ଗ ୩୬୦ ୧୯୯୭୫୮୬ ୪୨ ୨୧୨୦୩
ମୋଟ ୧୪୯୭୧ ୪୨୬୦୨୭୧୪ ୧୯୭୭ ୫୨୪୫୦୭ ୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.