Home Top News ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭୫ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧ ମୃତ

36

ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୮୪୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୦୦,୭୩୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୬୩୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୪୦,୦୬୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୪୯୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୨, ୫୨, ୭୦, ୯୫୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୭୬, ୮୭୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୧୦ ୧୨୯
ଆନ୍ଧ୍ରପ୍ରଦେଶ ୭୦ ୨୩୦୫୦୮୪ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୦୭ ୨୯୬
ଆସାମ ୭୧୬୨୩୫ ୭୯୮୬
ବିହାର ୪୩ ୮୧୮୪୧୭ ୧୨୨୫୬
ଚଣ୍ଡିଗଡ଼ ୭୫ ୯୧୦୭୦ ୧୧୬୫
ଛତିଶଗଡ ୫୧ ୧୧୩୮୩୦୩ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୧୮୧୯ ୧୮୭୫୮୦୨ ୪୨୧ ୨୬୨୦୧
୧୦ ଗୋଆ ୮୪ ୨୪୧୭୪୯ ୧୦ ୩୮୩୨
୧୧ ଗୁଜୁରାଟ ୧୮୨ ୧୨୧୩୮୦୬ ୩୦ ୧୦୯୪୪
୧୨ ହରିୟାଣା ୧୦୯୬ ୯୮୯୩୧୫ ୨୧୯ ୧୦୬୨୧
୧୩ ହିମାଚଳ ପ୍ରଦେଶ ୫୮ ୨୮୦୮୧୮ ୪୧୩୬
୧୪ ଜାମ୍ମୁ କାଶ୍ମୀର ୫୮ ୪୪୯୩୯୪ ୪୭୫୨
୧୫ ଝାଡଖଣ୍ଡ ୧୯ ୪୨୯୯୭୭ ୫୩୧୮
୧୬ କର୍ଣ୍ଣାଟକ ୧୭୧୮ ୩୯୦୮୮୨୮ ୧୧୦ ୪୦୧୦୬
୧୭ କେରଳ ୩୯୨୮ ୬୪୭୭୫୨୪ ୩୫୩ ୬୯୬୧୭ ୩୧
୧୮ ଲଦାଖ ୨୮୦୨୮ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୭୫ ୧୦୩୧୨୩୩ ୨୨ ୧୦୭୩୫
୨୧ ମହାରାଷ୍ଟ୍ର ୧୯୭୮ ୭୭୩୩୧୭୬ ୧୩୩ ୧୪୭୮୫୬
୨୨ ମଣିପୁର ୧୩୫୧୧୦ ୨୧୨୦
୨୩ ମେଘାଳୟ ୯୨୨୨୭ ୧୫୯୩
୨୪ ମିଜୋରାମ ୧୬୧ ୨୨୭୩୨୩ ୨୪ ୬୯୮
୨୫ ନାଗାଲାଣ୍ଡ ୩୪୭୩୫ ୭୬୦
୨୬ ଓଡ଼ିଶା ୧୩୫ ୧୨୭୯୧୧୮ ୧୩ ୯୧୨୬
୨୭ ପୁଡୁଚେରୀ ୨୨ ୧୬୩୮୫୨ ୧୯୬୨
୨୮ ପଞ୍ଜାବ ୧୧୦ ୭୪୨୩୪୧ ୧୯ ୧୭୭୫୨
୨୯ ରାଜସ୍ଥାନ ୫୦୮ ୧୨୭୫୧୬୩ ୨୪ ୯୫୫୪
୩୦ ସିକ୍କିମ୍ ୩୮୭୦୯ ୪୫୨
୩୧ ତାମିଲନାଡୁ ୩୩୧ ୩୪୧୬୫୬୯ ୩୨ ୩୮୦୨୫
୩୨ ତେଲେଙ୍ଗାନା ୩୭୨ ୭୮୮୪୧୫ ୫୨ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୪୭୧ ୪୨୯୬୪୩ ୨୨ ୭୬୯୩
୩୫ ଉତ୍ତରପ୍ରଦେଶ ୮୮୪ ୨୦୫୪୩୬୧ ୮୮ ୨୩୫୧୯
୩୬ ପଶ୍ଚିମବଙ୍ଗ ୩୭୭ ୧୯୯୭୫୪୪ ୩୨ ୨୧୨୦୩
ମୋଟ ୧୪୮୪୧ ୪୨୬୦୦୭୩୭ ୧୬୩୫ ୫୨୪୪୯୦ ୩୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.