Home Top News ପୁରୀ ଶ୍ରୀମନ୍ଦିର ନିକଟରେ ଗୁଳିକାଣ୍ଡ : ଯୁବକ ମୃତ

ପୁରୀ ଶ୍ରୀମନ୍ଦିର ନିକଟରେ ଗୁଳିକାଣ୍ଡ : ଯୁବକ ମୃତ

54

ପୁରୀ ୨୪-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ପୁଣି ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ଶିବ ରାମ ପାତ୍ର। ସେ ତଳୁଛ ସାହିର ବାସିନ୍ଦା।

ତେବେ ଶ୍ରୀମନ୍ଦିର ନିକଟ କାକୁଡ଼ି ଖାଇ ଛକରେ କିଛି ଦୁର୍ବୁତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି। ତେଣୁ ଶ୍ରୀମନ୍ଦିର ନିକଟରେ ଗୁଳିମାଡ଼ ଓ ହତ୍ୟା ଏବେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.