Bureau
ତାଲୁକ୍ ଆଇନ୍ ସହାୟତା କମିଟି ତରଫରୁ ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ
ତାଳଚେର, ୧୨/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ତାଲୁକ୍ ଆଇନ୍ ସହାୟତା କମିଟି ତରଫରୁ ସ୍ଥାନୀୟ ରେମୁଆଁ ନୂଆସାହି ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଆଜି ବିଶ୍ୱ ଶିଶୁ ଶ୍ରମ ବିରୋଧ...
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନଗଣଙ୍କୁ ଲୁଣ୍ଠନ କରୁଛନ୍ତି : ସିପିଆଇ
ଜନଗଣଙ୍କ ହକ୍ ନିମନ୍ତେ ମିଳିତ ଆନ୍ଦୋଳନ ପାଇଁ ଆହ୍ୱାନ ସିପିଆଇ ୯ମ ଜିଲ୍ଲା ସମ୍ମିଳନୀ ଉଦ୍ଯାପିତ
କେନ୍ଦ୍ରାପଡ଼ା, ୧୨ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯ମ କେନ୍ଦ୍ରାପଡା ଜିଲ୍ଲା ସମ୍ମିଳନୀ...
ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହେବ ୧୦ମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା
ତାଳଚେର, ୧୨/୬(ଓଡ଼ିଆ ପୁଅ/ଅଜିତ ବେହେରା): ଚଳିତ ମାସ ୧୫ ତାରିଖ ଦିନ ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ପକ୍ଷରୁ ୧୦ମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା...
ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଦ୍ୱାରା ନବସଂକଳ୍ପ ଶିବିର କାର୍ଯ୍ୟକ୍ରମ ଆୟୋଜନ : ଭୁବନେଶ୍ୱର ଜିଲ୍ଳା...
ଭୁବନେଶ୍ୱର ୧୨.୬ (ଓଡ଼ିଆ ପୁଅ) - ଅଖିଳ ଭାରତ ଜାତୀୟ କଂଗ୍ରେସ ଦ୍ୱାରା ରାଜସ୍ଥାନର ଉଦୟପୁର ଠାରେ ଆୟୋଜିତ ନବସଂକଳ୍ପ ଶିବିରର ନିଷ୍ପତି ଅନୁସାରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ନବସଂକଳ୍ପ ଶିବିର...
ଜାତୀୟ ସଂପତିକୁ ହାତେଇଥିବା ଗାନ୍ଧି ପରିବାରକୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସତ୍ୟାଗ୍ରହର ନାଟକ କରୁଛି...
ଭୁବନେଶ୍ୱର, ୧୨/୦୬ (ଓଡ଼ିଆ ପୁଅ) : କଂଗ୍ରେସ ଦଳ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର। ଗାନ୍ଧୀ ପରିବାର ଭ୍ରଷ୍ଟାଚାରରେ ସଂପୂର୍ଣ୍ଣ ଲିପ୍ତ ବୋଲି ସମସ୍ତଙ୍କୁ ଜଣାଅଛି। ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ...
ମଙ୍ଗଳବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ୭ ଲକ୍ଷରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇପାରେ...
ପୁରୀ ୧୨-୬ (ଓଡ଼ିଆ ପୁଅ) ଦୁଇବର୍ଷ ଭକ୍ତମାନେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି। ୭ ଲକ୍ଷରୁ ଅଧିକ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ଭୁବନେଶ୍ୱର ୧୨-୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ବାରବାଟୀରେ ମ୍ୟାଚ ଦେଖିବା ପୂର୍ବରୁ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ସୌରଭ ଗାଙ୍ଗୁଲି।...
୫ମ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ ୧୨-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ପ୍ରଶାସନ, ପୁରୀ ପୌର ପ୍ରଶାସନ ଓ ଆକ୍ସିସ ବ୍ୟାଙ୍କ ସହଯୋଗରେ ପୁରୀ ସମୁଦ୍ର ଗୋଲ୍ଡେନ ବିଚ୍ ଠାରେ ବେଳାଭୂମି ସଂଯୋଗ ବା ବିଚ୍ କନେକ୍ଟ...
ଘୋଷଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ମଧ୍ୟରେ ଦଇତାପତି ପ୍ରବେଶ
ପୁରୀ ୧୨-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଘୋଷଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ମଧ୍ୟରେ ଦଇତାପତି ପ୍ରବେଶ କରିଛନ୍ତି। ସ୍ନାନପୂର୍ଣ୍ଣମୀ ନୀତିକୁ ନଜରରେ ରଖି ଦଇତାପତି ସେବାୟତମାନେ ଆଜିଠାରୁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି।...
ପୁରୀ ସମୁଦ୍ର ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ
ପୁରୀ ୧୨-୬ ((ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)) ପୁରୀ ସମୁଦ୍ର ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି। ପୁରୀ ବେଳାଭୂମିରେ ଥିବା ହୋଟେଲ କାମେଲିଆ ନିକଟ ବେଳାଭୂମିରେ ଏହି ଅଘଟଣ...
ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀ ରେ ପହଁଚିଲା ବଉଳ କାଠ
ପୁରୀ ୧୨-୬ (ଓଡ଼ିଆ ପୁଅ) ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠ। ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ। ଚଳିତ...
ରାଜ୍ୟରେ ଆଜି ୧୯ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୧୨ -୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୯
୦-୧୮ ବର୍ଷର : ୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧
- ସ୍ଥାନୀୟ ଅଞ୍ଚଳରୁ୮
୧- ଅନୁଗୁଳ...
ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୫୮୨...
ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୪,୫୧୩ କୁ ବୃଦ୍ଧି ପାଇଛି।
ସକ୍ରିୟ...
ସ୍ୱାଭିମାନ ଅଞ୍ଚଳରେ ଭୁସୁଡୁଛି ମାଓଗଡ଼ : ପୁଲସ ନିକଟରେ ଆତ୍ମସମର୍ପଣ କଲେ ମିଲିସିସ ସହ...
ମାଲକାନଗିରି : ୧୧/୬ (ଓଡ଼ିଆ ପୁଅ) ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ସହ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ବିକାଶ ହେବା ସହ ମାଓଗଡ଼ ଧୀରେ ଧୀରେ ଭୁସୁଡୁଛି।
ଗତ ୨ତାରିଖରେ ପୁଲିସ...
ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ – ୩୯ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ
ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ଜାତୀୟ ରାଜଧାନୀ ଦିଲ୍ଲୀରୁ ବଡ଼ ଧରଣର ଅଗ୍ନିକାଣର ଖବର ଆସୁଛି। ପ୍ରବଳ ଗରମ ମଧ୍ୟରେ ପ୍ରତିଦିନ ନିଆଁ ଲାଗିବା ଘଟଣା ମଧ୍ୟ ଘଟୁଛି। ବର୍ତ୍ତମାନ ଦିଲ୍ଲୀର...
ପୁରୁଷ ଗର୍ଭନିରୋଧକ ବଟିକା : ନୂତନ ଅଧ୍ୟୟନରେ ପୁରୁଷ ଗର୍ଭନିରୋଧକ ବଟିକାର ସଫଳ ପରୀକ୍ଷଣ
ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ଶାରୀରିକ ସମ୍ପର୍କ ପରେ, ମହିଳାମାନେ ଗର୍ଭଧାରଣ ବିଷୟରେ ଅନେକ ସମୟରେ ଚିନ୍ତିତ ହୁଅନ୍ତି। କିନ୍ତୁ, ଏହାକୁ ଏଡ଼ାଇବା ପାଇଁ ବଜାରରେ ଅନେକ ବିକଳ୍ପ ଉପଲବ୍ଧ। କିନ୍ତୁ...
୧୨ ଜୁନ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କ ଦିନ ମିଶ୍ରଫଳ ଦାୟୀ ଅଟେ। ଆପଣଙ୍କୁ ଆଜି ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ ଏବଂ ନୂଆ କାର୍ଯ୍ୟ ପ୍ରାରମ୍ଭ କରିପାରିବେ। ଆଜି ଆପଣଙ୍କ ମନରେ ପରିବର୍ତ୍ତନ...
ସ୍ନାନଯାତ୍ରା ପରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ – ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ପୁରୀ ୧୧-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମଙ୍ଗଳବାର ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସରକୁ ବିଜେ କରିବେ। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ। ଏଥିପାଇଁ ଚିତ୍ରକର ସେବକମାନେ...
କ୍ରସ ଭୋଟ୍ ଅଭିଯୋଗରେ ବିଧାୟକ ଶୋଭା ରାଣୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ବିଜେପି କଲା ଦଳରୁ...
ନୂଆ ଦିଲ୍ଲୀ ୧୧-୬ (ଓଡ଼ିଆ ପୁଅ) ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଅଭିଯୋଗରେ ରାଜସ୍ଥାନର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଶୋଭା ରାନୀଙ୍କୁ ନିଲମ୍ବିତ କରିଛି। ବିଜେପି ବିଧାୟକ ଶୋଭା ରାନୀ...
ରାଜ୍ୟସଭା ନିର୍ବାଚନରେ କ୍ରସ-ଭୋଟିଂ ପରେ ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ ଦଳରୁ ନିଷ୍କାସିତ
ନୂଆ ଦିଲ୍ଲୀ ୧୧-୬ (ଓଡ଼ିଆ ପୁଅ) ରାଜ୍ୟସଭା ନିର୍ବାଚନରେ କ୍ରସ-ଭୋଟିଂ ପରେ ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ ଦଳରୁ ନିଷ୍କାସିତ କରାଯାଇଛି। ଏ ନେଇ ଅଖିଳଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏକ...
























