Home Top News ରାଜ୍ୟସଭା ନିର୍ବାଚନରେ କ୍ରସ-ଭୋଟିଂ ପରେ ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ ଦଳରୁ ନିଷ୍କାସିତ

ରାଜ୍ୟସଭା ନିର୍ବାଚନରେ କ୍ରସ-ଭୋଟିଂ ପରେ ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ ଦଳରୁ ନିଷ୍କାସିତ

57

ନୂଆ ଦିଲ୍ଲୀ ୧୧-୬ (ଓଡ଼ିଆ ପୁଅ) ରାଜ୍ୟସଭା ନିର୍ବାଚନରେ କ୍ରସ-ଭୋଟିଂ ପରେ ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ ଦଳରୁ ନିଷ୍କାସିତ କରାଯାଇଛି। ଏ ନେଇ ଅଖିଳଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରାଯାଇଛି।

ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛିଯେ, ତୁରନ୍ତ ପ୍ରଭାବରେ ଦଳର ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ କଂଗ୍ରେସ ନିଷ୍କାସିତ କରିଛି।

ହରିୟାଣାରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟ୍ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.