Home Authors Posts by Biranchi Narayan Patri

Biranchi Narayan Patri

869 POSTS 0 COMMENTS

ପ୍ଳାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାନ୍ତୁ : ବିଦ୍ୟାଳୟ ଓ...

0
ଯାଜପୁର ୩୧-୭(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୁରୁତର କରୋନା ରୋଗୀଙ୍କ ସୁସ୍ଥତା ପାଇଁ ପ୍ଲାଜମା ଥେରାପି ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି। ତେଣୁ କରୋନାରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦାନ...

ଯୋଗାଣ ବିଭାଗ ଖୁଚୁରା ବିକ୍ରେତା ନିଲମ୍ୱିତ

0
ଯାଜପୁର ୩୧-୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଧର୍ମଶାଳା ବ୍ଳ୍‌କ ଅଣ୍ଟିଆ ଗ୍ରାମ ପଞ୍ଚାୟତର ଅଣ୍ଟିଆ ଗ୍ରାମର ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ଚକ୍ରଧର ବଳଙ୍କୁ ଉପଜିଲ୍ଲାପାଳ ତଥା ସନନ୍ଦ ପ୍ରାଧିକାରୀ ନାରାୟଣ ଚନ୍ଦ୍ର...

ବେଆଇନ ବାଲି ଚାଲାଣକୁ ନେଇ ପ୍ରଶାସନ ବିରୁଦ୍ଧରେ ଆରମ୍ଭ ହେଲା ଜନ ଆନ୍ଦୋଳନ

0
ଯାଜପୁର ୩୦ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ବ୍ଲକ ମୁକୁନ୍ଦପୁର ଗ୍ରାମପଞ୍ଚାୟତରେ ଚାଲିଥିବା ବେଆଇନ ବାଲି ଚାଲାକୁ ବିରୋଧ କରି ଆଜି ମୁକୁନ୍ଦପୁର ଗ୍ରାମରେ କିଛି ଗ୍ରାମବାସୀ ବାଲି ଖାନକୁ...

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

0
ଯାଜପୁର ୩୦-୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ...

ସଡ଼କ ଦୁର୍ଘଟଣାରେ ୩ ଜଣ ଗୁରୁତର

0
ଯାଜପୁର ୨୧ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଅପରାହ୍ନରେ କୋରାଇଥାନା ତାରାକୋଟ କଚେରୀ ଗଢିଆ ଛକ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଗାଡିରେ ବସିଥିବା ୩ଜଣ ଗୁରୁତର ହୋଇଥିବା ସୂଚନା...

ଏନଫୋର୍ସମେଣ୍ଟକୁ କଠୋର କଲା ପ୍ରଶାସନ : ଉଲ୍ଲଘଂନକାରୀଙ୍କୁ ଫାଇନ

0
ଯାଜପୁର୧୨ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ କରୋନାର ପ୍ରଭାବ ବୃଦ୍ଧି ପାଉଥିବା ଯୋଗୁ ପୁଣିଥରେ ଜିଲ୍ଲାପ୍ରଶାସନ ଏନଫୋର୍ସମେଣ୍ଟଙ୍କୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦେଇଛି। ରବିବାରଠାରୁ ଜିଲ୍ଲାସାରା ଏହି ଏନଫୋର୍ସମେଣ୍ଟକୁ ବ୍ୟାପକ...

ଯାଜପୁର କାରାଗାରରେ ଥିବା ଜଣେ କଏଦୀ କରୋନା ପଜେଟିଭ୍ ଚିହ୍ନଟ

0
ଯାଜପୁର୧୨ା୭(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସରକାରଙ୍କ ସୂଚନା ଅନୁଜାୟୀ ୯୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତ ୫ ଦିନ ମଧ୍ୟରେ ଜିଲ୍ଲାରେ ୨୦୦ ଜଣ...

ଶିକ୍ଷୟତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଗିରଫ

0
ଯାଜପୁର୧୨ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ବ୍ୟାସନଗର ପୈାରାଞ୍ଚଳରେ ନିଜର ରୋଜଗାର କରୁଥିବା ସ୍ତ୍ରୀକୁ ଛାଡପତ୍ର ଦେବା ପରେ ସ୍ତ୍ରୀ ଅନ୍ୟ କାହାସହ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହରେ ଶେଷରେ ନିଜସ୍ତ୍ରୀକୁ ହତ୍ୟାକରି...

ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନରଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା

0
ଯାଜପୁର୩ା୭(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଜମିଜମା ବ୍ୟବସ୍ଥାକୁ ସରଳୀକରଣ ପାଇଁ ସରକାର ବହୁବିଧ ଉଦ୍ୟମ ଓ ଆଇନ ପ୍ରଣୟନ କରିଛନ୍ତି। ଦାୟିତ୍ୱରେ ଥିବା ରାଜସ୍ୱ ଅଧିକାରୀମାନେ ଏହାର ଉପଯୋଗ କରି ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ...

କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

0
ଯାଜପୁର ୩୦/୬ (ଓଡ଼ିଆ ପୁଅ) : ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବିଗତ କିଛି ଦିନଧରି ବୃଦ୍ଧିପାଉଛି। ଏପରିକି ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏପରି ସ୍ଥିତିରେ ଜନସାଧାରଣଙ୍କ...

ଜିଲ୍ଲା ସ୍ତରୀୟ କମିଟି ୮୩୦ ଜଣ ଭୂମୀହୀନଙ୍କୁ ଜମି ପଟା ମଞ୍ଜୁରୀ ଦେଲେ

0
ଯାଜପୁର, ୨୯ା୬ (ଓଡ଼ିଆ ପୁଅ/ବିରଞ୍ଚି ପତ୍ରୀ) : ଜଙ୍ଗଲ ଅଧିକାର ଆଇନ ବା ପଂରେଷ୍ଟ ରାଇଟ୍ ଆକ୍ଟ-୨୦୦୬ ମାଧ୍ୟମରେ ସୁକିନ୍ଦା ଓ ଦାନଗଦୀ ତହସିଲ ଅନ୍ତର୍ଗତ ୮୩୦ ଜଣ ଭୂମୀହୀନଙ୍କୁ ଜମି ପ୍ରଦାନ...

ଯାଜପୁର – ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ଆସିବା ମନା :...

0
ଯାଜପୁର ୨୯ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ବା ପବ୍ଲିକ ଅଫିସକୁ ସାଧାରଣ ଲୋକ ମାନଙ୍କ ପାଇଁ ବାରଣ କରାଯାଇଛି। ଏହି...

ତୈଳ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

0
ଯାଜପୁର୨୬ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ଏକ ସପ୍ତାହ ହେଲା ଦୈନଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଦ୍ୱାରା ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ସାଧାରଣରେ ଜନଜିବନ ଅସ୍ତବ୍ୟସ୍ତ...

ଅବସରପ୍ରାପ୍ତ ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

0
ଯାଜପୁର୨୫ା୬(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କୁ କିଛି ଅସାଜିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା...

ଜିଲ୍ଲାପାଳଙ୍କ କୋରେଇ ବ୍ଳ‌କ ଉନ୍ନୟନ କାର୍ଯ୍ୟର ସମୀକ୍ଷା

0
ଯାଜପୁର୨୦ା୬(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ଅନେକ ସରକାରୀ କାର୍ଯ୍ୟ ବ୍ୟାହତ ହୋଇଚ୍ଥି। ସରକାରଙ୍କର କରୋନା ବିରୁଦ୍ଧରେ ସଂଗ୍ରାମ ସହ ଲୋକଙ୍କ ଜୀବନ ରକ୍ଷା ଓ ସଂକ୍ରମଣକୁ ରୋକିବା ପ୍ରାଥମିକତା ଥିଲା। ବର୍ତ୍ତମାନ...

ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ

0
ଯାଜପୁର୨୦ା୬(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ...

ଯାଜପୁର ଜିଲ୍ଲାରେ କୋଭିଡ-୧୯ ପରିପ୍ରେକ୍ଷୀରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି

0
ଯାଜପୁର ୧୮ା୬(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ସଂପ୍ରତ୍ତି କରୋନା ବିଶ୍ୱ ସାରା କାୟା ବିସ୍ତାର କରିସାରିଛି। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ,...

ମହୁ ସଂଗ୍ରହ ବେଳେ ଭାଲୁ ଆକ୍ରମଣରେ ୨ ମୃତ ଓ ୧ ଗୁରୁତ୍ତର

0
ସମ୍ବଲପୁର ୧୪ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇ ଦୁଇ ଜଣ ଭାଲି ଆକ୍ରମଣର ଶିକାର ହୋଇ ମୃତବରଣ କରିଥିବା ବେଳେ ଦୁଇ ଜଣ ଆତ ହୋଇଛନ୍ତି। ଆଜି...

୫ ଲକ୍ଷ ଟପିଲା ମନରେଗା ରେ କର୍ମ ଦିବସ

0
ଯାଜପୁର୧୩ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମନରେଗା ଯୋଜନାରେ ଯାଜପୁର ଜିଲ୍ଲାରେ ୫ ଲକ୍ଷ ଟପିଚ୍ଥି କର୍ମ ଦିବସ। ଚଳିତ ମାସ ୧୨ ତାରିଖ ସୁଦ୍ଧା ଜିଲ୍ଲାର ୧୦ଟି ଯାକ ବ୍ଳ୍‌କରେ ମୋଟ ୫୦୧୯୫୪...

ମାସିକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ

0
ଯାଜପୁର୧୩ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୈାଣସି ସରକାରୀ ଉତ୍ସକୁ ପାଂଙ୍କା ଛଡା ନ ଯାଉ। କାରଣ ଏହି ଆର୍ଥିକ ଉତ୍ସ ଯଦି ସରକାରୀ ହିସାବକୁ ନ ଆସେ ତେବେ ତାହା ବେଆଇନ ଭାବେ...