Home ଓଡ଼ିଶା ମହୁ ସଂଗ୍ରହ ବେଳେ ଭାଲୁ ଆକ୍ରମଣରେ ୨ ମୃତ ଓ ୧ ଗୁରୁତ୍ତର

ମହୁ ସଂଗ୍ରହ ବେଳେ ଭାଲୁ ଆକ୍ରମଣରେ ୨ ମୃତ ଓ ୧ ଗୁରୁତ୍ତର

246

ସମ୍ବଲପୁର ୧୪ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇ ଦୁଇ ଜଣ ଭାଲି ଆକ୍ରମଣର ଶିକାର ହୋଇ ମୃତବରଣ କରିଥିବା ବେଳେ ଦୁଇ ଜଣ ଆତ ହୋଇଛନ୍ତି। ଆଜି ସମ୍ବଲପୁର ରେଢାଖୋଲ ଜଙ୍ଗକୁ ୪ଜଣ ଯୁବକ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ମହୁ ସଂଗ୍ରହ କାର୍ଯ୍ୟରେ ୪ଜଣ ବ୍ୟସ୍ତଥିବା ବେଳେ ହଠାତ୍ ଭାଲୁ ଯୁବକ ମାନଙ୍କୁ ଆକ୍ରମଣ କରିବା ଦ୍ୱାରା ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିବା ବନବିଭାଗ କର୍ମଚାରୀଙ୍କ ସୁତ୍ରରୁ ସୂଚନା ମିଳିଛି। ମୃତକ ଦ୍ବୟ ହେଲେ ବଣିଆବନ୍ଧ ଗାଁର ଚେରୁ ମୁଣ୍ଡା ଏବଂ କୃଷ୍ଣ ମୁଣ୍ଡା। ଅଷାଢ଼ୁ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଦୁଇଜଣ ବର୍ତ୍ତି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.