Home ଓଡ଼ିଶା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ଶାଖା ପକ୍ଷରୁ ସ୍ମାରକ ପତ୍ର

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ଶାଖା ପକ୍ଷରୁ ସ୍ମାରକ ପତ୍ର

53

ପୁରୀ, ୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସାଂପ୍ରତିକ କରୋନା ମହାମାରୀ ସମୟରେ ବିଦ୍ୟାର୍ଥୀମାନଙ୍କର ଆର୍ଥିକ ଓ ସାମାଜିକ ସମସ୍ୟା ସହିତ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ନେଇ ଅପରିପକ୍ୱ ନିଷ୍ପତି ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧାର ଘେରକୁ ନେଇଯାଉଛି। ଏଥିସହ ପୁରୀରେ ପର୍ଯ୍ୟଟନ କ୍ଷେତ୍ର ନାଁ ରେ ଯେଉଁ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି ସେଥିରେ ଆମର ଶାସନ ଓ ପ୍ରଶାସନ ଶ୍ରୀକ୍ଷେତ୍ର ର ପବିତ୍ର ଧାର୍ମୀକ ବାତାବରଣ ଓ ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଷଡଯନ୍ତ୍ର ପୂର୍ବକ ଅଣଦେଖା କରାଯାଉଛି। ଏଭଳି ୬ ଦଫା ଦାବି ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ଶାଖା ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଜିଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.