Home ଜିଲ୍ଲା ପରିକ୍ରମା ଜନସଂଖ୍ୟା ସମାଧାନ ଓଡିଶା ଶାଖାର କର୍ମକର୍ତ୍ତାଙ୍କ ନାମ ଘୋଷଣା

ଜନସଂଖ୍ୟା ସମାଧାନ ଓଡିଶା ଶାଖାର କର୍ମକର୍ତ୍ତାଙ୍କ ନାମ ଘୋଷଣା

104

ପୁରୀ, ୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ରାଷ୍ଟ୍ରୀୟ ଜନସଂଖ୍ୟା ସମାଧାନ ର ସଭାପତି ଶ୍ରୀଯୁକ୍ତ ଅନିଲ ଚୌଧୁରୀ ଙ୍କ ଅନୁମୋଦନ କ୍ରମେ ରାଜ୍ୟ ର ୩୦ ଟି ସାଂଗଠନିକ ଜିଲାର ସଭାପତି ମାନଙ୍କ ନାମ ଆଜି ଅପରାହ୍ନ ରେ ଘୋଷଣା କରାଯାଛି। ରାଜ୍ୟ ସଭାପତି ଭାବେ ବିପିନ ଦାସ ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ୩୦ ଟି ଜିଲାର ସଭାପତି ଙ୍କ ନାମ ମଧ୍ୟ ଘୋଷିତ ହୋଇଛି। ଆଇନଜୀବୀ ସିବେଶ ମିଶ୍ର କଟକ, କୃଷ୍ଣଚନ୍ଦ୍ର ସାହା ବାଲେଶ୍ୱର, ପ୍ରଭାତ ଚନ୍ଦ୍ର ଜେନା କୋରକୋରା ଭ୍ରଦକ, ଶ୍ରୀକାନ୍ତ ମିଶ୍ର ବରଗଡ, ମୀନକେତନ ଦାସ ଯାଜପୁର, ଜୟନ୍ତ କୁମାର ମହାପାତ୍ର ମୟୁରଭଞ େଓଷ୍ଟ, କଲ୍ୟାଣ କୁମାର କାନୁନ ଗୋ ଢେଙ୍କାନାଳ, ଲକ୍ଷ୍ମଣ କୁମାର ସାହୁ ଅନୁଗୁଳ, ଆଇନଜୀବୀ ଚନ୍ଦ୍ର ବିଜୟ ମିଶ୍ର ନୟାଗଡ, ନେହୁଲ ପ୍ରଧାନ ସୋନପୁର, ସତ୍ୟଜିତ୍ ବେହେରା ଖୋର୍ଦ୍ଧା, ଜିମାଂଶୀ ଶେଖର ବସନ୍ତିଆ ନବରଙ୍ଗପୁର, ଅରୁଣ କୁମାର ବେହେରା ଝାରସୁଗୁଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାମ ଦେଓଗଡ, ପବିତ୍ର ପରିଡା କେନ୍ଦ୍ରାପଡା, ପ୍ରମୋଦ ପ୍ରଧାନ ଯାଜପୁର, ଆଦିତ୍ୟ ରମଣ ରାଉତରାୟ ଜଗସିଂହପୁର, ସନ୍ତୋସ କୁମାର ଲେଙ୍କା ଗଞାମ, ବିଜୟ କୁମାର ପଟ୍ଟନାୟକ ପୁରୀ, ଅଶୋକ ପରିଡା ଫୁଲବାଣୀ, ଯୋଗେଶ୍ୱର ଦାସ ରାୟଗଡା, ଲକ୍ଷ୍ମୀଧର ହାବଡା ବାରିପଦା, ଆଇନଜୀବୀ ଆଲୋକ ନାୟକ ବଲାଙ୍ଗୀର, ଦୁର୍ଗା ତନ୍ତି ସୁନ୍ଦରଗଡ, ଅକ୍ଷୟ ପଟ୍ଟନାୟକ କେନ୍ଦୁଝର, ଖଗେଶ୍ୱର ବେହେରା ସମ୍ବଲପୁର, ବସନ୍ତ କୁମାର ପୁରୋହିତ କଳାହାଣ୍ଡି, ଲୋକନାଥ ସତପଥି ବୋଦ୍ଧ, ହରପ୍ରସାଦ ଖଲଙ୍ଗା ମାଲକାନଗିରି, ପ୍ରଭାତ ଚନ୍ଦ୍ର ଜେନା ଭଦ୍ରକ ମନୋନୀତ ହୋଇଥିବା ରାଜ୍ୟ ସଭାପତି ବିପିନି ବିହାରୀ ଦାସ ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେବା ସହ ରାଷ୍ଟ୍ରୀୟ ସଭାପତି ଅନୁଲ ଚୌଧୁରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.