Home Top News ବିଜେପିରେ ଯୋଗ ଦେଲେ ରାମାୟଣର ‘ରାମ’ ଅରୁଣ ଗୋବିଲ

ବିଜେପିରେ ଯୋଗ ଦେଲେ ରାମାୟଣର ‘ରାମ’ ଅରୁଣ ଗୋବିଲ

60

ନୂଆଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) ଲୋକପ୍ରିୟ ଟେଲିଭିଜନ ସିରିଏଲ ରାମାୟଣରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବଙ୍ଗଳା ନିର୍ବାଚନରେ ​​ଅରୁଣ ଗୋବିଲ ବିଜେପି ସପକ୍ଷରେ ପ୍ରଚାର କରିବେ। କୁହାଯାଉଛି ଯେ ଗୋଭିଲ ବଙ୍ଗଳାରେ ପ୍ରାୟ ୧୦୦ ଟି ସଭା କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.