ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୩ଟି ବ୍ଲକର (ଭଦ୍ରକ,,ତିହିଡି, ଓ ଚାନ୍ଦବାଲି ) ୮୧ଟି ସ୍କୁଲ ଆସନ୍ତାକାଲି ୨୫ ଅଗଷ୍ଟ ୨୦୨୬(ମଙ୍ଗଳବାର ) ରେ ବନ୍ଦ ରହିବ।








