Home ଜିଲ୍ଲା ପରିକ୍ରମା ଆରଡ଼ି ଛକରେ ସଡକ ସୁରକ୍ଷା ଧରପଗଡ, ୩ ଲକ୍ଷ ୫ ହଜାର ୩ ଶହ ଟଙ୍କା...

ଆରଡ଼ି ଛକରେ ସଡକ ସୁରକ୍ଷା ଧରପଗଡ, ୩ ଲକ୍ଷ ୫ ହଜାର ୩ ଶହ ଟଙ୍କା ଜରିମାନା ଆଦାୟ

10

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡକ ସୁରକ୍ଷା ନିୟମ କଡାକଡି ଲାଗୁ କରାଯିବା ଆଧାରରେ ଆରଡ଼ି ଛକ ରେ ଧରପଗଡ କରାଯାଇ ୩୦୫୩୦୦ ଟଙ୍କାର ଜରିମାନା ଆଦାୟ କରାଯାଇଅଛି । ପ୍ରଦତ ସୂଚନା ଅନୁଯାୟୀ ବିନା ହେଲମେଟ ରେ ୨୧ ଟି, ଦୃତ ବେଗରେ ଗାଡି ଚାଳନା ୪ ଟି, ଓଭର୍ ଲୋଡ ୩ ଜଣିଆ ଗାଡି ଚାଳନା ୧ ଟି କେଶ୍ ଚିହ୍ନଟ କରାଯାଇ ଚାଲାଣ କଟା ଯାଇଥିଲା । ଟ୍ରାଫିକ ସବଇ ନିସ୍ପେକ୍ଟର ଶର୍ମିଷ୍ଠା ମିଶ୍ର, ଏ ଏସ ଆଇ ଶ୍ୟାମ ସୁନ୍ଦର ନାୟକ ଓ ମୋଟର ଯାନ ବିଭାଗ ର କର୍ମଚାରୀ ଏହି ଧରପଗଡ ରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.