ଭୁବନେଶ୍ୱର ୧୭-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୨୧ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ –
ଅନୁଗୁଳ ଜିଲ୍ଲାର ଜଣେ
ବାଲେଶ୍ୱର ଜିଲ୍ଲାର ଜଣେ
ଭୁବନେଶ୍ୱରର ୪ ଜଣ
କଟକ ଜିଲ୍ଲାର ୨ ଜଣ
ଜଗତସିଂହପୁର ଜିଲ୍ଲାର ଜଣେ
କନ୍ଧମାଳ ଜିଲ୍ଲାର ଜଣେ
କେନ୍ଦୁଝର ଜିଲ୍ଲାର ଜଣେ
ଖୋର୍ଦ୍ଧା ଜିଲ୍ଲାର ଜଣେ
ମୟୁରଭଞ୍ଜ ଜିଲ୍ଲାର ଜଣେ
ନୟାଗଡ଼ ଜିଲ୍ଲାର ଜଣେ
ପୁରୀ ଜିଲ୍ଲାର ଜିଲ୍ଲାର ଜଣେ
ରାଉରକେଲାର ଜଣେ
ସମ୍ବଲପୁର ଜିଲ୍ଲାର ଜଣେ
ମୃତକଙ୍କ ବିଷୟରେ
୧- ଅନୁଗୁଳ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।
୨- ବାଲେଶ୍ୱର ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୩- ଭୁବନେଶ୍ୱରର ୫୭ ବର୍ଷ ବୟସ୍କା ମହିଳା।
୪- ଭୁବନେଶ୍ୱରର ୭୦ ବର୍ଷ ବୟସ୍କ ପୁରୁଷ।
୫- ଭୁବନେଶ୍ୱରର ୭୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ହାଇପୋଥାଇରଏଡିଜିମ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୬- ଭୁବନେଶ୍ୱରର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୭- କଟକର ୬୫ ବର୍ଷ ବୟସ୍କା ମହିଳା।
୮- କଟକ ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୯- ଜଗତସିଂହପୁର ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୦- କନ୍ଧମାଳ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ।
୧୧- କେନ୍ଦୁଝର ଜିଲ୍ଲା ଜିଲ୍ଲାର ୭୪ ବର୍ଷ ବୟସ୍କା ପୁରୁଷ।
୧୨- ଖୋର୍ଦ୍ଧା ଜିଲ୍ଲାର ଜଣେ ୩୭ ବର୍ଷ ବୟସ୍କା ମହିଳା।
୧୩- ମୟୁରଭଞ୍ଜ ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ।
୧୪- ନୟାଗଡ଼ ଜିଲ୍ଲାର ୬୬ ବର୍ଷ ବୟସ୍କ ପୁରୁଷ।
୧୫- ପୁରୀ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୧୬- ରାଉରକେଲାର ୬୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୭- ସମ୍ବଲପୁର ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
- Coronavirus Outbreak
- ଅନୁଗୁଳ
- ଓଡ଼ିଶା
- କଟକ
- କନ୍ଧମାଳ
- କଳାହାଣ୍ଡି
- କେନ୍ଦୁଝର
- କେନ୍ଦ୍ରାପଡ଼ା
- କୋରାପୁଟ
- ଖୋର୍ଦ୍ଧା
- ଗଜପତି
- ଗଞ୍ଜାମ
- ଜଗତସିଂହପୁର
- ଜିଲ୍ଲା ପରିକ୍ରମା
- ଝାରସୁଗୁଡ଼ା
- ଢେଙ୍କାନାଳ
- ଦେବଗଡ଼
- ନବରଙ୍ଗପୁର
- ନୂଆପଡ଼ା
- ନୟାଗଡ଼
- ପୁରୀ
- ବରଗଡ଼
- ବାଲେଶ୍ବର
- ବୌଦ୍ଧ
- ବ୍ରହ୍ମପୁର
- ଭଦ୍ରକ
- ଭୁବନେଶ୍ୱର
- ମାଲକାନଗିରି
- ମୟୁରଭଞ୍ଜ
- ଯାଜପୁର
- ରାଉରକେଲା
- ରାୟଗଡ଼ା
- ସମ୍ବଲପୁର
- ସମ୍ୱଲପୁର
- ସହର
- ସୁନ୍ଦରଗଡ଼
- ସୁବର୍ଣ୍ଣପୁର
- ସ୍ବାସ୍ଥ୍ୟ