Home Coronavirus Outbreak ଉତ୍ତର ପ୍ରଦେଶର ମନ୍ତ୍ରୀ କମଲା ରାଣୀ ବରୁଣଙ୍କର କରୋନାଭାଇରସରେ ମୃତ୍ୟୁ Coronavirus Outbreakଓଡ଼ିଶାଜାତୀୟସ୍ବାସ୍ଥ୍ୟ ଉତ୍ତର ପ୍ରଦେଶର ମନ୍ତ୍ରୀ କମଲା ରାଣୀ ବରୁଣଙ୍କର କରୋନାଭାଇରସରେ ମୃତ୍ୟୁ By Bureau - August 2, 2020 110 0 0 0 0ଲକ୍ଷ୍ନୌ ୨, ଅଗଷ୍ଟ (ଓଡିଆ ପୁଅ) ଉତ୍ତରପ୍ରଦେଶର ମନ୍ତ୍ରୀ କମଲା ରାଣୀ ବରୁଣଙ୍କର ରବିବାର ଲକ୍ଷ୍ନୌରେ କରୋନା ଭାଇରସ୍ ସଂକ୍ରମଣ କାରଣରୁ ଦେହାନ୍ତ ହୋଇଛି। କମଲା ରାଣୀ ବରୁଣଙ୍କର ଜୁଲାଇ ୧୮ ରେ କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଲକ୍ଷ୍ନୌର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। Tweet 0 0 0 0