Home Coronavirus Outbreak ଦେଶରେ ରେକର୍ଡ଼ – ୫୪, ୭୩୬ ନୂଆ କରୋନା ଆକ୍ରାନ୍ତ, ୮୫୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା...

ଦେଶରେ ରେକର୍ଡ଼ – ୫୪, ୭୩୬ ନୂଆ କରୋନା ଆକ୍ରାନ୍ତ, ୮୫୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୭, ୩୬୪କୁ ବୃଦ୍ଧି

96

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୫୪, ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୫୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭, ୫୦, ୭୨୪ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ୫, ୬୭, ୭୩୦ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୧, ୪୫, ୬୩୦ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୭, ୩୬୪ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.