Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୪୯୧୩...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୪୯୧୩ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

199

ଭୁବନେଶ୍ୱର ୨-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୪୯୧୩ କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୨୦

– ନୂଆ ଆକ୍ରାନ୍ତ: ୧୪୩୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୮୯
– ସ୍ଥାନୀୟ ଅଞ୍ଚଳରୁ୫୪୫

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୯
୨- ବାଲେଶ୍ୱର ଜିଲ୍ଲାରୁ – ୧୨
୩- ବରଗଡ଼ ଜିଲ୍ଲାରୁ – ୫
୪- ଭଦ୍ରକ ଜିଲ୍ଲାରୁ – ୨୫
୫- ବୌଦ୍ଦ ଜିଲ୍ଲାରୁ – ୫
୬- କଟକ ଜିଲ୍ଲାରୁ – ୧୨୩
୭- ଦେବଗଡ଼ ଜିଲ୍ଲାରୁ – ୨
୮- ଢେଙ୍କାନାଳ ଜିଲ୍ଲାରୁ – ୧୩
୯- ଗଜପତି ଜିଲ୍ଲାରୁ – ୯୧
୧୦- ଗଞ୍ଜାମ ଜିଲ୍ଲାରୁ – ୩୨୦
୧୧- ଜଗତସିଂହପୁର ଜିଲ୍ଲାରୁ – ୧୩
୧୨- ଯାଜପୁର ଜିଲ୍ଲାରୁ – ୫୭
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୬
୧୪- କଳାହାଣ୍ଡି ଜିଲ୍ଲାରୁ – ୧୮
୧୫- କନ୍ଧମାଳ ଜିଲ୍ଲାରୁ – ୪୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୨
୧୭- କେନ୍ଦୁଝର ଜିଲ୍ଲାରୁ – ୨
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୧୮
୧୯- କୋରାପୁଟ ଜିଲ୍ଲାରୁ – ୧୨
୨୦- ମାଲକାନଗିରି : ୨୪
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୧
୨୨- ନବରଙ୍ଗପୁର ଜିଲ୍ଲାରେ: ୨
୨୩- ନୟାଗଡ଼ ଜିଲ୍ଲାରୁ – ୮
୨୪- ନୂଆପଡ଼ା ଜିଲ୍ଲାରୁ – ୭
୨୫- ପୁରୀ ଜିଲ୍ଲାରୁ – ୬୫
୨୬- ରାୟଗଡ଼ା ଜିଲ୍ଲାରୁ – ୧୯୭
୨୭- ସମ୍ବଲପୁର ଜିଲ୍ଲାରୁ – ୫୧
୨୮- ସୋନପୁର ଜିଲ୍ଲାରୁ – ୬
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୭୬

– ନୂଆ ସୁସ୍ଥ ହୋଇଥିଲେ ୭୫୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୪୩୩୧୬
– ମୋଟ ଆକ୍ରାନ୍ତ ୩୪୯୧୩
– ମୋଟ ସୁସ୍ଥ ହେଲେଣି ୨୧୨୭୩
– ସକ୍ରୀୟ ଆକ୍ରାନ୍ତ – ୧୩୪୦୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.