Home Coronavirus Outbreak ଉତ୍ତର ପ୍ରଦେଶର ମନ୍ତ୍ରୀ କମଲା ରାଣୀ ବରୁଣଙ୍କର କରୋନାଭାଇରସରେ ମୃତ୍ୟୁ

ଉତ୍ତର ପ୍ରଦେଶର ମନ୍ତ୍ରୀ କମଲା ରାଣୀ ବରୁଣଙ୍କର କରୋନାଭାଇରସରେ ମୃତ୍ୟୁ

99

ଲକ୍ଷ୍ନୌ ୨, ଅଗଷ୍ଟ (ଓଡିଆ ପୁଅ) ଉତ୍ତରପ୍ରଦେଶର ମନ୍ତ୍ରୀ କମଲା ରାଣୀ ବରୁଣଙ୍କର ରବିବାର ଲକ୍ଷ୍ନୌରେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଦେହାନ୍ତ ହୋଇଛି।

କମଲା ରାଣୀ ବରୁଣଙ୍କର ଜୁଲାଇ ୧୮ ରେ କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା।

ଲକ୍ଷ୍ନୌର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.