ଭରୁଚ/ଗୁଜରାଟ ୩-୬ (ଓଡ଼ିଆ ପୁଅ) ଗୁଜୁରାଟର ଦହେଜ୍ ରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରୀରେ ବଏଲର ବିସ୍ଫୋରଣ ଘଟିବା କାରଣରୁ ୪୦ ଜଣ ଶ୍ରମିକ ଆହତ ହୋଇଛନ୍ତି ବୋଲି ଖବରରୁ ପ୍ରକାଶ। ତେବେ କେଉ କାରଣରୁ ଏବି ବିଷ୍ପୋରଣ ଘଟିଲା ତାହାର ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।







