Home 2020
Yearly Archives: 2020
ନୁତନ କୋଭିଡ ନିୟମ ଲାଗୁ,ବିବାହ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଦଲୋକ ଯୋଗଦେଇ ପାରିବେ ନାହିଁ
ମାଲକାନଗିରି,୧୦ା୧୧(ଓଡିଆ ପୁଅ ) କୋଭିଡ କଟକଣାକୁ ନେଇ ଆଜି ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ନୂତନ ନିୟମ ଲାଗୁକରିଛନ୍ତି । କରୋନା ମହାମାରି ପାଇଁ ବିବାହ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଦଲୋକ ଯୋଗ...
ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା...
ମାଲକାନଗିରି ,୧୦ା୧୧(ଓଡିଆ ପୁଅ ) ଜଣେ ନାବାଳିକା କୁ ଅପହରଣ କରି ଦୁଷ୍କର୍ମ କରିବା ତାପରେ ସେ ଗର୍ଭବତୀ ହେବା ଘଟଣାରେ ଅଭିଯୁକ୍ତ ଙ୍କୁ ଆଜି ମାଲକାନଗିରି ଏଡିଜେ କୋର୍ଟ ପକ୍ଷରୁ ୨୦ବର୍ଷ...
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡ଼ି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୦-୧୧ (ଓଡ଼ିଆ ପୁଅ) ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡ଼ି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳ ସୁପ୍ରୀମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଟ୍ୱିଟ କରି...
ସମାଜସେବୀ ଶରତ ରାଉତଙ୍କ ସ୍ମୃତିଚାରଣ ସଭା
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଅଂଚଳର ଜଣେ ସୁସଂଗଠକ, ସମାଜସେବୀ, ସାମ୍ବାଦିକ, ଧାମନଗର କାନ୍ତ ସାହିତ୍ୟ ପରିଷଦର ଉପସଭାପତି ତଥା ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି ଶରତ...
ବନ୍ଧଟିଆ ଠାରେ ୫ ଦିନିଆ ଯୋଗ ଶିବିର
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଂଚାୟତ ବନ୍ଧଟିଆସ୍ଥିତ ଶ୍ରୀ ଗଣେଶ ମଠ ପରିସରରେ ପତଞ୍ଜଳି ଯୋଗ ସମିତି ପକ୍ଷରୁ ୫ଦିନିଆ ଯୋଗ...
ଧାମନଗର ଉନ୍ନୟନ ପରିଷଦ ପକ୍ଷରୁ ଚାରାରୋପଣ
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆଜି ଧାମନଗର ଏନଏସି ଅଂଚଳର ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଛି । ସ୍ଥାନୀୟ ବିଜୁ...
ଜଣାଶୁଣା ସାରସ୍ୱତ ସାଧିକା କବୟିତ୍ରୀ ପାର୍ବତୀ ବିଶ୍ୱାଳଙ୍କ ଦେହାନ୍ତ
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଜଣାଶୁଣା କବୟିତ୍ରୀ, ଲେଖିକା, ତଥା ଗୀତିକାର ପାର୍ବତୀ ବିଶ୍ୱାଳଙ୍କର ଭଦ୍ରକ ଜଗନ୍ନାଥପୁରସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି ।...
କାଳୀପୂଜା ପାଇଁ ପ୍ରଶାସନର କଟକଣା ଜାରି, ବାଣ ଫୁଟିଲେ କଡା କାର୍ଯ୍ୟାନୁଷ୍ଠାନ
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବର୍ଷ କାଳୀପୂଜା କୋବିଡ଼ କଟକଣା ମଧ୍ୟରେ ପାଳନ କରାଯିବ । ମଣ୍ଡପରେ କେବେଳ ରୀତିନୀତି ଅନୁଯାୟ ପୂଜା ହେବ ।...
ମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ଫୁଲର ହସ’ ର ୧୯ତମ ବାର୍ଷିକ ଉତ୍ସବ, ‘ମୋ ସ୍ୱପ୍ନର ପରି’...
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟସ୍ତରୀୟ ମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକାର ୧୯ତମ ବାର୍ଷିକ ଉତ୍ସବରେ ଦଶହରା ବିଶେଷାଙ୍କରୁ ଉନ୍ମୋଚନ କରି ରାଜ୍ୟ ବିରୋଧୀ ଦଳର...
ହାବଳେଶ୍ୱର ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ , ପ୍ରସୁତୀ ସାଜିଛନ୍ତି ଶ୍ରମିକ
ହାଟଡିହି- ୧୦ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ହେଉଥିବା ମନରେଗା ଦୁର୍ନିତୀ ଦିନକୁ ଦିନ ଶିଖରରେ ପହଞ୍ଚିଲାଣି । ଏଠି ମଣିଷ ପରିବର୍ତ୍ତେ ମେସିନି...
ଅଡିଓ ଭାଇରାଲ ତିନିମାସରେ ପରେ ଗ୍ୟାସ ଟାଙ୍କି ଫିଲଙ୍ଗ କଲେ ୩୦୦ଜୋରିମାନା
ହାଟଡିହି- ୧୦ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତକିଛିଦିନ ଧରି ଉଜ୍ଜାଲା ଯୋଜନାରେ ବହୁ ହିତାଧିକାରୀ ନାନା ପ୍ରକାରର ଶୋଷଣର ଶୀକାର ହେବାଭଳି ଘଟଣା ନଜରକୁ ଆସିଥିବାବେଳେ ଏବେ...
ପୁଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ, ଚାରୋଟି ବାଲିବୋଝେଇ ଗାଡି ଜବଦ
ହାଟଡିହି- ୧୦ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପୁଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଚାରୋଟି ବାଲିବୋଝେଇ ହାଇୱା ଜବଦ କରାଯାଇଛି । ହାଟଡିହି ତହସିଲ ଅଧିନସ୍ଥ...
ସାବଧାନ ! ୪୨ କୋଟି ଗ୍ରାହକଙ୍କୁ ସତର୍କ ସୂଚନା ଜାରୀ କଲା SBI, ଏମିତି ହେଉଛି ଫ୍ରଡ୍, ଏପରି...
ନୂଆ ଦିଲ୍ଲୀ ୧୦ ନଭେମ୍ବର (ଓଡ଼ିଆ ପୁଅ) ଯଦି ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇରେ ଆପଣଙ୍କର ଏକ ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କ...
ମହିଳା ୱାର୍ଡମେମ୍ବର ଙ୍କ ପରିବାର ରହୁଛନ୍ତି ପାଇଖାନା ଘରେ
ନୟାଗଡ/୧୦/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ଓ କେନ୍ଦ୍ର ସରକାର କାହାକୁ ମାଟିକାନ୍ଥ ଓ ଚାଳ ଘରେ ରହିବାକୁ ଦିଆଯିବନି ନାରା ଦେଇ ମୋ କୁଡିଆ , ବିଜୁ ପକ୍କାଘର ଓ ପ୍ରଧାନ ମନ୍ତ୍ରୀ...
ନୂତନ ବିଡିଓ ହରିଚନ୍ଦନପୁର ବ୍ଲକର ବିଭିନ୍ନ ଅପହଞ୍ଚ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ
ହରିଚନ୍ଦନପୁର,ତା ୧୦ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ଅପହଞ୍ଚ ଅଞ୍ଚଳ ଗୁଡିକର ସ୍ଥିତି ସମୀକ୍ଷା କରୁଛନ୍ତି ନୂତନ ଯୋଗ ଦେଇଥିବା ବିଡ଼ିଓ ସୁବ୍ରତ କୁମାର...
ତିର୍ତ୍ତୋଲ ଉପନିର୍ବାଚନ : ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ୬ ହଜାର ୪୦୦ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ...
ଭୁବନେଶ୍ୱର ୧୦-୧୧ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ହୋଇଥିବା ଦୁଇଟି ବିଧାନ ସଭା ଉପନିର୍ବାଚନର ଭୋଟ ଗଣତି ଚାଲିଛି। ତେବେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଛି। ବିଜେଡି...
ବାଲେଶ୍ୱର ସଦର – ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ୧୪୮୬ ଭୋଟରେ...
ଭୁବନେଶ୍ୱର ୧୦-୧୧ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ହୋଇଥିବା ଦୁଇଟି ବିଧାନ ସଭା ଉପନିର୍ବାଚନର ଭୋଟ ଗଣତି ଚାଲିଛି। ତେବେ ବାଲେଶ୍ୱର ସଦର ପାଇଁ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ...
ପଦଭାର ସମ୍ଭାଳିଲେ ନୂତନ ସଭାନେତ୍ରୀ; ପ୍ରଭାତୀ ପରିଡ଼ାଙ୍କ ପ୍ରଭାବଶାଳୀ କାର୍ଯ୍ୟଧାରା ବଜାୟ ରଖିବୁ: ସ୍ମୃତି
ଭୁବନେଶ୍ୱର: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ଆନୁଷ୍ଠାନିକ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କିଛି ଦିନ ତଳେ ତାଙ୍କୁ ସଭାନେତ୍ରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା। ତେବେ ସୋମବାର ଦିନ...
ବିହାରରେ ବିଧାନସଭା ନିର୍ବାଚନ – ଓଲଟୁଛି ଗଣିତ, ଏବେ ଏନଡ଼ିଏ ଆଗରେ, ମହାମେଣ୍ଟ ପଛରେ
ନୂଆ ଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) ବିହାରରେ ବିଧାନସଭା ନିର୍ବାଚନ ପରେ ଭୋଟ୍ ଗଣନା ଚାଲିଛି। ପ୍ରାଥମିକ ସ୍ତରରେ ମହାମେଣ୍ଟ ଆଗୁଆ ଥିବା ବେଳେ, ଏନଡିଏ ପଛରେ ଥିଲା। କିନ୍ତୁ ଏବେ ଓଲଟିଛି...
ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ – ଉଭୟରେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ
ଭୁବନେଶ୍ୱର, ୧୦ା୧୧(ଓଡ଼ିଆ ପୁଅ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ଏ ପର୍ଯ୍ୟନ୍ତ ଦୁଇଟ ରାଉଣ୍ଡ ଭୋଟ ଗଣତି ସରିଥିବା ସୂଚନା ମିଳିଛି। ତେବେ ଦ୍ୱିତୀୟ ରାଉଣ୍ଡ ଶେଷ...






