Home 2020
Yearly Archives: 2020
ମୁଣ୍ଡଳୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀଙ୍କ ଭାବ ବିନିମୟ
ଭୁବନେଶ୍ୱର ୧୬-୧ (ଓଡ଼ିଆ ପୁଅ) ମାନସିକ ଅସନ୍ତୁଳନର ଶିକାର ହେଲେ ପରୀକ୍ଷାର୍ଥୀର ଏକାଗ୍ରତା ବ୍ୟାହତ ହେବା ସହ ସେ ପରୀକ୍ଷାରେ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ। ସେ ଦୃଷ୍ଟିରୁ ପ୍ରତ୍ୟେକ ପରୀକ୍ଷାର୍ଥୀ...
ଯୋଡା : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସଦଭାବନା ଯାତ୍ରା
ଯୋଡା - ୧୬/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୁରୁବାର ପୂର୍ବାହ୍ନରେ ଯୋଡା ବସ୍ ଷ୍ଟାଣ୍ଡ ଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ, ଉକ୍ରଳ ଗାନ୍ଧୀ...
ଯୋଡା ପୁଲିସ ପ୍ରଶାସନ ପକ୍ଷରୁ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ
ଯୋଡା - ୧୬/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ-୨୦୨୦ ଜାନୁଆରୀ ମାସ ୧୧ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖ...
ଚକ୍ଷୁ ପରୀକ୍ଷା ଶିବିର ଓ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଘଟଗାଁ, ୧୬/୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଏନଏଚଆଇ ଓ ଏମଟିଏଲର ମିଳିତ ଆନୁକୁଲ୍ୟରେ ୩୧ ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ଖଣ୍ଟଘର ସ୍ଥିତ ଟୋଲପ୍ଲାଜା ନିକଟରେ ଏନଏଚଆଇ ବିଭାଗର...
ପୁରୀରେ ଉତ୍ତରପ୍ରଦେଶ ଲୁଟେରା ଗ୍ୟାଙ୍ଗ
ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ନରେନ୍ଦ୍ର କୋଣ ଚକଡାରୁ ଗତ ୧୨ତାରିଖ ଦିନ ଧରାପଡିଥିବା ୧୫ଜଣ ଙ୍କ ମଧ୍ୟରୁ ଗତକାଲି ୭ଜଣଙ୍କୁ ଗିରଫ କରାଯାଇଛି। ପୁରୀ ଏସିପି ଉମାଶଙ୍କର ଦାସ...
ବିଦ୍ୟାଳୟରେ ମୋବାଇଲ ବ୍ୟବହାରକୁ ରୋକ ଲଗାଯାଉ
ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରରେ ଥିବା ବିଭିନ୍ନ ଶିକ୍ଷାମୁଷ୍ଠାନ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମୋବାଇଲ ନେଇ ବିଦ୍ୟାଳୟକୁ ଯାଉଥିବା ଓ ଶ୍ରେଣୀରେ ପାଠପଢାଇବା...
ଆଧ୍ୟାତ୍ମିକ ପତ୍ରିକା ଉନ୍ମୋଚନ
ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ମକର ସଂକ୍ରାନ୍ତି ଅବସରରେ ରାଣୀସତି ମଣ୍ଡପରେ ଷାଣ୍ମାସିକ ଆଧ୍ୟାତ୍ମିକ ପତ୍ରିକା ନୀଲଚକ୍ର ବାନାର ପ୍ରଥମ ସଂଖ୍ୟା ଲୋକାର୍ପଣ ହୋଇଛି। ପତ୍ରିକା ପ୍ରକାଶକ ପୂର୍ଣ୍ଣଚନ୍ଦ୍ର ନନ୍ଦ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କଲେ – ୫୧୦କୋଟି ଟଙ୍କା ବ୍ୟୟବରାଦରେ ୭ଟି ପ୍ରକଳ୍ପର...
ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗ୍ରସ୍ତରେ ଆସି ଶ୍ରୀମନ୍ଦିରକୁ ଯାଇ ଭିତରକାଠ ନିକଟରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ପୁରୀ...
ସେସୁ ୫୩ଟି ବ୍ୟବସାୟିକ ସଂସ୍ଥାରୁ ଆରମ୍ଭ କଲା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ
ଭୁବନେଶ୍ୱର ୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ରାଜ୍ୟର ଲକ୍ଷାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୧୯୭୧ କୋଟି ଟଙ୍କାର ବକେୟା ରହିଥିବା ଅଭିଯୋଗ କରି ସେସୁର ସିଇଓ ଅରୁଣ ବୋଥ୍ରା ଡିସେମ୍ବର ୧୧ରେ ବିଦ୍ୟୁତ୍...
ଷ୍ଟେଟ ବ୍ୟାଙ୍କ ଶାଖା ବନ୍ଦ ତ ଗ୍ରାହକ ସେବା କେନ୍ଦ୍ର ବନ୍ଦ, ନାହିଁ ନଥିବା ଅସୁବିଧାରେ ହରିଚନ୍ଦନପୁର ଜନସାଧାରଣ
ହରିଚନ୍ଦନପୁର, ତା ୧୬ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଭାରତୀୟ ଷ୍ଟେଟ ବ୍ୟାଙ୍କର ଗୁରୁବାର ଦିନ କାରବାର ବନ୍ଦ ରହୁଥିବା ବେଳେ ସାମ୍ନାରେ ଥିବା ଉକ୍ତ ବ୍ୟାଙ୍କର ଗ୍ରାହକ...
ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ : ୩୦ ଆହତ -୫ଟି ଟ୍ରେନର ରୁଟରେ...
ଭୁବନେଶ୍ୱର ୧୬-୧ (ଓଡ଼ିଆ ପୁଅ) : ନିର୍ଗୁଣ୍ଡି ରେଳଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ୩୦...
ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ
ବଡ଼ବିଲ, ତା ୧୬ ଜାନୁଆରୀ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ବାଲିବନ୍ଧ ଠାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ। ଖବର ଅନୁଯାୟୀ ଟେନସାରୁ...
ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟ ଜାରି
ଭୁବନେଶ୍ୱର ୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସକାଳ ପ୍ରାୟ ୬: ୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସ୍ପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯)...
ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା; ୬ଜଣ ଗୁରୁତରଓ ୪୦ ଆହତ
ଭୁବନେଶ୍ୱର ୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱର-ମୁମ୍ବଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଆଜି ପ୍ରବଳ କୁହୁଡି ଯୋଗୁ କଟକ ନିକଟବର୍ତ୍ତି ନିର୍ଗୁଣ୍ଡି-ଟାଙ୍ଗୀ ଷ୍ଟେସନ ଠାରେ ଏକ ମାଲ ଗାଡି ସହ ଦୁର୍ଘଟଣା ହୋଇଥିବା ଖବର...
ମକର ସଂକ୍ରାନ୍ତି ରେ ସମସ୍ତ ଦେବାଦେବୀ ପୀଠ ରେ ଶତାଧିକ ଭକ୍ତଙ୍କ ସମାଗମ
ବାଲିଗୁଡା, ୧୫/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ମକର ସଂକ୍ରାନ୍ତି ମହୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ପାଟଖଣ୍ଡାଙ୍କ...
ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ମକର ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ : ବ୍ୟାପକ ପୋଲିସ ବନ୍ଦୋବସ୍ତ ସତ୍ୱେ ଛିନତାଇ ଅଭିଯୋଗ
କେନ୍ଦ୍ରାପଡା ୧୫/୧ -(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ପବିତ୍ର ମକର ସଂକ୍ରାନ୍ତି ଓ ନବାଙ୍ଗ ବେଢା ପରିକ୍ରମା ଉତ୍ସବ ପାଇଁ ସୋମବାର ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ଉତ୍ସବମୁଖର ହୋଇଉଠିଛି। ମନ୍ଦିରରେ ଦିନତମାମ୍...
ଚଳିତ ମାସଠାରୁ ଆରମ୍ଭ ହେବ ଗଗନଯାନ ମହାକାଶଚାରୀଙ୍କ ପ୍ରଶିକ୍ଷଣ : ୧୧ ମାସ ଧରି ରୁଷରେ ତାଲିମ ନେବେ...
- “ବାହୁବଳୀ” ଜିଏସଏଲଭି ମାର୍କ-ଥ୍ରୀରେ କରିବେ ମହାକାଶକୁ ଯାତ୍ରା
- “ଗଗନଯାନ” ଭାରତର ସମ୍ପୂର୍ଣ୍ଣ ନିଜସ୍ୱ ପ୍ରଥମ ମାନବ ମହାକାଶ ଅଭିଯାନ
ନୂଆଦିଲ୍ଲୀ ୧୫-୧ (ଓଡ଼ିଆ ପୁଅ) ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର...
ଅରୁଆ କଦଳିବଣ ଉଚ୍ଚ ଶିକ୍ଷାଶ୍ରମର ପ୍ରତିଷ୍ଠା ଦିବସ ପାଳିତ
କେନ୍ଦ୍ରାପଡା ୧୫/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଅରୁଆ କଦଳିବଣ ଉଚ୍ଚ ଶିକ୍ଷାଶ୍ରମର ୮୦ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ କ୍ରୀଡାଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ...
ଶ୍ରୀବଳଦେବଜୀଉ ମନ୍ଦିରରେ ୯ଜଣ ମହିଳାଙ୍କ ଠାରୁ ସୁନାଚେନ ଓ ହାର ଲୁଟ ଅଭିଯୋଗ
କେନ୍ଦ୍ରାପଡା ୧୫/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ମକର ସଂଙ୍କ୍ରାନ୍ତି ଅବସରରେ ବୁଧବାର ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଜନଗହଳି ଲାଗିରହିଥିବାରୁ ତାହାର ସୁଯୋଗ ନେଇ ଏକ ମହିଳା ଲୁଟେରା ଗ୍ୟାଙ୍ଗ ୯...
ପ୍ରମୋସନରୁ ବଞ୍ଚିତ କର୍ମଚାରୀ ମାନଙ୍କ ପାଇଁ ସରକାର ଦେଲେ ଖୁସି ଖବର
ଭୁବନେଶ୍ୱର ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପ୍ରମୋସନରୁ ବଞ୍ଚିତ କର୍ମଚାରୀ ମାନଙ୍କୁ ସରକାର ଏକ ସୁଯୋଗ ଦେଇଥିବା ଦେଖାଯାଇଛି। ଦୀର୍ଘ ଦିନର ଚାକିରି କାଳରେ ଯେଉଁମାନେ ପଦୋନ୍ନତି ପାଇ ପାରି ନାହାନ୍ତି ସେମାନଙ୍କ ପାଇଁ...






