Home 2020

Yearly Archives: 2020

ସାଂସଦଙ୍କ ଦ୍ୱାରା ଧାମନଗର-ଫଳପୁର ରାସ୍ତାର ଶିଳାନ୍ୟାସ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର-ଫଳପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଆଜି ସନ୍ଧ୍ୟାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଶିଳାନ୍ୟାସ କରିଛନ୍ତି । ପରେ ପାଟୁଳି ପଡିଆ...

ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପିଆରଆଇ ସଭ୍ୟଙ୍କ ଧାରଣା

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବିଡିଓ, ସହକାରୀ ଯନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଅଗଣତାନ୍ତ୍ରୀକ, ମନମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ଆଜି ଧାମନଗର...

ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ବୈଠକ; ଯୋଜନା ରୂପାୟନରେ ଦୁର୍ନୀତି ବାଧକ ଅଭିଯୋଗ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ପଞ୍ଚାୟତ ସମିତିର ୧୪ତମ ବୈଠକ ବୁଧବାର ଦିନ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବିଭିନ୍ନ ଉନ୍ନୟନମୂଳକ ଯୋଜନା...

ନୂତନ ଜିଲ୍ଲା ଶିକ୍ଷାଧିକାରୀ ଓ ପଦୋନ୍ନତ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନୂତନ ପେନ୍‌ସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ଭଦ୍ରକ ଶାଖା ଆନୁକୂଲ୍ୟରେ ଏନ୍‌.ପି.ଏସ୍‌, ବର୍ଗରୁ ପଦୋନନ୍ନତି ପାଇଥିବା ପ୍ରଧାନ ଶିକ୍ଷକଙ୍କୁ ଆଜି ସମ୍ବର୍ଦ୍ଧିତ...

୬ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ, ମୃତକଙ୍କ ସଂଖ୍ୟା ୨୨ ହେଲା

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଳାରୁ ଆଜି ଆଉ ନୂଆ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

୫ମ ଦିନରେ ମା’ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଥିଲା । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର...

ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ସହକାରୀ ଦୌରାଜଜ୍ ତଥା ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଅବକାଶ ଚୌଧୁରୀ ଏହି ଜିଲାର ବାସୁଦେବପୁର ସିଙ୍ଗିଡା ଗ୍ରାମର ଅଭିଯୁକ୍ତ...

୰ ପାର୍ବତୀ ବିଶ୍ୱାଳ ଥିଲେ ପ୍ରତିଭାର ପ୍ରକାଶିତ ପ୍ରଭା

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ତୃପ୍ତିପ୍ଲାଜାଠାରେ ୰ ପାର୍ବତୀ ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ତଥା...

ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍‌କୁ ଜାତୀୟ ଜଳ ପୁରସ୍କାର

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭର୍ଚୁଆଲ ସମାରୋହ ମାଧ୍ୟମରେ ଆୟୋଜିତ ଦ୍ୱିତୀୟ ଜାତୀୟ ଜଳ ପୁରସ୍କାର ଉତ୍ସବରେ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍‌କୁ ସିଏସ୍‌ଆର...

୨ଦିନ ହେଲା ଯୋଡାରେ ଚକା ଗଡୁନି, ନୋ ଏଣ୍ଟ୍ରୀ କଟକଣାକୁ ଫୁ, ପୁଲିସ ନିରବଦ୍ରଷ୍ଟା

0
ଯୋଡା, ୧୮/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ୨ଦିନ ହେଲା ଯୋଡା ସହରରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । କ୍ଷୀର ଗାଡି, ଖବର କାଗଜ, ଆମ୍ବୁଲାନ୍ସ ଭଳି...

ଇମାମି ଜଗନ୍ନାଥ ମନ୍ଦିରକୁ ପୁରୀ ଜଗନ୍ନାଥ ମନ୍ଦିର ବୋଲି ଦର୍ଶାଇ ଥିବା ଅଭିଯୋଗରେ ସିଂହଦ୍ୱାର ଥାନାରେ ଏତଲା

ପୁରୀ ୧୭/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅନ୍ୟ ଏକ ମନ୍ଦିରକୁ ପୁରୀ ଜଗନ୍ନାଥ ମନ୍ଦିର ବୋଲି ୱେବ ସାଇଟ୍ ରେ ଦର୍ଶାଇଛି ରିଲିଜିଅନ୍ ୱାର୍ଲ୍ଡ। ଏହାକୁ ନେଇ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ...

ଖଣି ଅଞ୍ଚଳରେ ଅପପୃଷ୍ଟି ରୋକିବାକୁ ସରକାରଙ୍କ ପ୍ରୟାସ

0
ଯୋଡା, ୧୮/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ବଡକାଳିମାଟି ପଞ୍ଚାୟତରେ କ୍ଲଷ୍ଟର ସ୍ଥରିୟ ବଡକାଳିମାଟି, ବଳଦା ଓ ପଳସା ଗ୍ରାମପଞ୍ଚାୟତ ଅଙ୍ଗନୱାଡି କର୍ମି, ଆଶା...

ତ୍ରିବେଣୀ କମ୍ପାନୀର ଦାଦାଗିରି, ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ପରିବହନ ମୂଲ୍ୟକୁ ନେଇ ଉତ୍ତେଜନା

0
ଯୋଡା, ୧୮/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଉଚ୍ଚବାଲିସ୍ଥିତ ଉନ୍ଦ୍ରାଣୀ ପଟ୍ଟନାୟକ ଲୌହ ଖଣିରେ ପରିବହନ ମୂଲ୍ୟକୁ ନେଇ ଟ୍ରକ ମାଲିକ ଏବଂ...

ଯୋଡା ପୌରପାଳିକା ପକ୍ଷରୁ ନୂତନ ସେସପୁଲ ଲୋକାର୍ପିତ

0
ଯୋଡା, ୧୮/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ପକ୍ଷରୁ ବୁଧବାର ଦିନ ପୂର୍ବାହ୍ନରେ ଏକ ନୂତନ ହଜାର ଲିଟର ବିଶିଷ୍ଟ ସେସପୁଲ ଗାଡି ପୌରପାଳିକା କାର୍ଯ୍ୟାଳୟ...

୪୨ଜଣ ଛାତ୍ରଛାତ୍ରୀ ଥିବା ଓଟାରବାଙ୍କ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ପ୍ରତିବାଦରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

କେନ୍ଦ୍ରାପଡା, ୧୮/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ୪୨ଜଣ ଛାତ୍ରଛାତ୍ରୀ ଥିବା ଓଟାରବାଙ୍କ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ପ୍ରତିବାଦରେ ସେହିସ୍କୁଲର ଛାତ୍ରଛାତ୍ରୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ...

କେନ୍ଦ୍ରାପଡା ଜିଲ୍ଲା ହାଇୱାଟିପ୍ପର ମାଲିକସଙ୍ଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ପ୍ରତିବାଦରେ ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, ୧୭/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ହାଇୱା ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ପ୍ରତିବାଦରେ ମଙ୍ଗଳବାର ଗୋଗୁଆଛକରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କୁ ଏକ...

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୫ ଲିଟର ଚୋରା ଦେଶି ଓ ବିଦେଶୀମଦ ଜବତ

କେନ୍ଦ୍ରାପଡା, ୧୮-୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୫ ଲିଟର ଚୋରା ଦେଶି ଓ ବିଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି।...

କେନ୍ଦ୍ରାପଡା ଶ୍ରମିକ ସଂଗଠନ, ମିଳିତମଞ୍ଚ ପକ୍ଷରୁ କେନ୍ଦ୍ରାପଡାରେ ନଭେମ୍ବର ୨୬ରେ ବନ୍ଦଡାକରା

0
କେନ୍ଦ୍ରାପଡା, ୧୮/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବିଗତ ୬୦ବର୍ଷ ଧରି ଗଢିଉଠିଥିବା ରାଷ୍ଟ୍ରିୟ ଅର୍ଥନିତୀକୁ ମାତ୍ର ୬ବର୍ଷରେ ଲୋପ କରିଦେଇଛି କେନ୍ଦ୍ରର ମୋଦି ସରକାର। ୪୪ଟି ଶ୍ରମ ଆଇନକୁ ବାତିଲ କରି...

ମନୋହରପୁର ଛକ ଠାରୁ ଗ୍ୟାରେଜ୍ ଛକ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି ପଡୁନାହିଁ

ହରିଚନ୍ଦନପୁର,ତା ୧୮ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଘଟଗାଁ ରାସ୍ତା ସହ ସଂଯୋଗ କରୁଥିବା ଗ୍ୟାରେଜ ଛକ ରାସ୍ତା ଏବେ ପାଲଟିଛି...

କରୋନା କଟକଣାକୁ ଫୁ, ପୋଲିସର ଜ୍ଞାନ୍ତରେ ଚାଲିଛି ଭଗାମୁଣ୍ଡା ସାପ୍ତାହିକ ହାଟରେ ଚାଲିଛି ବେଧଡକ କୁକୁଡ଼ା ଲଢ଼େଇ

0
ହରିଚନ୍ଦନପୁର,ତା ୧୮ ନଭେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ବୁଧବାର ସାପ୍ତାହିକ ହାଟରେ ଚାଲିଛି ବେଆଇନ ଭାବେ କୁକୁଡା ଲଢେ଼ଇ, କରୋନା କଟକଣାକୁ ହେୟ ଜ୍ଞାନ ଜନ...