Home 2020

Yearly Archives: 2020

ସିଭିଲସପ୍ଲାଏ କରପୋରେସନ ଗୋଦାମରୁ ୨୧୦ବସ୍ତା ଗହମ ବେଆଇନ ଚାଲାଣ ଘଟଣା ସଦର ଥାନା ପୋଲିସ ଦ୍ୱାରା ମାଲିକ ଓ...

କେନ୍ଦ୍ରାପଡା, ୨୧/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଠାରେ ଥିବା ସିଭିଲ ସପ୍ଲାଏ କରପୋରେସନ ଗୋଦାମରୁ ବେଆଇନ ଭାବେ ଏକ ଟ୍ରକରେ ଦୁତିଆଳସ୍ଥିତ ମା’ଶାରଳା ଫୁଡ୍ସକୁ ଚାଲାଣ...

ଅମାନିଆ ତୁଣ୍ଡ: କହୁ କହୁ କହିଦେଲେ ନାଁ ଜାଣିଶୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଲେଖାଶ୍ରୀ ?

ଭୁବନେଶ୍ୱର: କହୁ କହୁ କହିଦେଲେ ନାଁ ଜାଣିଶୁଣି ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଲେଖାଶ୍ରୀ ? ସାଧାରଣରେ ଏବେ ଏହିପରି କିଛି ଆଲୋଚନା ହେଉଛି। କେବଳ ବିରୋଧୀ ନୁହେଁ ନିଜ ଦଳ...

ବିଜେପିର ପ୍ରଶିକ୍ଷଣ ଶିବିର ଉଦଯାପିତ

ହାଟଡିହି-୨୧/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୁଇଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ...

ନେହେରୁ ଯୁବକେନ୍ଦ୍ର ପକ୍ଷରୁ କାମି ଏକତା ଦିବସ ପାଳିତ

ହାଟଡିହି-୨୧/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଟୁକୁଣା ନେହେରୁ ଯୁବକେନ୍ଦ୍ର ପକ୍ଷରୁ କାମି ଏକତା ଦିବସ ପାଳିତ ହୋଇଯାଇଛି । ଟୁକୁଣା ବିବେକାନନ୍ଦ କ୍ଲବ ସଂଯୋଜନାରେ ଅନୁଷ୍ଠିତ ଏହି...

କୁକୁଡା ନେଲା ଜୀବନ ଅଁରା ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ,...

ହାଟଡିହି-୨୧/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା । ଏକ କୁଡା ମରିବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ...

ରଣପୁର ବ୍ଲକ ରେ ଭିନ୍ନକ୍ଷମ ଙ୍କୁ ସାମାଜିକ ସୁରକ୍ଷା ମିଳିବାରେ ବିଳମ୍ବ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା,ବିଧବା ଓ ଭିନ୍ନକ୍ଷମ ଙ୍କ ପାଇଁ ସାମାଜିକ ସୁରକ୍ଷା ର ଯୋଜନାମାନ କରିଛନ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଭିନ୍ନକ୍ଷମଙ୍କ ପାଇଁ ଏହି ଯୋଜନା...

ରଙ୍କଦେଉଳି ସମବାୟ ସମିତି ରୁ ଆସ୍ଥା ହରାଇଛନ୍ତି କୃଷକ ମାନେ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟରେ ସମବାୟ ଆନ୍ଦୋଳନ ପରେ କୃଷି , କୃଷିକ୍ଷେତ୍ର ଓ କୃଷକର ଉନ୍ନତି ପାଇଁ ସରକାର ପ୍ରତି ଗ୍ରାମ ପଞ୍ଚାୟତରେ ସେବା ସମବାୟ ସମିତିମାନ ଆରମ୍ଭ କଲେ । କୃଷକ...

ଶନିବାର ଦିନ ଏହି ମନ୍ତ୍ର ଜପ କଲେ ଶନି ଦେବ ଖୁସି ହୁଅନ୍ତି, ପ୍ରତ୍ୟେକ କାର୍ଯ୍ୟରେ ମିଳେ ସଫଳତା

0
ଆଜି ଶନିବାର। ବିଶ୍ୱାସ ଅନୁଯାୟୀ, ଆଜି ଶନିଦେବଙ୍କ ଦିନ। ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଇଛି। ଯେତେବେଳେ ସେ କ୍ରୋଧିତ ହୁଅନ୍ତି କିମ୍ବା ଯଦି ଜଣେ ରାଜା କ୍ରୋଧିତ ହୁଅନ୍ତି, ପରେ ଖୁସି...

ରିଲାଏନ୍ସ ରିଟେଲ – ଫ୍ୟୁଚର ଗ୍ରୁପ୍ ଡିଲ୍ କୁ – CCI ର ମିଲିଲା ମଞ୍ଜୁରୀ

0
ନୂଆ ଦିଲ୍ଲୀ ୨୦-୧୧ (ଓଡ଼ିଆ ପୁଅ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଏକ ସହାୟକ କମ୍ପାନୀ ରିଲାଏନ୍ସ ରିଟେଲ ଭେଣ୍ଟର୍ସ ଲିମିଟେଡ୍ ଏବଂ ରିଲାଏନ୍ସ ରିଟେଲ ଏବଂ ଫ୍ୟାଶନ୍ ଲାଇଫଷ୍ଟାଇଲ୍ ଲିମିଟେଡ୍ ଦ୍ୱାରା ଫ୍ୟୁଚର...

ଚଳିତ ବର୍ଷ କୋବିଡ କଟକଣାରେ ପାଳନ ହେବ ଧାମନଗରର ପବିତ୍ର ଉର୍ସ ପର୍ବ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ମହାମାରୀ ପାଇଁ ରାଜ୍ୟର ସମସ୍ତ ପର୍ବପର୍ବାଣୀ କୋବଡି କଟକଣା ମଧ୍ୟରେ ସମ୍ପନ୍ନ ହେଉଅଛି । ଏହି ପରିପ୍ରେକ୍ଷୀରେ ଧାମନଗର ସ୍ଥିତ...

ଆଜି ଭଦ୍ରକରୁ ୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆକରି ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ଛତାବର-ଛଞ୍ଚିଣା ରାସ୍ତା ପୁନଃନିର୍ମାଣ ଦାବି; ବିଜେପିର ଆନ୍ଦୋଳନ ଓ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ଛତାବର-ଛଞ୍ôଚଣା ପୁର୍ତ୍ତ ବିଭାଗ ରାସ୍ତାର ଦୁରାବସ୍ଥା ପ୍ରତିକାର ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ଦିନ ଆନ୍ଦୋଳନ...

ବେଆଇନ ପିଡିଏସ ଚାଉଳ ଗାଡି ବିରୋଧରେ ମାମଲା

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଗୋଦାମ ଘର ନିକଟରୁ ଗତ ଗୁରୁବାର ଲୋକଙ୍କ ହାତରେ ଧରାପଡିଥିବା ବେଆଇନ ଚାଉଳ ବୋଝେଇ ଟ୍ରକ...

ଅହମ୍ମଦାବାଦ ପରେ ଆସନ୍ତାକାଲିଠାରୁ ଏହି ତିନୋଟି ସହରରେ ରାତ୍ରୀ କର୍ଫ୍ୟୁ ଲାଗୁ

0
ନୂଆ ଦିଲ୍ଲୀ ନଭେମ୍ବର ୨୦ (ଓଡ଼ିଆ ପୁଅ) ଅହମ୍ମଦାବାଦ ପରେ ବର୍ତ୍ତମାନ ଗୁଜୁରାଟ ସରକାର ରାଜକୋଟ, ସୁରାଟ ଏବଂ ଭଦୋଦରା ଠାରେ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କର୍ଫ୍ୟୁ ସମୟ...

ପିଡିଏସ ସାମଗ୍ରୀ ପାଇଁ କୁଲଣାରେ ହିତାଧିକାରୀଙ୍କ ଧାରଣା

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ଗ୍ରାମର ଖାଦ୍ୟସୁରକ୍ଷା ଯୋଜନା ହିତାଧିକାରୀ ମହିଳା ଓ ପୁରୁଷ ଅକ୍ଟୋବର ଓ ନଭେମ୍ବର ମାସର ଚାଉଳ, ଗହମ...

ଘରବାଡିର ମାଲିକାନା ସତ୍ୱ ଥାଇ ଜୀବନ ବିତୁଛି ପଲିଥିନ୍ ତଳେ , ନ୍ୟାୟ ପାଇଁ ପରିବାର ଲୋକଙ୍କ ଗଣଧାରଣା

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଲିସ୍‌ର ନିଷ୍କ୍ରିୟତା ଯୋଗୁଁ ଜମିବାଡି ଜନିତ ମାଲିକାନା ସତ୍ୱକୁ ନେଇ ଉପୁଜିଥିବା ବିବାଦର କରୁଣ ପରିଣତି ଏବେ ଗୋଟିଏ ପରିବାରର ୧୫...

ସମ୍ପୂର୍ଣ୍ଣ ହେଲା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, ଶେଷ ଦିନରେ ମା’ମହାଲକ୍ଷ୍ମୀ ବେଶ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଅନ୍ତିମ ଦିବସରେ ମା’ ଭଦ୍ରକାଳୀ ଆଜି ମହାଲକ୍ଷ୍ମୀ ବେଶରେ ସଜ୍ଜିତ ହୋଇଥିଲେ । ମହାଲକ୍ଷ୍ମୀ...

ଧାମରାରେ ପାରାଦ୍ୱୀପ ବନ୍ଦର ନ୍ୟାସ ପକ୍ଷରୁ ମତ୍ସ୍ୟଜିବୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ମତ୍ସ୍ୟପୋତାଶ୍ରୟ ସଭା ଗୃହରେ ଧାମରା ରେ ବସବାସ କରୁଥିବା ଏବଂ ଜିବୀକା ନିର୍ବାହ କରୁଥିବା ମତ୍ସ୍ୟଜିବୀଙ୍କ ମାନଙ୍କୁ ନେଇ ସେମାନଙ୍କ...

ହାଟଡିହିରେ ଯାତ୍ରା କଳାକାର ସଂଘ ବୈଠକ

ହାଟଡିହି-୨୦/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଣାଧୁନୀ ମଠ ଠାରେ ହାଟଡିହି ବ୍ଲକ ଯାତ୍ରା କଳାକାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ବିଧାୟକ ମାୟାଧର...

ହାଟଡିହି ଠାରେ ମୋ ସ୍କୁଲ ଅଭିଯାନ କର୍ମଶାଳା

ହାଟଡିହି-୨୦/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ହାଇସ୍କୁଲ ଠାରୋ ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ସାହୁ, ଜିଲ୍ଲା...