Home 2020

Yearly Archives: 2020

୧୦୦ ରୁ ଉର୍ଦ୍ଧ‌୍ୱ କରୋନା ସଂକ୍ରମିତ ଆସିବା ପରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ୍ ଲକଡାଉନ୍

0
ମାଡ୍ରାସ ୧୪-୧୨ (ଓଡ଼ିଆ ପୁଅ) ଆଶ୍ଚର୍ଯ୍ୟଜନକ! ଖ୍ୟାତିସମ୍ପନ୍ନ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସରେ କରୋନା ଭାଇରସ୍ କାରଣରୁ କ୍ୟାମ୍ପସକୁ ଅସ୍ଥାୟୀ ଭାବେ ଲକଡାଉନ୍ କରାଯାଇଛି। ରିପୋର୍ଟ ଅନୁଯାୟୀ, ଗତ ଦୁଇ ସପ୍ତାହରେ ୭୧ ଟି କୋଭିଡ୍...

କଂଗ୍ରେସ ପ୍ରତିନିଧି ମଣ୍ଡଳୀର ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷାଙ୍କୁ ସ୍ମାରକ...

0
ଭୁବନେଶ୍ୱର ୧୪-୧୨ (ଓଡ଼ିଆ ପୁଅ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଓ ରାଜ୍ୟ ମହିଳା କଂଗ୍ରେସ...

ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇଥିବାରୁ ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ – ଧର୍ମେନ୍ଦ୍ର...

0
ଶ୍ରୀମନ୍ଦିର ଖୋଲିବା ନିଷ୍ପତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ - ସରକାର ଓ ପ୍ରଶାସନର ନିୟମ ମାନି ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ ଭୁବନେଶ୍ୱର, ଡ଼ିସେମ୍ବର ୧୪ (ଓଡ଼ିଆ ପୁଅ) – ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩...

ଗୁଡ଼ୁଦା ଗ୍ରାମରେ କଳାଘୋଡ଼ା ଟେରାକୋଟା ପ୍ରଶିକ୍ଷଣ କର୍ମଶାଳା

ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରୀ କଳାକେନ୍ଦ୍ର ପକ୍ଷରୁ ରେମୁଣା ବ୍ଲକ ଗୁଡ଼ୁଦା ପଞ୍ଚାୟତରେ ୩ଦିନିଆ କଳାଘୋଡ଼ା ଟେରାକୋଟା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ପୌଷ୍ୟ କଳାଗ୍ରାମ ତଥା କଳାଘୋଡ଼ାର...

କେନ୍ଦ୍ରାପଡା ବ୍ଲକ ସରପଂଚ ସଙ୍ଘର ସାଧାରଣ ଅଧିବେସନ

କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଟିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପଂଚାୟତ ସମିତି ସରପଂଚ ସଙ୍ଘର ସାଧାରଣ ଅଧିବେସନ ସୋମବାର ପୂର୍ବାହ୍ନରେ କପାଳେଶ୍ୱର ଗ୍ରାମପଂଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଙ୍ଘର ସଭାପତି ନରହରି ପାଣିଙ୍କ...

ପୈାରସଂସ୍ଥାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ

କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରସଂସ୍ଥାର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୋମବାର ପୂର୍ବାହ୍ନରେ ସମୀକ୍ଷା କରିଛନ୍ତି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା। ପୈାରସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି...

ଛତିଶଗଡ଼ ଗୃହ, ପର୍ଯ୍ୟଟନ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ ଆଲୋଚନା

0
ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ଛତିଶଗଡ଼ ଗୃହ, ପର୍ଯ୍ୟଟନ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ଛତିଶଗଡ଼ର...

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ତେଲେଙ୍ଗାସାହି ଯୁବକ

0
ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବ ଶତ୍ରୁତାକୁ ନେଇ ସୋମବାର ଦିନ ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ତେଲେଙ୍ଗା ସାହିର ଜନୈକ ଯୁବକଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ଡାକ୍ତରଖାନାକୁ...

ଜେଲ ଫେରନ୍ତା ବାଂଲାଦେଶୀଠାରୁ ବ୍ରାଉନସୁଗାର ଜବତ୍ – ସନ୍ଦେହ ଘେରରେ ପୁଲିସର କାର୍ଯ୍ୟକଳାପ

0
ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁଖ୍ୟ କାରଗାର ପରିସର ବାରେକରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଚୌଦ୍ୱାର ଜେଲରୁ ମୁକୁଳିଥିବା ବାଂଲଦେଶୀ ଯୁବକକୁ ସହଦେବଖୁଣ୍ଟା ଥାନା ପୁଲିସ...

ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣା

ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ରର ସରକାରଙ୍କ ନୂତନ କୃଷି ଆଇନ୍ ଏବଂ ବିଦ୍ୟୁତ୍ ଆଇନ୍ ପ୍ରତ୍ୟାହାରି ଦାବିରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ବର୍ଷିଆନ୍...

ବିବାହ ବନ୍ଧନରେ ଦୁଇ ଦିବ୍ୟାଙ୍ଗ : ଦୁଇ ପରିବାର ଖୁସି

0
ବାହାନଗା,୧୪ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ହୋଇଛି ଏକ ନିଆରା ଦୁଇ ଦିବ୍ୟାଙ୍ଗଙ୍କର ବାହାଘର । ଉଭୟ ମୁକ ବଧିର ହୋଇ ଥିଲେବି...

ଫୋନ ପେ ମାଧ୍ୟମରେ ୧୫ହଜାର ହରିଲୁଟ ଅଭିଯୋଗ

0
କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଫୋନ ପେ ମାଧ୍ୟମରେ ଜଣେ ବ୍ୟବସାୟୀଙ୍କ ଠାରୁ ୩ଥରରେ ୧୫ହଜାର ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ...

ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ

କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜମିର କାଗଜପତ୍ର କରାଇଦେବା ପାଇଁ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଦୁର୍ନିତୀ ନିବାରଣ ବିଭାଗ ହାତରେ ଧରାପଡି ଗିରଫ ହୋଇଛନ୍ତି ଜଣେ ମହିଳା...

ସ୍ୱର୍ଗତ ଡା. ଉପେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ସ୍ମୃତିସଭା

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ କଲେଜର ପ୍ରତିଷ୍ଠାତା ସମ୍ପାଦକ, ସଙ୍ଗଠକ, ସମାଜସେବୀ, ସ୍ଥାନୀୟ ରାମଚରିତ ମାନସର ଆଦ୍ୟ ସଂଚାଳକ, ହୋମିଓପାଥି ଡାକ୍ତର ୰ ଉପେନ୍ଦ୍ର ପ୍ରସାଦ...

‘ନବରାଗ’ ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କ ସ୍ମୃତିସଭା , ପାଠାଗାର ପ୍ରତିଷ୍ଠା ଓ ନବରାଗ ପ୍ରକାଶନ ହିଁ ହେବ...

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ନବରାଗ’ର ପ୍ରତିଷ୍ଠାତା ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କ ସ୍ମୃତିରେ ଏକ ପାଠାଗାର ପ୍ରତିଷ୍ଠା ସହ ତାଙ୍କର ମାନସ ସନ୍ତାନ ‘ନବରାଗ’ର ପ୍ରକାଶନ...

ଧାନକିଣା ପାଇଁ ପ୍ରଶାସନର ସଚେତନତା ରଥର ଶୁଭାରମ୍ଭ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨୦୨୦-୨୧ ପାଇଁ ଧାନକିଣା ଆରମ୍ଭ ହେବା ପୂର୍ବରୁ ଚାଷୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଆଜି ସଚେତନତା ରଥର ଶୁଭାରମ୍ଭ କରାଯାଇଛି...

ତୃତୀୟ ଲିଙ୍ଗଙ୍କୁ ମିଳିଲା ଭତ୍ତା

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ରହିଥିବା ତୃତୀୟ ଲିଙ୍ଗଙ୍କୁ ପ୍ରଥମ ଥର ଲାଗି ଭତ୍ତା ପ୍ରଦାନ କରାଯାଇଛି । ଭଦ୍ରକ ଜିଲ୍ଲାର ଅର୍ଦ୍ଧନାରୀଶ୍ୱର କିନ୍ନର...

ଭଦ୍ରକ ସହରର ମୁଖ୍ୟନାଳ ଉପରେ ବେଆଇନ ଗୃହ ନିର୍ମାଣ , ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଭଦ୍ରକ ଜିଲ୍ଲା...

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ଉଦ୍‌ବୃତ୍ତ ପାଣି ନିଷ୍କାସନ ପାଇଁ ବ୍ୟବହାର ହୋଇ ଆସୁଥିବା ମୁଖ୍ୟନାଳ ଉପରେ କଚେରୀ ବଜାର ପରିବା ମାର୍କେଟ ନିକଟରେ...

ନଦୀପାଶ୍ୱର୍ବନ୍ଧ ସୌନ୍ଦର୍ଯ୍ୟକରଣ ପାଇଁ ସାଂସଦ ଓ ବିଧାୟକଙ୍କ ସର୍ବେକ୍ଷଣ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀର ଚାନ୍ଦବାଲି ପାଶ୍ୱର୍କୁ ଥିବା ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ ଆଜି ଏକ ଟିମ୍ ସର୍ବେକ୍ଷଣ କରିଛନ୍ତି । ଭଦ୍ରକ ସାଂସଦ...

ଜଳିଗଲା ଦୋକାନ ଓ ବାସଗୃହ; ନିଆଁରେ ଯୁବକ ଆହତ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ନିକଟ ଦେଓପତା ଗ୍ରାମର ମୋରଡା ଛକରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଚାରି...