Home ଓଡ଼ିଶା ଛତିଶଗଡ଼ ଗୃହ, ପର୍ଯ୍ୟଟନ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ ଆଲୋଚନା

ଛତିଶଗଡ଼ ଗୃହ, ପର୍ଯ୍ୟଟନ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ ଆଲୋଚନା

56

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ଛତିଶଗଡ଼ ଗୃହ, ପର୍ଯ୍ୟଟନ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ଛତିଶଗଡ଼ର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.