Home 2020
Yearly Archives: 2020
୨୦୦ କେଜି ମହୁଲ ସହ ଅଟୋ ଜବତ : ୨ ଗିରଫ
ବାଲିଗୁଡା, ୧/୯-(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): ବେଆଇନ ମଦ ରାନ୍ଧିବା ପାଇଁ ୨ କୁଇଣ୍ଟାଲ ମହୁଲ ଚାଲାଣ ବେଳେ ରାଇକିଆ ପୁଲିସ୍ ଅଟୋ ସହ ମହୁଲ ଜବତ କରିଛି। ଏଥିରେ ସମ୍ପୃକ୍ତ...
ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣା; ଡ୍ରାଇଭର ସମେତ ୪ ଶ୍ରମିକ ଆହତ, ୨ ଗୁରୁତର
ବାଲିଗୁଡା, ୧/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଡ୍ରାଇଭର ସମେତ ୪ଜଣ ଶ୍ରମିକ...
ନୟାଗଡ଼ରେ ନିରାଡ଼ମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ନୟାଗଡ଼, ୩୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌର ପରିଷଦରେ ସୋମବାର ନିରାଡ଼ମ୍ବର ସହକାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଜୁମ୍ ଆପ୍ ଦ୍ୱାରା ଏକ ଭର୍ଚ୍ୟୁଆଲ...
ନୟାଗଡ଼ ଜିଲାରେ କରୋନା ତିନିହଜାର ମୁହାଁ, ଆଜି ଜଣେ ମୃତ
ନୟାଗଡ଼, ୩୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ମୁହାଁ ହୋଇଛି। ଗତକାଲି ସୁଦ୍ଧା ୨୮୯୫ ହୋଇଥିବାବେଳେ ଆଜି ପୁଣି ୯୧ ପଜିଟିଭ୍ ଚିହ୍ନଟ ହୋଇଛି।...
କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁଙ୍କୁ କରୋନା
ନୟାଗଡ଼, ୩୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି, ଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତାଙ୍କର କରୋନା ପଜିଟିଭ୍...
କୋଭିଡ-୧୯ ସଂକଟ ସମୟରେ ବିଜେପି କାର୍ଯ୍ୟକର୍ତାଙ୍କ ସେବା କାର୍ଯ୍ୟକୁ ନେଇ “ସେବା ହିଁ ସଂଗଠନ” ଇ-ବୁକ୍ ଉନ୍ମୋଚିତ
- ପ୍ରଥମ “ସେବା ହିଁ ସଂଗଠନ” ଇ-ବୁକ୍ କୁ ଉନ୍ମୋଚନ କଲେ ରାଜ୍ୟ ସଭାପତି- ‘ସେବା ହିଁ ସଂଗଠନ’ ଇ-ବୁକ୍ ଯୁଗଯୁଗକୁ ଭବିଷ୍ୟତ ପିଢୀଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ :...
ଯାଜପୁର କେଲୁଅ ନଦୀରେ କୃତ୍ରିମ ଘାଇ ସୃଷ୍ଟି କରିବା ପ୍ରସଙ୍ଗ – ଡିନାମାଇଟ ଲଗାଇ ଘାଇ ସୃଷ୍ଟି କରିବା...
- କୃତ୍ରିମ ଘାଇର ତଦନ୍ତ ନ୍ୟାୟପାଳିକାର ଜଣେ ଉଚ୍ଚପଦସ୍ତ ଜଜ୍ ଙ୍କ ଅଧୀନରେ କରାଯାଉ- ମାମୁଁ ଭଣଜା ଯୋଡି ଡିନାମାଇଟ ଲଗାଇ ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି-...
ସର୍ବାଧିକ ୩୦ଟି ଘାଇ ହୋଇଥିବା ଯାଜପୁର ଜିଲ୍ଲା ଗସ୍ତ କରି ବନ୍ୟାଚଂଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ...
- ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରୁ ଜିଲ୍ଲାପ୍ରଶାସନ- ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗସ୍ତ କରି ବନ୍ୟାଚଂଳ ସ୍ଥିତି ଅନୁଧ୍ୟାନ କଲେ...
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ) - ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନୈତିଜ୍ଞ ଭାରତରତ୍ନ ପ୍ରଣବ ମୁର୍ଖାଜୀଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରଣବଙ୍କ ମୃତ୍ୟୁରେ...
ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କର ଶୋକ ପ୍ରକଟ
ଭୁବନେଶ୍ୱର, ୩୧-୦୮(ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛି ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ୟୁଥ୍...
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସମାଜବାଦୀପାର୍ଟିର ଶୋକ
ଭୁବନେଶ୍ୱର, ୩୧ା୮ (ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ପାର୍ଟିର ରାଜ୍ୟସଭାପତି ରବି...
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଗଭୀର ଶୋକପ୍ରକାଶ
ଭୁବନେଶ୍ୱର, ୩୧ା୮ (ଓଡ଼ିଆ ପୁଅ) : ଭାରତବର୍ଷର ପୂର୍ବତନ ମହାମହୀମ ରାଷ୍ଟ୍ରପତି, ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଗଭୀର ଶୋକ ପ୍ରକଟ କରିଛନ୍ତି।
ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ
ଭୁବନେଶ୍ୱର, ତା-୩୧/୦୮ (ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର...
ଦେଶରେ ବନ୍ୟା ସ୍ଥିତିର ସାରାଂଶ ଏବଂ ପରାମର୍ଶ
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ସୋମବାର ସକାଳେ ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଂଗର ହିମାଳୟ ଉପାନ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତି...
ପୂର୍ବ ଲଦାଖ ସ୍ଥିତି ସମ୍ପର୍କରେ ସଦ୍ୟ ସୂଚନା
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ପୂର୍ବ ଲଦାଖରେ ଜାରି ରହିଥିବା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଏକାଧିକ ସେନା ଓ କୂଟନୈତିକ ସ୍ତରରେ ଆଲୋଚନା ହୋଇଥିଲା। ସ୍ଥିତି ସ୍ୱାଭାବିକ...
ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ନୂଆଦିଲ୍ଲୀସ୍ଥିତ ଆର୍ମୀ ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ଠାରେ ଦୁଃଖଦ ବିୟୋଗରେ ଭାରତ ସରକାରଙ୍କ ପକ୍ଷରୁ ଗଭୀର ଶୋକ...
ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ରତ୍ନ ଶ୍ରୀ ପ୍ରଣବ...
ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ଶିକ୍ଷାର ପାର୍ଥକ୍ୟକୁ ଦୂର କରିବ ପ୍ରଧାନମନ୍ତ୍ରୀଙ୍କ ନୂଆ ଶିକ୍ଷା ନୀତି-ଧର୍ମେନ୍ଦ୍ର ପ୍ରଧାନ
ମୋଦି ସରକାରଙ୍କ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
- ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ସହାୟକ ହେବ ନୂଆ ଶିକ୍ଷା ନୀତି
- ଛାତ୍ରଛାତ୍ରୀମାନଙ୍କ ସାମୂହିକ ଓ ବୌଦ୍ଧିକ...
ପ୍ରଣବ ଦା’ ପାଞ୍ଚ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ଅବିସ୍ମରଣୀୟ ଛାପ ଛାଡିଥିଲେ – ଧର୍ମେନ୍ଦ୍ର ପ୍ରଧାନ
ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
- ଭାରତର ଜଣେ ସର୍ବକନିଷ୍ଠ ଅର୍ଥମନ୍ତ୍ରୀ ଠାରୁ ଭାରତର ୧୩ତମ ରାଷ୍ଟ୍ରପତି ହୋଇ ପାରିଥିଲେ
- ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ...
ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର, ଦୁର୍ଦ୍ଦିନରେ ରବିନ୍ଦ୍ର ପରିବାର
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ତ ତହସିଲ ଆପଣ୍ଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ତଥା ବସନ୍ତିଆ ପଞ୍ଚାୟତ ସିଲନ୍ଦି ଗ୍ରାମର ରବିନ୍ଦ୍ର କୁମାର ବେହେରାଙ୍କ ଚାଳଛପର ଘର...







