Home 2020
Yearly Archives: 2020
ମର୍କମ କ୍ୟାପିଟାଲ ପକ୍ଷରୁ ପ୍ରକାଶିତ ବୃହତ ସୌରଶକ୍ତି ତାଲିକା : ଆଦାନୀ ଗ୍ରୁପ୍ ବିଶ୍ୱର ସର୍ବବୃହତ ସୌରଶକ୍ତି ଉତ୍ପାଦନ...
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୌର ପ୍ରକଳ୍ପଗୁଡିକର ପରିଚାଳନା କରିବା କ୍ଷେତ୍ରରେ ଆଦାନୀ ଗ୍ରୁପ୍ ବିଶ୍ୱର ସର୍ବବୃହତ ସୌରଶକ୍ତି ଉତ୍ପାଦନ କମ୍ପାନୀ । ମର୍କମ କ୍ୟାପିଟାଲ ପକ୍ଷରୁ...
ଜଲେଶ୍ୱର ନିଲମ୍ବିତ ଆଇଆଇସିଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ ୧ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୂର୍ବତନ ଜଲେଶ୍ୱର ଆଇଆଇସି ଧନେଶ୍ୱର ସାହୁ ଡ୍ରଗ୍ସ ମାଫିଆଙ୍କ ନିକଟରୁ ଉତ୍କୋଚନେବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ଅଭିଯୋଗରେ ରାଜ୍ୟ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବନ...
ଏକଲବ୍ୟ ଓ ଆଶ୍ରମ ସ୍କୁଲ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନ କଲେ ଗଣ ଧାରଣା
ସମ୍ବଲପୁର, ୦୧/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ନିର୍ମିତ ଜ଼ିଲ୍ଲା ର ଏକ ମାତ୍ର ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ରହିଛି। ଏହି...
ପ୍ଲାଜ୍ମା ଦାନରେ ଓଡିଶା ପୋଲିସର ୧୦୦ ସଂଖ୍ୟା ଅତିକ୍ରମ
ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) ଆଜି ସୁଦ୍ଧା ଓଡିଶା ପୋଲିସରେ କାର୍ଯ୍ୟରତ ୧୦୭ ଜଣ କରୋନା ଯୋଦ୍ଧା କୋଭିଡ୍ କୁ ହରାଇବା ପରେ ପ୍ଲାଜ୍ମା ଦାନ କରି ଓଡିଶା ପୋଲିସକୁ ଗୌରାବାନ୍ୱୀତ କରିଛନ୍ତି।...
ଗୋଷ୍ଟି ସଂଘର୍ଷ ମାମଲାର ସମାଧାନ ପାଇଁ ବିଧାୟକ ଙ୍କ ଉଦ୍ୟମ
ବୁଗୁଡା ୦୧-୦୯(ଓଡ଼ିଆ ପୁଅ/ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହି ବହୁ ବ୍ୟକ୍ତି ଆହତ ହେବା ସହ ୨୪...
ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସୂର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ସ୍ମୃତିସଭା
କେନ୍ଦ୍ରାପଡା ୧/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ପୂର୍ବତନ ଜିଲ୍ଲାଜଜ ସୂର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ଏକ...
ସ୍ୱର୍ଗତ ମୁଖାର୍ଜୀଙ୍କ ସ୍ମୃତିଚାରଣ କରିବା ସହ ନୀରବ ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭର୍ଚୁଆଲ କ୍ୟାବିନେଟ୍ ବୈଠକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା
ତାଙ୍କର ବିଚାରଧାରା ଓ ଚିନ୍ତାଧାରା ସମସ୍ତଙ୍କୁ ଦୀର୍ଘ ସମୟ ଧରି ମାଗଦର୍ଶନ ଦେବ
ତାଙ୍କର ସ୍ମୃତି ଚିରସ୍ମରଣୀୟ ହୋଇରହିବ
ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୧...
ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରାଯାଉ : ପ୍ରଦୀପ୍ତ...
ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳର ବନ୍ୟାଚଂଳ ଗସ୍ତ
ପୁରୀ ଜିଲ୍ଲା କଣାସ ଓ ପିପିଲି ବ୍ଲକର ବିଭିନ୍ନ ବନ୍ୟାଚଂଳ ବୁଲି ଦେଖିଲେ ପ୍ରତିନିଧି ଦଳ
- ବନ୍ୟା ରୋକିବାର ଆନ୍ତରିକତା ନାହିଁ...
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଦାବିପତ୍ର
କେନ୍ଦ୍ରାପଡ଼ା ୧/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୧୨ଦଫା ଦାବି ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ମଙ୍ଗଳବାର ଏକ...
ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ – ସ୍ୱର୍ଗତଃ ପ୍ରଣବ ମୁଖାର୍ଜିଙ୍କ ବିୟୋଗ...
ଭୁବନେଶ୍ୱର, ୦୧/୦୯ (ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ସାମାଜିକ...
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକସଭା
ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) - ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତରତ୍ନ ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଏକ ଶୋକସଭା ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି...
ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ : ମିଥ୍ୟା ଅଭିଯୋଗ କରି ଖସିଯିବାର ପ୍ରୟାସ କରୁଛନ୍ତି ରାଜ୍ୟ...
- ପ୍ରପର୍ଟି ଡିଲର ସାଜିଥିବା ରାଜ୍ୟ ସରକାର ହୀନ ଚକ୍ରାନ୍ତ କରି ବିକ୍ରି କରିଦେବାର ଅପପ୍ରୟାସ କରୁଛନ୍ତି
ଭୁବନେଶ୍ୱର, ୦୧/୦୯ (ଓଡ଼ିଆ ପୁଅ) : କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର...
ପୁରୀ ଜଲାରେ କୋଭିଡ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୩୬୩୬ ଜଣ ରେ ପହଂଚିଲା
ପୁରୀ, ୧/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ପୁରୀ ଜିଲାରେ ୧୩୬ ଜଣ କୋଭିଡ୍ ପଜେଟିଭ ଚିହ୍ନଟ ହେବା ପରେ ଜିଲାରେ ଏହି ସଂଖ୍ୟା ୩୬୩୬ ରେ ପହଂଚିଚି। ସେମାନଙ୍କ ମଧ୍ୟରୁ ୨୭୪୪ ଜଣ ସୁସ୍ଥ...
ଜିଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ରେ ଶବଦାହ ମନା
ପୁରୀ, ୧/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀ ଜିଲା ବାହାର ଓ ରାଜ୍ୟ ରାଜ୍ୟ ବାହାରୁ ଆସୁଥିବା ଶବ ଗୁଡିକୁ ପୁରୀ ସ୍ୱର୍ଗଦ୍ୱାର ରେ ଶବସତ୍କାର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।...
ଓଡିଶା କୃଷକ ସଭା ପକ୍ଷରୁ ରିଲିଫ ବଣ୍ଟନ
କେନ୍ଦ୍ରାପଡା ୧/୯( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଚଳିତ ବନ୍ୟାରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ଗ୍ରାମରେ ଶୁଖିଲା...
ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି – ଜଟଣୀ ବିଧାୟକ ବନ୍ୟାଂଚଳ ପରିଦର୍ଶନ କଲେ
ଜଟଣୀ ୧-୯ (ଓଡ଼ିଆ ପୁଅ) - ଜଟଣୀ ବ୍ଲକର ତିରିମଲ୍ଲା ଗ୍ରାମ ପଂଚାୟତର ପାଣ୍ଡିଆବିଲ୍ଲି, ବୁଢ଼ାଙ୍ଗଗେରା, ରାଣିପୁର, ବିସିଆପଡ଼ା, ବୁଢ଼ାପଡ଼ା, ବରକୁଦା, ପାଂଚଗାଁ, ବିରିବନ୍ଧ, କୁହା, କଂଟିଲୋ, ଅରକୁଳ, ବୋତଣ୍ଡା ଲୋକମାନେ ପାଣି...
ଆମେରିକାରେ ଓଡିଶା ଜାଗରଣର ସ୍ୱର ଝଙ୍କୃତ : “ଓସା ” ଦ୍ୱାରା “ନୂଆଖାଇ” ପାଳନ
କାଲିଫର୍ନିଆ / ନୂଆଦିଲ୍ଲୀ /ସମ୍ବଲପୁର /କଟକ - ୧/୯ (ଓଡ଼ିଆ ପୁଅ) ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ହେଁ ଏହା ସମଗ୍ର ଓଡ଼ିଶାର ମହାନ କଳା , ସଂସ୍କୃତି , ଐତିହ୍ୟ...
ଦିନ ଦ୍ୱିପ୍ରହରରେ ୮୧ହଜାର ଟଙ୍କା ଲୁଟ୍ ଥାନାରେ ଅଭିଯୋଗ
ରଣପୁର(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୯-ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡମସାହି ବାଘୁଆ ତୋଟାଠାରେ ସେପ୍ଟେମ୍ବର ୧ ତାରିଖ ଦିନ ୨ଟା ସମୟରେ ୮୧ହଜାର ଟଙ୍କା ଲୁଟ୍ ହୋଇଥିବା ଜଣା ପଡିଛି...
ତଲାବିରା କୋଇଲା ଖଣିରେ ୨ ଟି ଅନିର୍ଦ୍ଧିଷ୍ଟକାଳୀନ ଅନଶନ
ସମ୍ବଲପୁର, ୦୧/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମ ପଞ୍ଚାୟତରେ ଥିବା ତଲାବିରା (୨) ଏବଂ (୩) କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାଵୀ ରେ...
ବଲାଙ୍ଗୀର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧, ୮୫୨
ବଲାଙ୍ଗୀର ୧-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଆଜି ୧, ୮୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୦୫ ଜଣ ସକ୍ରୀୟ ଅଛନ୍ତି। ୧, ୩୪୨ ଜଣ ସୁସ୍ଥ...






