Home 2020
Yearly Archives: 2020
ନୂଆ ବର୍ଷରୁ ଆପଣଙ୍କ ମୋବାଇଲରୁ ଗାଏବ ହୋଇଯାଇ ପାରେ ହ୍ଵାଟ୍ସଆପ! ଜାଣନ୍ତୁ ଏହାର କାରଣ ଆଉ ନିରାକରଣ...
ଭୁବନେଶ୍ୱର: ଆପଣ ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ନୂଆବର୍ଷର କାମନା କରିବାକୁ ବଞ୍ଚିତ ହୋଇପାରନ୍ତି। କାରଣ ଆସନ୍ତା ୨୦୨୧ ଜାନୁୟାରୀ ୧ ତାରିଖ, ଅର୍ଥାତ୍ ନୂଆବର୍ଷ ଆରମ୍ଭ ଦିନରୁ କିଛି...
ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଲା ବୋଲେରୋ, ୪ ମୃତ୍ ୪ ଗୁରୁତର
ହରିଚନ୍ଦନପୁର,ତା ୩୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ ୪...
ବିଜେପି ପକ୍ଷରୁ ବ୍ଲକରେ ପ୍ରତିବାଦ
ବାହାନଗା, ୩୦ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପରିସରରେ ବାହାନଗା ବିଜେପି ତରଫରୁ ଆଜି ପ୍ରତିବାଦ କରାଯାଇଛି । ସୂଚନା ଅନୁସାରେ ବାହାନଗା ବ୍ଲକ...
ଯୁକୋ ବାଙ୍କରୁ ଚୋରୀ ଉଦ୍ୟମ ବିଫଳ
ବାହାନଗା,୩୦ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସଦର ମହକୁମା ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଯୁକୋ ବ୍ୟାଙ୍କରୁ ମଙ୍ଗଳବାର ରାତିରେ ବ୍ୟାଙ୍କର ସଟର...
ନେସ୍କୋ ନିର୍ବାହୀଯନ୍ତ୍ରୀଙ୍କୁ ମାଡ ଘଟଣାକୁ ୨୪ଘଣ୍ଟା ବିତିଲା, ଅଭିଯୁକ୍ତକୁ ଧରିବାରେ ବିଫଳ
ହାଟଡିହି-୩୦ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ନେସ୍କୋର ନିର୍ବାହୀଯନ୍ତ୍ରୀଙ୍କୁ ମାଡ ଘଟଣାର ୨୪ଘଣ୍ଟା ପରେବି ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୁଲିସ । ଏନେଇ ବିଦ୍ୟୁତ ବିଭାଗ ହାଟଡିହି ସେକ୍ସନର କନିଷ୍ଠଯନ୍ତ୍ରୀ ମାନସ ମହାନ୍ତିଙ୍କ...
କରଗୋଳାରେ ବିଜେପିର ମିଶ୍ରଣ ପର୍ବ,ଶତାଧିକ ପରିବାର ବିଜେପିରେ ଯୋଗଦାନ
ହାଟଡିହି-୩୦ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ଠାରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱକୁ ଭରସା...
ପୁରୁଣାପାଣି ହାଟସାହି ପାନୀୟ ଜଳଯୋଗାଣ ବନ୍ଦ
ହାଟଡିହି-୩୦ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାନ କରାଯାଉଛି । ହେଲେ ଲୋକମାନେ ଏହାର ସୁଫଳ...
ସମବାୟ ବ୍ୟାଙ୍କ ଏ.ଟି.ଏମ. ଉଦଘାଟିତ
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ନୂତନ ଏ.ଟି.ଏମ. କାଉଣ୍ଟର ଆଜି ଉଦଘାଟିତ ହୋଇଯାଇଛି । ସ୍ଥ୍ାନୀୟ ବିଧାୟକ ପ୍ରଫୁଲ୍ଲ...
ଜମିହରାଙ୍କ ସହ ପ୍ରତ୍ୟକ୍ଷ ଆଲୋଚନାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜନଶୁଣାଣୀରେ ନିଷ୍ପତ୍ତି
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଣ୍ଡାରିପୋଖରୀ ବ୍ଲକର ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ ପାହିମହୁରା ଅଧିଗୃହୀତ ଜମିରେ କେନ୍ଦ୍ର ପେଟ୍ରାଲିଅମ ମନ୍ତ୍ରଣାଳୟ ପକ୍ଷରୁ ହେବାକୁ ଥିବା ସବୁଜ...
ଅଣଚାଷୀଙ୍କ ହାତରେ ସରକାରୀ କୁକୁଡ଼ା ଚିଆଁ , ବିଭାଗୀୟ କାର୍ଯ୍ୟାଳୟରେ ନାହିଁ ଚାଷୀଙ୍କ ତାଲିକା
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ୍ ବହୁଦରଡ଼ା ଠାରେ ରହିଛି ଡିଷ୍ଟ୍ରିକ୍ଟ ପଲ୍ୟୁଟାରୀ ହେଚେରୀ(କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର) । ସେଠାରେ ପ୍ରତିମାସ ଉତ୍ପାଦନ ହେଉଛି ୪ହଜାରରୁ...
ଭଦ୍ରକ : ସିଟୁ ପକ୍ଷରୁ ପ୍ରତିବାଦ ସଭା
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକରେ ସିଟୁ ପକ୍ଷରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଲେବର କୋଡ୍ ପ୍ରତ୍ୟାହାର କରିବା ଓ ଦରଦାମ ବୃଦ୍ଧି ବନ୍ଦ କରିବା...
ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ଆନୁକୁଲ୍ୟରେ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମିତିର କାର୍ଯ୍ୟାଳୟରେ ଦିଆ...
‘ପରିଚୟ ସଂକଟ ଭିତରେ ବଞ୍ଚୁଥିବା ଚରିତ୍ରର ଅସହାୟତା ବଡ଼ ମର୍ମନ୍ତୁଦ’ , ଗାଳ୍ପିକ ମଦନମୋହନ ମହାକୁଡ଼ଙ୍କ ଗଳ୍ପପୁସ୍ତକ ‘ଅନାମ...
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆମ ସମାଜରେ ଏମିତି ଚରିତ୍ରମାନେ ଅଛନ୍ତି, ଯେଉଁମାନଙ୍କ ନାମ ହିଁ ଅନାମ । ନିଜ ଭିତରେ ସେମାନଙ୍କର କୌଣସି ମା’ କି ଗାଁର...
ବିଶ୍ୱ ବିଶ୍ରାମ ଦିବସ ପାଳିତ
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆସନ୍ତୁ ଦିନଟିଏ “ବିଶ୍ରାମ” ଉତ୍ସର୍ଗ କରିବା । ବିଶ୍ରାମର ତତ୍ତ୍ୱ ଦର୍ଶନ ବିଭିନ୍ନ ଦୃଷ୍ଟିରୁ ମଣିଷର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ...
ଅଲ୍ଟ୍ରାସାଉଣ୍ଡ କ୍ଲିନିକରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ , ଜିଲ୍ଳାରେ ରକ୍ତ ସଂଗ୍ରହ ପାଇଁ ସଚେତନତା ଜରୁରୀ
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଭଦ୍ରକ ଜିଲ୍ଲାରେ ରକ୍ତ ସଂଗ୍ରହର ହାର ବୃଦ୍ଧ କରାଯିବା ନିମନ୍ତେ ଜନ ସଚେତନତା ଜରୁରୀ । ସେହିଭଳି ଜିଲ୍ଲାରେ ରହିଥିବା ଅଲ୍ଟ୍ରା ସାଉଣ୍ଡ କ୍ଲିନିକରେ...
ଭଦ୍ରକରେ ପୀରହାଟ ଓ ସାବରଙ୍ଗ ଥାନାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଏହି ଜିଲାର ତିହିଡି ବ୍ଲକ୍ର ପୀରହାଟ ଓ ଭଦ୍ରକ ବ୍ଲକ୍ର ସାବରଙ୍ଗ ଫାଣ୍ଡିକୁ ପୂର୍ବ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ନବ ନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଏଠାରେ ନବ ନିର୍ମାଣ କୃଷକ ସଂଗଠନ, ଓଡ଼ିଶାର ଭଦ୍ରକ ଜିଲ୍ଲାର ସଂଗଠକ ମାନେ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ବର୍ତ୍ତମାନର...
ତ୍ୟାଗଭୂମି ମହୋତ୍ସବର ୨ୟ ସନ୍ଧ୍ୟା , ‘ମହାମାରୀ ସଂକଟ କାଳରେ ନାରୀର ସାମାଜିକ ଦାୟିତ୍ୱ ଅପରିସୀମ’
ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଅଧୁନା ବ୍ୟକ୍ତିଠାରୁ ଆରମ୍ଭକରି ଆମ ପରିବାର ଓ ସମାଜ ବ୍ୟବସ୍ଥା ସବୁକିଛି ଗଭୀର ବିପଦରେ ସମ୍ମୁଖୀନ । କରୋନା ମହାମାରୀ ସମଗ୍ର ମାନବ...
ରଣପୁର ରେ ଠକେଇ ଜାଲିଆତି ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ
ନୟାଗଡ/୩୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ରେ ଥିବ ଷ୍ଟେଟ୍ ବ୍ୟାଙ୍କରେ ଗତ ୨୯ ଡିସେମ୍ବର ରେ ଜଣେ ଯୁବକ କ୍ୟାସ୍ କାଉଣ୍ଟର ରେ ପଶି ନିଜକୁ ଜଣେ ବ୍ୟାଙ୍କ...
୧୯୭୭ ମାଟ୍ରିକ୍ ବ୍ୟାଚ୍ର ମା ମଣିନାଗ ପୀଠରେ ବନ୍ଧୁ ମିଳନ
ନୟାଗଡ/୩୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ୧୯୭୭ ବ୍ୟାଚ୍ ବନ୍ଧୁ ମିଳନ ମା ମଣିନାଗ ପୀଠରେ ଡିସେମ୍ବର ୩୦ ତାରିଖ ମଧ୍ୟାନ୍ନ ରେ ଅନୁଷ୍ଠିତ ହୋଇଯାଇଅଛି ।...




