Home 2020
Yearly Archives: 2020
ଶିକ୍ଷାବିତ୍ ଡଃ ପ୍ରଫୁଲ୍ଲ ଶ୍ରୀଚନ୍ଦନ ରାୟଙ୍କ ଷଷ୍ଠ ବାର୍ଷିକୀ ଶ୍ରାଦ୍ଧୋତ୍ସବ ପାଳିତ
ବାଲିଅନ୍ତା / ଭୁବନେଶ୍ୱର / ଫୁଲନଖରା / କଟକ ସଦର, ତା ୨୧ା୯ (ଓଡ଼ିଆ ପୁଅ) : ବିଶିଷ୍ଟ ଶିକ୍ଷାବିତ୍ ନହରକଣ୍ଟା ମହାରଥା ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶ୍ରୀ ଜୟଦେବ କଲେଜର...
‘D’ ମାନେ ଡ୍ରଗ୍ସ; ‘D’ ମାନେ ଦୀପିକା: ଡ୍ରଗ୍ସ୍ କନେକ୍ସନରେ ଦୀପିକା ପାଦୂକୋଣେଙ୍କ ନାମ !
ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ମାମଲାରେ ସବୁଠୁ ବଡ଼ ନାମ ଖୁଲାସା ହୋଇଛି। ରିୟା ଚକ୍ରବର୍ତ୍ତୀ, ସାରା ଅଲ୍ଲୀ ଖାନ, ରାକୁଲ ପ୍ରୀତ ସିଂ ଏବଂ ଶ୍ରଦ୍ଧା କପୁରଙ୍କ ପରେ ଏବେ ଦୀପିକା ପାଦୂକୋଣେଙ୍କ...
ଏମଏସପିକୁ ବୃଦ୍ଧି କରି ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର କ୍ୟାବିନେଟ୍ର ୬ଟି ରବି କୃଷିଜାତ ସାମଗ୍ରୀ ଉପରେ ଏମଏସପି ବୃଦ୍ଧିକୁ ମଞ୍ଜୁରି
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରକୁ ଧନ୍ୟବାଦ
- କେନ୍ଦ୍ର ସରକାର ଆଗାମୀ...
ଯୋରରେ ପଡି ୨ ନାବାଳକ ମୃତ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘରପାଖ ପୋଖରୀ ନିକଟରେ ଥିବା ଏକ ଯୋରରେ ବୁଡି ୨ ଶିଶୁପୁତ୍ରଙ୍କର ମୃତ୍ୟୁହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି...
ପୁଣି ଧରାହେଲା ଲକ୍ଷାଧିକ ଟଙ୍କାର ବ୍ରାଉନ୍ସୁଗାର, ଯୁବକ ଗିରଫ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘଦିନ ଧରି ପିଛା କରିବା ପରେ ଭଦ୍ରକ ଜିଲା ପୁରୁଣାବଜାର ପୁଲିସ୍ ପୁଣି ଥରେ ଲକ୍ଷାଧିକ ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି...
ଜିଲ୍ଲାସମାଜ କଲ୍ୟାଣ ବିଭାଗ ପକ୍ଷରୁ ଓ୍ବେବନାର ମାଧ୍ୟମରେ ପୋଷଣ ମାସ ପାଳନ ଓ ପୃଷ୍ଟିକର ଖାଦ୍ୟ ପ୍ରଦର୍ଶନୀ
ମାଲକାନଗିରି,୨୧ା୯ (ଓଡିଆ ପୁଅ ) ମାହାମାରି କରୋନା କଟକଣା ଚାଲିଥିବାରୁ ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଓ୍ବେବନାର ମାଧ୍ୟମରେ ଅଙ୍ଗନଓ୍ୟାର୍ଡି କର୍ମୀମାନଙ୍କୁ ନେଇ ପୋଷଣ ମାସପାଳନ ଓ ପୃଷ୍ଟିକରଖାଦ୍ୟ ପ୍ରଦର୍ଶନୀ...
ବିଜେଡ଼ି-ବିଜେପି କଭି ଖୁଶ କଭୀ ଗମ : ରାଜନୀତି ଚଳେଇଛନ୍ତି – ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର ତା ୨୧-୯ (ଓଡ଼ିଆ ପୁଅ) – ବର୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି। ଏହି ଚିତ୍ରରେ କୃଷି ବିଲ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି...
ଆଜି ଗୋଟିଏ ଦିନରେ ୬୯ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୧୮୩ ରେ ପହଁଚିଲା
ମାଲକାନଗିରି,୨୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ବେଳେ ବୃଦ୍ଧିଯାଉଛି ତ ଆଉ କେତେବେଳେ ହ୍ରାସ ପାଇ ସାପ ସିଡିର ଖେଳ ଖେଲୁଛି । ଆଜି ଜିଲ୍ଲାରେ...
ପୋଲାଭରମ୍ ଆନ୍ଦୋଳନ ପୁଣି ତେଜିଲା,ପ୍ରକଳ୍ପ କୁ ବିରୋଧକରି ମୋଟୁ ଠାରେ ଏକତ୍ରୀତ ହେଲେ ପାପ ସଂଗଠନ ଓ କ୍ଷତିଗସ୍ତ...
ମାଲକାନଗିରି,୨୧ା୯ (ଓଡିଆ ପୁଅ ) କିଛିଦିନ ନିରବତା ପରେ ପୁଣି ତେଜିଉଠିଛି ପୋଲାଭରମ ବିବାଦ । ଆନ୍ଦ୍ରସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ନେଇ ଗତ କିଛିବର୍ଷହେଲା କେନ୍ଦ୍ର ଓ ରାଜ୍ୟସ୍ତରୀୟ ନେତା ମନ୍ତ୍ରୀ...
କାନ୍ତକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପ୍ରସଙ୍ଗ : ଜିଲାପାଳଙ୍କ ଟ୍ୱିଟ୍ ପରେ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନେଇ ଜିଲାପାଳଙ୍କ ଟ୍ୱିଟ୍ ଜିଲାର...
ଶିକ୍ଷାଧିକାରୀଙ୍କ ପଦୋନ୍ନତିକୁ ସ୍ୱାଗତ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କର ପ୍ରଥମ ଶ୍ରେଣୀ ପାହ୍ୟାକୁ ପଦୋନ୍ନତି ହୋଇ ଏଠାରେ ବରିଷ୍ଠ ଶିକ୍ଷାଧକାରୀ ଭାବେ କାର୍ଯ୍ୟ...
ଟି.ଏମ.ସି. ପରିଚାଳନା ଅର୍ଥ ପାଇଁ ସରପଞ୍ଚମାନଙ୍କ ଧାରଣା ଅବ୍ୟାହତ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ସରପଞ୍ଚମାନେ ପଞ୍ଚାୟତ ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଅର୍ଥ ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା...
ମହିଳା ମହାସଂଘ ପଞ୍ଚାୟତ ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ଗଣିଜାଙ୍ଗ ପଞ୍ଚାୟତ ୮ନଂୱାର୍ଡ ହାସିନପୁର ଗ୍ରାମର ୬୫ଜଣ ସଭ୍ୟାଙ୍କୁ ନେଇ ଗତ ୧୭.୯.୨୦ରିଖ ଦିନ...
ଉତ୍କଳ ଯାଦବ ମହାସଭା ପକ୍ଷରୁ ଚାରାରୋପଣ ଓ ସମ୍ବର୍ଦ୍ଧନା ସଭା
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଉତ୍କଳ ଯୁବ ଯାଦବ ମହାସଭା ପକ୍ଷରୁ ଚୁନିଦାସ୍ଥିତ ମା କ୍ଷେତ୍ରବାସୀ ପୀଠ ଠାରେ ଏକ ଚାରା ରୋପଣ ଓ...
ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଲୋକ ସଭାରେ ସାଂସଦଙ୍କ ଦାବି
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ଧାମନଗର ଛକ ଠାରେ ଓଡିଶା ସରକାରଙ୍କ ଦ୍ୱାରା ଇଡକୋ ପକ୍ଷରୁ ପ୍ରାୟ ୬୦ ଏକର ଜମି ଯୋଗାଇ ଦିଆଯାଇଥିବା...
୩୦ ବର୍ଷର ଫଳପୁରର ଜଙ୍ଗଲ ଜମି ଏବେ ବ୍ୟକ୍ତିଗତଙ୍କ ନାଁରେ : ଆନ୍ଦୋଳନ ପାଇଁ ୫ ପଂଚାୟତବାସୀ ଏକଜୁଟ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ତହସିଲ ଅଧିନରେ ଥିବା ବିଭିନ୍ନ ଗୋଚର, ଅନାବାଦୀ ଓ ଜଙ୍ଗଲ ଜମିକୁ କେତେକ ଜମି ଦଲାରୀ ଚଂଚକତା...
ଖଟିଖିଆଙ୍କୁ ମାଗଣା ଖାଦ୍ୟ, ୬ ମାସ ପାଇଁ ପ୍ରତି ପରିବାରକୁ ଆର୍ôଥକ ସହାୟତା ଦାବିରେ ସିପିଆଇଏମ୍ର ବିକ୍ଷୋଭ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସିପିଆଇଏମ୍ ପଲିଟି ବ୍ୟୁରୋ ଡାକରାରେ ସାରା ଦେଶରେ ଗତ ୧୭ ତାରିଖ ଠାରୁ ମୋଦି ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି...
ଭଦ୍ରକରେ ନୂତନ ଆକ୍ରାନ୍ତ ୧୧୪ ଚିହ୍ନଟ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାରୁ ଆଜି ନୂଆ କରୋନା ଆକ୍ରାନ୍ତ ୧୧୪ଜଣ ଚିହ୍ନଟ ହୋଇଛନ୍ତି । ମୋଟ ୭୨ହଜାର ୫୭୧ଜଣଙ୍କ ନମୁନା ପରୀକ୍ଷା ପରେ ଏବେ...
ସମଣା ପଞ୍ଚାୟତରେ ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ
ହାଟଡିହି-୨୧/୯ (ଓଡିଆପୁଅ/ବିକାଶ ବିଶ୍ୱାଳ) ସମଣା ପଞ୍ଚାୟତରେ ଭତ୍ତା ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଚଳିତମାସ କିଛି ହିତାଧିକାରୀଙ୍କୁ ନୁତନ ଭର୍ତ୍ତ ପ୍ରଦାନ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା...
ନେଟୱାର୍କ ନରହିବାରୁ ତହସିଲରେ ଛାତ୍ରଛାତ୍ରୀଙ୍କ ଭିଡ
ହାଟଡିହି-୨୧/୯ (ଓଡିଆପୁଅ/ବିକାଶ ବିଶ୍ୱାଳ) ଆଜି ଠାରୁ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହୋଇ ଥିବାବେଳେଏଥିପାଇଁ ଆବଶ୍ୟକ ସାଟିଫିକେଟ ଖୋଲିବାପାଇଁ ତହସିଲ କାର୍ଯ୍ୟାଳୟ ରେ ଛାତ୍ରାଛାତ୍ରୀ ତଥା ଅଭିଭାବକଙ୍କ ଭିଡ ପରିଲଖିତ ହୋଇଥିଲା ।...





