Home 2020
Yearly Archives: 2020
ବିରାଟ କୋହଲି (RCB) ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି
ନୂଆ ଦିଲ୍ଲୀ ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଜି ଦୁବାଇର ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ କିଙ୍ଗ୍ସ ଇଲେଭେନ ପଞ୍ଜାବ (କେଏକ୍ସପି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ। କୋହଲିଙ୍କ ସେନା...
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଲିଘାଟ ଟେଣ୍ଡର ଖୋଲାଗଲା
ହାଟଡ଼ିହି, ୨୪/ ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ହାଟଡିହି ତହସିଲରେ ତିନୋଟି ବାଲିଘାଟ ଟେଣ୍ଡର ଖୋଲା ଯାଇଛି । ଅମୃତପୁର, ଜମ୍ଭରା, ଗୋବିନ୍ଦପୁର ବାଲିଘାଟ ପାଇଁ...
କରୋନା ମୁକାବିଲାରେ ଜିଲ୍ଲା ପ୍ରଶାସନର ବିଫଳତାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ) କରୋନା ଭୂତାଣୁ ଜନିତ ରୋଗର ମୁକାବିଲାରେ ବଲାଙ୍ଗିର ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ। କରୋନା ସଂକ୍ରମଣ ବିରୁଦ୍ଧରେ ଲଢ଼ିବା ପାଈଁ ସର୍ବନିମ୍ନ ଆଇ ସି ୟୁ ବେଡର ପର୍ଯ୍ୟାପ୍ତ...
ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତରଖାନାରେ ଅଦ୍ଭୁତ ଶିଶୁ ଜନ୍ମ
ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜ଼ୀଲ୍ଲା ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ସନ୍ତୋସିନୀ ବାଗ ନାମକ ଜଣେ ଗର୍ଭବତୀ ମହିଳା ଏକ ଅଦ୍ଭୂତ...
ବଡ଼ପାଳ ଜିପିଏଲଏଫ ସଭାପତି-ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟ : ବିଭିନ୍ନ ଦାବି ନେଇ ଧାରଣାରେ ଏମବିକେ
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ (ଜିପିଏଲଏଫ୍)ର ସଭାପତି ଓ ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟଧାରାକୁ ବିରୋଧ କରି ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତର ମାଷ୍ଟର...
ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟୁହରେ ବିଜେଡି : ଆଇନ୍ମନ୍ତ୍ରୀଙ୍କ ୩ ଦିନର ଉଦ୍ୟମରୁ ସାମୟିକ ଆଶ୍ୱସ୍ତ ଅସନ୍ତୁଷ୍ଟ
ବାଲେଶ୍ୱର, ୨୩ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀ କନ୍ଦଳ...
ମନରେଗା ଯୋଜନାରେ କାମ କରି ଶ୍ରମିକଙ୍କୁ ମିଳୁନି ମଜୁରୀ
ବଲାଙ୍ଗୀର, ତା୨୪-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ର ଲର୍କୀ ଗ୍ରାମର ଶ୍ରମିକ ମାନେ ଗତ ଲକ୍ ଡାଉନ୍ ସମୟରେ ମନରେଗା ମାଟି କାମ କରି ପାଉଣା ପାଇ ପରି...
କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ନେଇ ବଲାଙ୍ଗିର ୟୁନିଟ୍ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ସଂକ୍ରାନ୍ତରେ ରାଷ୍ଟ୍ରପତି...
ବଲାଙ୍ଗୀର ଜିଲ୍ଲାରୁ ୩୭୭୮ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୯୭ ଜଣ ସୁସ୍ଥ
ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲଟି ଅଂଚଳରୁ ୧୨ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।...
ବ୍ରାହ୍ମଣୀପାଳ ଠାରେ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ମରଣାତ୍ମକ ଆକ୍ରମଣ, ଜଣେ ଗୁରୁତର
ହରିଚନ୍ଦନପୁର,ତା ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ଅଞ୍ଚଳରେ ମାତ୍ର କିଛି ଦିନର ନିରବତା ପରେ ପୁଣି ବିଜେଡିର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଅନ୍ଯ ଗୋଷ୍ଠୀର...
କୃଷକମାନଙ୍କ ପାଇଁ ଖୁସି ଖବର: ପିଏମ୍ ସମ୍ମାନ ନିଧି ବ୍ୟତୀତ ପ୍ରତିବର୍ଷ ମିଳିବ ନଗଦ ୫୦୦୦ ଟଙ୍କା: ଜାଣନ୍ତୁ...
ନୂଆଦିଲ୍ଲୀ: କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ (CACP) ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM- KISAN) ବ୍ୟତୀତ କୃଷକମାନଙ୍କୁ ବାର୍ଷିକ ୫୦୦୦ ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଆୟୋଗ...
ଆଜି ୩୦ ଜିଲ୍ଲାରୁ ୪୩୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର...
ଭୁବନେଶ୍ୱର ୨୪-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୮୮୮ କୁ ବୃଦ୍ଧି ପାଇଛି। ଏ ନେଇ...
ଶିକାର ବେଳେ ଗୁଳିବାଜି ଜଣେ ମୃତ, ଅର୍ଧ ଦଗ୍ଧ ମୃତ ଶରୀର ଧରିଲା ପୋଲିସ୍, ୧୮ ଅଟକ
ରାୟଗଡ଼ା ୨୪-୯ (ଓଡ଼ିଆ ପୁଅ/ମନୋଜ ସାହୁ) ଵାରହା ଶିକାର ବେଳେ ଜଣେ ମୃତ। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅଣ୍ଡରାକଞ୍ଚ ଥାନା ଖାଇଲାଯୋଡି ଗାଁରେ। ସୂଚନା ଅନୁସାରେ ଗତ ୨୨...
ଆଜି କରୋନା ନେଲା ୧୬ ମୁଣ୍ଡ – ମୋଟ ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି
ଭୁବନେଶ୍ୱର ୨୪-୯ (ଓଡ଼ିଆ ପୁଅ) ଆଜି କରୋନା ନେଇଛି ୧୬ ମୁଣ୍ଡ - ମୋଟ ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି ପାଇଛି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।ତେବେ କେଉଁ...
ଆଜି ୩୦ ଜିଲ୍ଲାରୁ ୪୩୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ୧୯୬୮୮୮ କୁ ବୃଦ୍ଧି
ଭୁବନେଶ୍ୱର ୨୪-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ କରୋନା ୪୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୮୮୮ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା...
ଦିନକରେ ଚିହ୍ନଟ ୧୬୧ କରୋନା ପଜିଟିଭ୍ – ୬୬୫୪କୁ ବୃଦ୍ଧି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୨୩-୯(ଓଡ଼ିଆ ପୁଅ/ଅଭୟ ଦାସ) : ବଢ଼ୁଥିବା କରୋନା ସଂକ୍ରମଣ ସମଗ୍ର ଦେଶ ପାଇଁ ଉଦ୍ବେଗର ବିଷୟ ହୋଇଛି। ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା...
ଶ୍ରମ ଆଇନ୍ ସଂଶୋଧନ ପୁନଃ କ୍ରୀତଦାସ ପ୍ରଥା ପ୍ରଚଳନ : ଏଆଇଟିୟୁସି ପକ୍ଷରୁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିରୋଧ
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନକୁ ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀସଂଘ ଡିଫେନ୍ସ କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ୍ ଓ ନ୍ୟାସନାଲ ହକର ଫେଡେରେଶନ୍ ପକ୍ଷରୁ...
କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ୍ ସଂଶୋଧନ ପ୍ରସ୍ତାବକୁ ବିରୋଧ, ଟିୟୁଏସିସି ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ): ଚଳିତ ପାର୍ଲିଆମେଣ୍ଟ୍ ଅଧିବେଶନରେ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ଦେଶର ପ୍ରଚଳିତ ୪୪ଟି ଶ୍ରମ ଆଇନ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଆଗତ ନିଷ୍ପତ୍ତିକୁ ବାଲେଶ୍ୱରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ...
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ଏହାର କାୟା ବିସ୍ତାର କରିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତ ହଜାରରେ...
ବିଭିନ୍ନ ଦାବି ନେଇ କ୍ରୀଡ଼ା-କଳା ଶିକ୍ଷକ ସଂଘର ବିକ୍ଷୋଭ
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ବାଲେଶ୍ୱର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘର କର୍ମକର୍ତ୍ତା ତଥା ସଦସ୍ୟମାନେ ଆଜି ସର୍ବର୍ଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକଙ୍କ କାର୍ଯ୍ୟାଳୟ ସମ୍ମୁଖରେ...









