Home 2020
Yearly Archives: 2020
ପ୍ରି’ସ୍କୁଲ ଶିଶୁ ୟୁନିଫର୍ମ ଯୋଗାଣକାରୀଙ୍କୁ ଶୋଷଣ ଅଭିଯୋଗ ଜିଲ୍ଲାପାଳଙ୍କଠାରେ ରେମୁଣା ଏସଏଚଜିଙ୍କ ଫେରାଦ
ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ): ଅଙ୍ଗନୱାଡ଼ିରେ ପାଠପଢ଼ୁଥିବା ପ୍ରି’ସ୍କୁଲ ଶିଶୁଙ୍କ ଡ୍ର୍ରେସ୍ ଯୋଗାଣ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଅଙ୍ଗନୱାଡ଼ି କର୍ମୀ ଅର୍ଥ ଦାବି କରିବା ପ୍ରତିବାଦରେ ରେମୁଣା ବ୍ଲକର ଏକାଧିକ ଏସଏଚଜି...
ନଭେମ୍ବର ୩ରେ ବାଲେଶ୍ୱର ସଦର ଉପ-ନିର୍ବାଚନ, -ଆଶାୟୀ ପ୍ରାର୍ଥୀ-ଦଳୀୟ ନେତାଙ୍କ ଅପେକ୍ଷା ଅଧିକ ସକ୍ରୀୟ କର୍ମୀ, -ଉପ-ନିର୍ବାଚନ ଫିକା...
ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ): ରାଷ୍ଟ୍ରୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନର ଉପ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯିବା ପରେ ବିଭିନ୍ନ ରାଜନୈତିକ...
ଦିନକରେ ୧୪୬ ପଜିଟିଭ୍ ଚିହ୍ନଟ – ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୭୪୪୬କୁ ବୃଦ୍ଧି
ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା...
ପୌର ପ୍ରଶାସନର ପାତରଅନ୍ତର ନୀତିକୁ ନେଇ ଅସନ୍ତୋଷ, ବିଜେପି ପକ୍ଷରୁ ପୌରପାଳିକା ଆଗରେ ବିକ୍ଷୋଭ
ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ପୌରପାଳିକାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ନଗର କମିଟି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ବିଜେପି ନଗର...
ବିଜେଡିର ମିଶ୍ରଣ ପର୍ବ: କଷାଫଳ ପଞ୍ଚାୟତର ଆଗଧାଡ଼ି ନେତା-କର୍ମୀଙ୍କୁ ଦଳରେ ସ୍ୱାଗତ
ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ): ଉପ-ନିର୍ବାଚନର ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ସଦର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍କତା ଏବେ ଜୋର ଧରିଲାଣି। ଆଜି କଷାଫଳ ପଞ୍ଚାୟତର ଅନ୍ୟ ଦଳର ବହୁ...
ଅକ୍ଟୋବରରେ କେତେ ଦିନ ରହିବ ବ୍ୟାଙ୍କ୍ ବନ୍ଦ୍: ଦେଖନ୍ତୁ ଛୁଟି ଲିଷ୍ଟ; ପ୍ଲାନିଂ କରି ସାରି ଦିଅନ୍ତୁ ବ୍ୟାଙ୍କ...
ଭୁବନେଶ୍ୱର: ଅକ୍ଟୋବର ମାସ ହେଉଛି ପର୍ବର ମାସ। ଏହି ମାସରେ ଅଫିସ୍, ବ୍ୟାଙ୍କ ଗୁଡ଼ିକରେ ବହୁତ ଛୁଟି ରହିଥାଏ। ଏଣେ ପର୍ବ ମାସ ହେତୁ, ଅକ୍ଟୋବର ମାସରେ ଅର୍ଥର ବହୁତ ଆବଶ୍ୟକତା ପଡ଼ିଥାଏ।...
ICMR ର ଚେତାବନୀ : ଭାରତରେ ଆଉ ଏକ ଚାଇନା ଭାଇରସ୍ ‘କ୍ୟାଟ୍ କ୍ୟୁ ଭାଇରସ୍’
ନୂଆ ଦିଲ୍ଲୀ ସେପ୍ଟେମ୍ବର ୨୯ (ଓଡ଼ିଆ ପୁଅ) କରୋନାଭାଇରସ୍ (COVID-19)ରୁ ସମଗ୍ର ବିଶ୍ୱ ମୁକ୍ତି ପାଇବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟ ପଟେ ଅନ୍ୟ ଏକ ଚାଇନିଜ୍ ଭୂତାଣୁ ଭାରତ ଏବଂ ଅନ୍ୟ ଦେଶ...
ଭାରତର ଶ୍ରେଷ୍ଠ ୧୦ ଧନୀ ତାଲିକା; କରୋନା କାଳରେ ମଧ୍ୟ ଜଣଙ୍କର ଘଣ୍ଟାକୁ ଆୟ ୯୦ କୋଟି !
ନୂଆଦିଲ୍ଲୀ: କରୋନା କାଳରେ ଅର୍ଥନୈତିକ କାର୍ଯ୍ୟକଳାପ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଭାରତରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ଘଣ୍ଟାକୁ ଆୟ ୯୦ କୋଟି। ସେ ଆଉ କେହି ନୁହେଁ...
ଟ୍ରକ୍-ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୨ ଗୁରୁତର
ବାଲିଗୁଡା, ୩୦/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ରାମପୁର ଛକରେ ଏକ ଟ୍ରକ୍ ସହିତ ବାଇକ୍ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି।...
କନ୍ଧମାଳରେ ୪ କୋଭିଡ଼୍ ଯୋଦ୍ଧାଙ୍କ ସମେତ ୮୧ ନୂଆ ସଂକ୍ରମିତ
କନ୍ଧମାଳ, ୨୯/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ମୋଟ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏଥିସହ ଜିଲ୍ଲାରେ...
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଦେଲେ ଅଯୋଗ୍ୟଙ୍କ ନାମରେ ଅଭିଯୋଗ
ଅଭିଯୋଗକାରୀମାନଙ୍କୁ ଥାନାରେ ପୁରାଇଦେବାକୁ ବିଡିଓଙ୍କ ଧମକ ଅଭିଯୋଗ
ବାଲିଗୁଡା, ୨୯/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଅଯୋଗ୍ୟଙ୍କ ସଂପର୍କରେ କ-ନୂଆଗାଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ...
ଅଙ୍ଗନଓ୍ବାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ : ବିଭାଗୀୟ ଅଧିକାରୀ ତଦନ୍ତ କରି ଠିକ୍ ଭାବରେ କାମ...
ବାଲିଗୁଡା, ୨୯/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଚେରୀ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ୍ ବଣ୍ଡଗୁଡ଼ା ଗ୍ରାମ...
ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ କନ୍ଧମାଳ ଯୁବ କଂଗ୍ରେସର ବିକ୍ଷୋଭ
କନ୍ଧମାଳ, ୨୯/୯-( ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ମହାମାରୀ ସମୟରେ ଜୀନନ ଜୀବିକା ପାଇଁ ସମଗ୍ର ଅଞ୍ଚଳବାସୀ ଲଢେଇ କରୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଦର ବୃଦ୍ଧି ଏକ ଶକ୍ତ ଆଘାତ...
କନ୍ଧମାଳର ଦୀନବନ୍ଧୁ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି
କନ୍ଧମାଳ, ୨୯/୯-(ଓଡିଶା ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ପ୍ୟାଡ ମ୍ୟାନ କହିଲେ ସଭିଏଁ ଅକ୍ଷୟ କୁମାରଙ୍କ ୨୦୧୮ ରେ ରିଲିଜ ହୋଇଥିବା ଫିଲ୍ମକୁ ବୁଝନ୍ତି। ଆଉ ଏହି ଫିଲ୍ମଟି ମହିଳାଙ୍କ ମାସିକ ଋତୁସ୍ରାବକୁ ନେଇ...
ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ ୨୯-୯ (ଓଡ଼ିଆ ପୁଅ) : ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କର କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଆଜି ସନ୍ଧ୍ୟାରେ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ୭୧ ବର୍ଷିୟ, ଉପରାଷ୍ଟ୍ରପତି...
କନ୍ଧମାଳ ଜିଲ୍ଲା ଗଣ ମାଧ୍ୟମ ପ୍ରତିନିଧିଙ୍କ ଦେହାନ୍ତ
କନ୍ଧମାଳ, ୨୯/୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟରେ କରୋନା ଯୁଦ୍ଧରେ ହାରିଗଲେ ପୁଣିଜଣେ ସାମ୍ବାଦିକ ତାରିଣୀ ପ୍ରସାଦ ପାଢୀ। ମଙ୍ଗଳବାର ସକାଳ ୭ ଘଟିକା ସମୟରେ ଭୁବନଶ୍ୱେର କିମସ କୋଭିଡ...
ବିଧାନସଭା ମୌସୁମୀ ଅଧିବେଶନ: ୭ଟି ବିଲ୍ ଉପସ୍ଥାପନ କଲେ ସରକାର, ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ ବିରୋଧ
ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଧମ ଦିନରେ ବିଧାନସଭାରେ ଉପସ୍ଥାପିତ ହୋଇଛି ୭ଟି ବିଲ୍। ତେବେ ପ୍ରଧମ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ...
ବିଭିନ୍ନ ଦାବୀ ନେଇ ନଗର କଂଗ୍ରେସର ଆମରଣ ଅନଶନ
ଅନୁଗୋଳ,୨୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ନଗର କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି l ଅନୁଗୋଳ ନଗର କଂଗ୍ରେସ କମିଟିର...
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା : ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ, ଅଯୋଗ୍ୟ ହେଉଛନ୍ତି ଯୋଗ୍ୟ
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ସରକାର ଯୋଜନା ଏବେ ନେତାଙ୍କ ଇସାରାରେ ଚାଲିଛି । ସବୁ ସରକାରୀ ନୀତି ନିୟମକୁ ଚଳୁ କରି କେଉଁଠି ଯୋଗ୍ୟଙ୍କୁ ଅଯୋଗ୍ୟ ତ...
କରୋନା ହଟସ୍ପଟରେ ପରିଣତ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ କରୋନା ହଟସ୍ପଟ ହେବାର ସମ୍ଭବାନା ସୃଷ୍ଟି କରିଛି । ବିଶେଷକରି ଜିଲ୍ଲା ଚିକିତ୍ସାଳୟ ପରିସର ଓ...






