Home 2020
Yearly Archives: 2020
“ପରୀ” ଅପହରଣ ଓ ହତ୍ୟା ପ୍ରସଙ୍ଗ – ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ) – ନୟାଗଡ ଜିଲ୍ଲା ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ୫ ବର୍ଷୀୟା ନିରୀହା କନ୍ୟା “ପରୀ”କୁ ଗତ ଜୁଲାଇ ୧୪ ତାରିଖରେ ଖେଳୁଥିବା ସମୟରେ...
ଉପ-ନିର୍ବାଚନ ପାଇଁ ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ଗତକାଲି ବିଜେପି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆଜି ଉଭୟ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ନଜର ସମର୍ଥକ...
କରୋନା ମୁକାବିଲାରେ ପ୍ରଶାସନର ବିଫଳତାକୁ ନେଇ ଉଦବେଗ- ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ବିକ୍ଷୋଭ
ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାରେ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଥିବା ବେଳେ ପ୍ରଶାସନର ଖାମଖିଆଲି ମନୋଭାବ ପ୍ରତିବାଦରେ ବାଲେଶ୍ୱର ସିଭିଲ ସୋସାଇଟି...
ଉପ-ନିର୍ବାଚନରେ ଭୋଟର ସଚେତନତା ଉପରେ ଗୁରୁତ୍ୱ – ସଦର ନିର୍ବାଚନମଣ୍ଡଳୀରେ ଗଡ଼ିଲା ୨୩ଟି ସଚେତନତା ରଥ
ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ମତଦାତାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ସୁବ୍ୟବସ୍ଥିତ ମତଦାତା ଶିକ୍ଷା ଏବଂ ନିର୍ବାଚକ ସହଭାଗିତା (ସ୍ୱିପ)ର ସଚେତନତା ରଥ ଗଡ଼ିବା...
ନିଜର ସ୍ୱାଭିମାନ ରକ୍ଷା ପାଇଁ ବିଜେପି ଛାଡ଼ିଲେ ଯଯାତି
ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ତାଙ୍କ ପ୍ରତି ଦଳୀୟ କର୍ମକର୍ତ୍ତାଙ୍କ ଅବହେଳାକୁ ଦାୟୀ କରି ବିଜେପିର ବରିଷ୍ଠ ନେତା ଯଯାତି ଦାସଙ୍କ ସମେତ ପ୍ରଦୀପ ପତି ଓ ମୃତ୍ୟୁଞ୍ଜୟ ରାୟ ମହାପାତ୍ର ଆଜି...
ଆମ୍ପାପୁରମ୍ ରୁଚି-ସୋୟା ଶିଳ୍ପାନୁଷ୍ଠାନର କୋଟିଏ ଟଙ୍କା ହଡ଼ପ ମାମଲା – ଆନ୍ଧ୍ର ପୁଲିସ ଦ୍ୱାରା ରେମୁଣାରୁ ଗିରଫ ଫେରାର...
ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆନ୍ଧ୍ର ପ୍ରଦେଶର ରୁଚି-ସୋୟା କମ୍ପାନିରୁ ହୋଇଥିବା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ହଡ଼ପ ମାମଲାରେ ଫେରାର ଅଭିଯୁକ୍ତ ମୟୁରଭଂଜ ଜିଲ୍ଲା ଉଦଳା ଅଞ୍ଚଳର ସଂଜୟ କୁମାର ମହାନ୍ତିଙ୍କୁ ଆନ୍ଧ୍ର...
ବେଆଇନ ପଥର ବ୍ଲାଷ୍ଟିଙ୍ଗ: ଅଳ୍ପକେ ବର୍ତ୍ତିଲେ ଅନେକ ଶ୍ରମିକ, ଆନ୍ଦୋଳନ ପାଇଁ ଚେତାବନି
ବାଲିଗୁଡା, ୧୫/୧୦-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ପଥର ବ୍ଲାଷ୍ଟିଙ୍ଗ। ବ୍ଲାଷ୍ଟିଙ୍ଗ ସମୟରେ ଅଳ୍ପକେ ବର୍ତ୍ତିଛନ୍ତି ୩୦ରୁ ଊର୍ଦ୍ଧ୍ବ ଶ୍ରମିକ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି...
ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଝିଅ : ମେଲିସାଙ୍କୁ ବଢୁଛି ସହାୟତାର ହାତ
ବାଲିଗୁଡା, ୧୫/୧୦-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଜାତୀୟ କିଶୋରୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକ ମାଣିକେଶ୍ୱର ପଂଚାୟତର ଗୁନ୍ଧାଣୀ ଗ୍ରାମର ଝିଅ ମେଲିସା ନାୟକ ମନୋନୀତ...
ଆଇଆରବି ଯବାନଙ୍କ ଉନ୍ମତ କାଣ୍ଡରେ ୩ଜଣ ଆହତ : ବେକରେ ଛୁରୀ ଲଗାଇ ଲୁଟ୍ ଉଦ୍ୟମ, ଲୁଟେରାକୁ କାବୁ...
ବାଲିଗୁଡା, ୧୫/୧୦-(ଓଡ଼ିଆ ପୁଅ/ ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡ଼ା ସଦରମହକୁମା ସ୍ଥିତ ବ୍ଳକ କଲୋନୀ ର ଅନ୍ଧାର କଲୋନୀରେ ମଙ୍ଗଳବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଆଇଆରବିର ଅଷ୍ଟମ...
ବାଟାଗୁଡ଼ା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା:ଏଏନଏମଙ୍କ ଅନୁପସ୍ଥିତ ଅଭିଯୋଗ :ଆଶା ଦିଦିଙ୍କ ଭରଷାରେ ଚାଲିଛି : ପ୍ରସୂତି ଓ...
ବାଲିଗୁଡ଼ା, ୧୫/୧୦-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ଅଧିକାଂଶ ସମୟରେ ତାଲା ଝୁଲୁଛି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ। ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହିବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍...
କନ୍ଧମାଳର ପାରମ୍ପରିକ ଲୋକକଳା ସଂସ୍କୃତି ସଂଘର ଜିଲ୍ଲା ସ୍ତରୀୟ ସାଧାରଣ ଅଧିବେଶନ
ବାଲିଗୁଡା, ୧୫/୧୦-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ପ୍ରଶାନ୍ତି ସଂସ୍କୃତିକ ସମ୍ବଳ କେନ୍ଦ୍ର ପରିସରରେ ଜ଼ିଲ୍ଲା ସ୍ତରୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା ବରିଷ୍ଠ କଳାକାର ପ୍ରମୋଦ...
ଡକରବାଡି ଅଗ୍ନି ବିପନ୍ନ ମିଥୁନଙ୍କୁ ସହାୟତା କଲେ ବ୍ଲକ ଅଧ୍ୟକ୍ଷା
ବାଲିଗୁଡା, ୧୫/୧୦-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନାର ସିମନବାଡି ପଞ୍ଚାୟତ ଡକରବାଡି ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟି ଘଟି ମିଥୁନ ଦିଗାଲଙ୍କ ଘରେ ନିଆଁ ଲାଗିଯାଇଥିଲା। ଘରେ...
ଆଜି ରାଜ୍ୟରେ ୨୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ – ଜାଣନ୍ତୁ ଆଫଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ...
ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୨୧୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୪୧୪୯କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକ...
ଆଜି ରାଜ୍ୟରେ କରୋନା ନେଲା ୧୫ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୦୪ କୁ ବୃଦ୍ଧି
ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୫ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୦୪ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା...
ଆଜି ରାଜ୍ୟରେ ୨୧୩୮ ନୂଆ ଆକ୍ରାନ୍ତ- ମୋଟ ଆକ୍ରାନ୍ତ ୨୬୪୧୪୯ କୁ ବୃଦ୍ଧି
ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୨୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୪୧୪୯କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ...
ଦିନକରେ ବାଲେଶ୍ୱରରେ ୧୦୬ ପଜିଟିଭ୍ ଚିହ୍ନଟ – ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୯୧୦୭ କୁ ବୃଦ୍ଧି
ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା...
କରୋନା ସଂକ୍ରମଣ ସ୍ଥିତିରେ ଭାରତର ରେକର୍ଡ: ଦୁଇ ଗୁଣ ହେବାକୁ ପ୍ରାୟ ୭୩ ଦିନ ଲାଗିଲା
- ସକ୍ରିୟ ମାମଲା ଆହୁରି ହ୍ରାସ; ଏବେ ମୋଟ ମାମଲାର ପ୍ରାୟ ୧୧%
ନୂଆ ଦିଲ୍ଲୀ ୧୬-୧୦ (ଓଡ଼ିଆ ପୁଅ) ଭାରତରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିବା ବେଳେ ସକ୍ରିୟ...
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା
ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) କୋଭିଡ-୧୯ ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର...
ଚାଷୀଙ୍କୁ ବିପୁଳ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଜ୍ଞାପିତ ଫଳ ଓ ପନିପରିବାର ରେଳ ପରିବହନ ଭଡ଼ାରେ ୫୦ ପ୍ରତିଶତ...
- ଆମ୍ବ, ପାଚିଲା କଦଳୀ, ପିଜୁଳି, ଲିଚୁ, ଅମୃତଭଣ୍ଡା, ମୌସମ୍ବୀ, କମଳା, କିନୁ, କିୱି, କାଗାଜି ଏବଂ ବିଭିନ୍ନ ପ୍ରକାର ଖଟା ଲେମ୍ବୁ, ସପୁରୀ, ଡାଳିମ୍ବ, ପଣସ, ସେଓ, ପେସ୍ତାବାଦାମ, ଅଁଳା, ନାସ୍ପାତି...
ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଏସଓପି ଜାରି
- କୋଭିଡ ମହାମାରୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ହେବ ସହାୟକ
ନୂଆଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର...









