Home Coronavirus Outbreak ଆଜି ରାଜ୍ୟରେ ୨୧୩୮ ନୂଆ ଆକ୍ରାନ୍ତ- ମୋଟ ଆକ୍ରାନ୍ତ ୨୬୪୧୪୯ କୁ ବୃଦ୍ଧି

ଆଜି ରାଜ୍ୟରେ ୨୧୩୮ ନୂଆ ଆକ୍ରାନ୍ତ- ମୋଟ ଆକ୍ରାନ୍ତ ୨୬୪୧୪୯ କୁ ବୃଦ୍ଧି

60

ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୨୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତ ୨୬୪୧୪୯କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ସୂଚାନ ଦେଇଛି।

ନୂଆ ଆକ୍ରାନ୍ତ –  ୨୧୩୮

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୫୧

– ସ୍ଥାନୀୟ ଅଞ୍ଚଳରୁ୮୮୭

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୫୧

୨- ବାଲେଶ୍ୱର ଜିଲ୍ଲାରୁ –  ୫୭

୩- ବରଗଡ଼ ଜିଲ୍ଲାରୁ –  ୭୩

୪- ଭଦ୍ରକ ଜିଲ୍ଲାରୁ –  ୪୭

୫- ବଲାଙ୍ଗୀର ଜିଲ୍ଲାରୁ –  ୭୯

୬- ବୌଦ୍ଦ ଜିଲ୍ଲାରୁ –  ୨୧

୭- କଟକ ଜିଲ୍ଲାରୁ –  ୧୫୬

୮- ଦେବଗଡ଼ ଜିଲ୍ଲାରୁ –  ୯

୯- ଢେଙ୍କାନାଳ ଜିଲ୍ଲାରୁ –  ୩୮

୧୦- ଗଜପତି ଜିଲ୍ଲାରୁ –  ୮

୧୧- ଗଞ୍ଜାମ ଜିଲ୍ଲାରୁ –  ୧୮

୧୨- ଜଗତସିଂହପୁର ଜିଲ୍ଲାରୁ –  ୬୬

୧୩- ଯାଜପୁର ଜିଲ୍ଲାରୁ –  ୭୧

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୫୫

୧୫- କଳାହାଣ୍ଡି ଜିଲ୍ଲାରୁ –  ୫୧

୧୬- କନ୍ଧମାଳ ଜିଲ୍ଲାରୁ –  ୨୪

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୨

୧୮- କେନ୍ଦୁଝର ଜିଲ୍ଲାରୁ –  ୪୬

୧୯- ଖୋର୍ଦ୍ଧା ଜିଲ୍ଲାରୁ – ୩୬୧

୨୦- କୋରାପୁଟ ଜିଲ୍ଲାରୁ –  ୩୮

୨୧- ମାଲକାନଗିରି : ୫୫

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୧୯

୨୩- ନବରଙ୍ଗପୁର ଜିଲ୍ଲାରେ: ୨୧

୨୪- ନୟାଗଡ଼ ଜିଲ୍ଲାରୁ –  ୩୧

୨୫- ନୂଆପଡ଼ା ଜିଲ୍ଲାରୁ –  ୪୧

୨୬- ପୁରୀ ଜିଲ୍ଲାରୁ –  ୭୩

୨୭- ରାୟଗଡ଼ା ଜିଲ୍ଲାରୁ –  ୨୫

୨୮- ସମ୍ବଲପୁର ଜିଲ୍ଲାରୁ –  ୫୩

୨୯- ସୋନପୁର ଜିଲ୍ଲାରୁ –  ୮୦

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୩୭

୩୧- State Pool: ୬୨

– ନୂଆ ସୁସ୍ଥ ହୋଇଥିଲେ୨୭୭୨

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୯୫୯୭୧୨

– ମୋଟ ଆକ୍ରାନ୍ତ ୨୬୪୧୪୯

– ମୋଟ ସୁସ୍ଛ ହୋଲେଣି ୨୩୮୫୩୫

– ସକ୍ରୀୟ ଆକ୍ରାନ୍ତ –  ୨୪୪୫୭

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.